
କଫି କପ୍ ଆଉ ତା’ ଓଠର ନାଲି ରଙ୍ଗ
ଆଜିଠୁ ପାଞ୍ଚବର୍ଷ ତଳେଗୋଟିଏ ସନ୍ଧ୍ୟାରେ-ଗରମ ବାମ୍ଫ ଉଠୁଥିବା କଫି କପ୍ ରଆର ପାଖରୁ ଉଠି ଚାଲି ଯାଇଥିଲା ଫାଲ୍ଗୁନୀ! କାଗଜ କପର ଧାରରେ ତଥାପି ଲାଗି ରହିଥିଲାତା’ ଓଠର ନାଲିଆ ରଙ୍ଗ!କଫି କପର ବାମ୍ଫ ମାନେଥଣ୍ଡା ପଡି ଲଟକି ପଡିଥିଲେଅବିନାଶର ପଲକରେ …
କଫି କପ୍ ଆଉ ତା’ ଓଠର ନାଲି ରଙ୍ଗ Read More