
I’m There
I’m there –Every time the train whistleAnd even after its echos had faded,I’m there-in the silenceand in the darkness that prevails around!In the rush of thousands of feet,heading home –I’m …
I’m There Read MoreI’m there –Every time the train whistleAnd even after its echos had faded,I’m there-in the silenceand in the darkness that prevails around!In the rush of thousands of feet,heading home –I’m …
I’m There Read More–ସେ ଦେଖୁଥିଲା,ଠିକ୍ ଲକ୍ଷ୍ୟ କରୁଥିଲା;କେମିତି ଧୀରେ ଧୀରେ ତା’ ଆଖପାଖର ଅନେକପରିଣତ ହୋଇଯାଉଛନ୍ତି ମେଣ୍ଢାରେ!ସେମାନେ ମେଣ୍ଢା ପାଲଟିବାରେ ହୁଏତତା’ ପାଇଁ ଖୁବ୍ ଗୋଟେ ଅସୁବିଧାଜନକ ନଥିଲା କିଛି! ହେଲେ ସେ ଲକ୍ଷ୍ୟ କରୁଥିଲା,ସେମାନେ କେମିତି କ୍ରମେହରାଇ ଦେଉଛନ୍ତି ନିଜ ନିଜର ଶବ୍ଦ …
ମେଣ୍ଢା Read Moreଏକସବୁଠୁ ଅଧିକ ଉଚ୍ଚ ସବୁଠୁ ଅଧିକ ଉଚ୍ଚତାତାହା କେଉଁଭଳି ମୋତେ ଜଣାନାହିଁ। ଚଢିଲେ ହେବ କ’ଣ ପାହାଡର ସବୁଠୁ ଉଚ୍ଚ ଶୀର୍ଷକୁହାତରେ ଛୁଇଁଲେହିମାଳୟ ସାଗରମଥାଜର ତ ନୁହଁ ।ଏତିକି ଥଣ୍ଡା ସେ ଉଚ୍ଚତାଯେ ଆଉ ସେମିତି ହେବାର ଆଶା ବି ନାହିଁ …
ବିନୋଦ କୁମାର ଶୁକ୍ଳଙ୍କ ସାତୋଟି କବିତା Read Moreକେବେ ଶିଖେଇ ନାହଁ ଭାଙ୍ଗିବାର ସରଳ ବୀଜ ଗଣିତ ଶିଖେଇଥିଲ,ଭାଗଭାଗ ହେଇ ଏଣେତେଣେ ପଡିଥିବା କଣ୍ଢେଇର ଅବଶିଷ୍ଟାଂଶ ପାଇଁ ଜଟିଳ ପାଟିଗଣିତ l ଯୋଡିବା ଦୂରେ ଥାଉ,କିଏ ଶୁଣୁଛି? ଆହୁରି କେମିତି ଚାରି ଟୁକୁରା,ଆଠ ଟୁକୁରା ହବ, ସେଇ ଯୋଜନାରେ ବ୍ୟସ୍ତ …
କଣ୍ଢେଇ ଗଢ଼ାଳିର କଥା Read More–ସେ ଜାଣିଥିଲା,ତାଙ୍କ ଗାଁ ଡଙ୍ଗରରେ ରହନ୍ତିତା’ ପୂର୍ବପୁରୁଷଙ୍କ ଡୁମା ମାନେ।ସେ ଏକଥା ବି ଜାଣିଥିଲା,ସେ ଦୟାଳୁ ଡୁମାମାନେ ତାକୁ ରକ୍ଷା କରିବେରୋଗ-ଦୁଃଖ-ଶୋକରୁ,ତା’ ଛାତି ଭିତରେ ଭରି ଦେବେ ସାହସସବୁ ବିପଦ ସହ ମୁକାବିଲା କରିବାକୁ ଅଣ୍ଟା ଭିଡ଼ି,ତାକୁ ବତାଇ ଦେବେ ଆଗକୁ …
ବିଶ୍ୱାସ Read Moreମୂଳ ହିନ୍ଦୀ ରଚନା: ନିଧିଶ ତ୍ୟାଗୀ ଓଡ଼ିଆ ଅନୁବାଦ : ମୃଣାଳ ୧ ଫେରିଲା ବେଳେବଢିଯାଏଯାତ୍ରାର ଜିନିଷପତ୍ର | ଶସ୍ତା ପ୍ଲାଷ୍ଟିକ ବୋତଲରେ ବନ୍ଦନଦୀଗର୍ଭବତୀ ବୋହୁ ପାଇଁପୂଜା ଘରେ ପ୍ରସନ୍ନ ଦେବତାଙ୍କ ପାଇଁଶୁଦ୍ଧିକରଣ ପାଇଁ ଖଟ ଉପରେଖୁଁ ଖୁଁ କାଶରେ ଅଟକିଥବା …
ମହାକୁମ୍ଭ Read Moreବେସମେଣ୍ଟର-ଯେଉଁ ଅଣଓସାରିଆ ଅଧା ବଖରାରେ ସେ ରହୁଥିଲା,ସେଠି ରିତିମତ ମୂଷା, ଚୁଚୁନ୍ଦ୍ରା ଆଉ ଅସରପାଙ୍କ ରେସ୍ ଚାଲେ!କୋଉ ଛଟକରେ ମୂଷାଟେ ଦଉଡି ଆସିଫାଳେ ବ୍ରେଡ ଧରି ଚାଲି ଯିବ – ତୁମେ ଆଦୌ ଜାଣି ପାରିବନି!ଖୁବ୍ ସହଜ, ସରଳ ଆଉ ଗତାନୁଗତିକ …
କବିର ସମ୍ପର୍କ Read MoreThe dog is still sitting there,Where it used to sit –On the left side,On the signboard of that shop;With the same group of plants,Standing by the road,Which passes by! That …
On The Memory Lane Read MoreHer gaze is fixed, No-not at the darkness of the night, but, on the thin strip of light coming from a lamppost across the road, in front of her camp! …
A Rainy Night in Her Camp Read Moreମୂଳ ଲେଖା : ଜୟନ୍ତ ମହାପାତ୍ର || ଅନୁବାଦ : ଜ୍ୟୋତି ନନ୍ଦ ଆଉ ଦିନକର ଅପେକ୍ଷା, ଆମରକବିମାନଙ୍କୁ ଖୋଜି ଲୋଡି ଆଉ ସେମାନେ ସଭିଏଁଅବିକା କ’ଣ କହିବେ ଆମ ସଂପର୍କରେ। ବଡ କଷ୍ଟ ବୋଲି ହୁଏତସେମାନେ ରହିଥିବେ ଭିତର ଘରେ …
ଶୋଭାଯାତ୍ରା Read More