ଋତୁର ସୀମା ଡେଇଁ ଫୁଟୁଥିବା ଫୁଲ: ସଦାବିହାରୀ

ଅନେକ ବର୍ଷ ତଳର କଥା। ପେରିଓ୍ବିଙ୍କିଲ୍  ନାମକ ବରଫ ପରୀଟେ ଥରେ ନିଜ ଉତ୍ସୁକତା ଚାପି ନରଖି ପାରି, ଶୀତ-ବଣର ସୀମା ଅତିକ୍ରମ କରି ଗ୍ରୀଷ୍ମ ବଣରେ ପହଞ୍ଚି ଗଲା। କିଛି ସମୟ ବୁଲାବୁଲି କରି ପଶୁପକ୍ଷୀଙ୍କ ହାବଭାବ ଦେଖିବା ପରେ …

ଋତୁର ସୀମା ଡେଇଁ ଫୁଟୁଥିବା ଫୁଲ: ସଦାବିହାରୀ Read More

ଜତୀନ ଦାସଙ୍କ ଷ୍ଟୁଡିଓ

ଷ୍ଟୁଡିଓ ବା ଚିତ୍ରକରର କର୍ମଶାଳା ଯେଉଁଠାରେ ଶିଳ୍ପୀ ସମଗ୍ର ସଂସାରଠୁ ଅଲଗା ହୋଇ ନିଜର ଭିନ୍ନ ଏକ ଜଗତକୁ ପ୍ରବେଶ କରିଯାଏ । ଏଥିପାଇଁ ଶିଳ୍ପୀକୁ ଅତିକ୍ରମ କରିବାକୁ ହେଇଥାଏ ବନ୍ଧନ ଓ ବିମୁକ୍ତି ମଧ୍ୟର ସେଇ ଅର୍ଗଳି ଯେଉଁଠାରେ ସଂସାରର …

ଜତୀନ ଦାସଙ୍କ ଷ୍ଟୁଡିଓ Read More

ତିନି ବୁନ୍ଦା ରକ୍ତ

ମୂଳ ଲେଖା: ସାଦେକ ହିଦାୟେତ || ଅନୁବାଦ: ଜ୍ୟୋତି ନନ୍ଦ ଗଲାକାଲି ସେମାନେ ମୋ ରୁମ୍ ଅଲଗା କରିଦେଇଛନ୍ତି, ଆଚ୍ଛା ସଚିବ ଯେମିତି କଥା ଦେଇଥିଲେ ମୁଁ କ’ଣ ସତକୁ ସତ ଭଲ ହୋଇଯାଇଛି ଆଉ ଆର ସପ୍ତାହରେ ଛାଡ ପାଇଯିବି …

ତିନି ବୁନ୍ଦା ରକ୍ତ Read More

ପ୍ରେମ ଓ ପ୍ରତୀକ୍ଷାର ଚିହ୍ନ : ବ୍ଲଡ୍ ଲିଲି

ଅନେକ ବର୍ଷ ତଳର କଥା। ଜଣେ ବଣିକ ବେପାର କରିବାକୁ ବାହାରିଲେ। ଘରୁ ବାହାରିବା ପୂର୍ବରୁ ସେ ନିଜ ତିନି ଝିଅଙ୍କୁ ଡାକି ପଚାରିଲେ ଫେରିଲା ବେଳେ କାହା ପାଇଁ କ’ଣ ଆଣିବେ। ବଡ ଝିଅ ଗୋଟିଏ ଧଳା ଘୋଡା ପାଇଁ …

ପ୍ରେମ ଓ ପ୍ରତୀକ୍ଷାର ଚିହ୍ନ : ବ୍ଲଡ୍ ଲିଲି Read More

ଅନ୍ତର୍ଜାତୀୟ ଚା’ ଦିବସ

ସମ୍ରାଟ ସେନ୍ ନୁଙ୍ଗ୍ ଗଛ ତଳେ ବସି ବିଶ୍ରାମ ନେଉଥିଲେ। ଆଉ ସେବକ ତାଙ୍କ ପିଇବା ପାଇଁ ପାଣିକୁ ଫୁଟାଇ ଗରମ କରୁଥିଲା। ହଠାତ୍ ଯେଉଁ ଗଛ ତଳେ ସମ୍ରାଟ ବସିଥିଲେ ସେ ଗଛରୁ କେତୋଟି ପତ୍ର ଆସି ପଡ଼ିଲା ଫୁଟୁଥିବା …

ଅନ୍ତର୍ଜାତୀୟ ଚା’ ଦିବସ Read More

ଜଣେ ଅନଶନ-ଶିଳ୍ପୀ

ମୂଳ ଲେଖା: ଫ୍ରାଞ୍ଜ କାଫକା || ଅନୁବାଦ: ଜ୍ୟୋତି ନନ୍ଦ ବିଗତ କେତେ ଦଶକ ଭିତରେ ମଣିଷର ଅନଶନ-ଶିଳ୍ପୀଙ୍କ ଉପରେ ଆଗ୍ରହ ଅନେକ ପରିମାଣରେ କମି ଯାଇଛି। ଆଗରୁ ଯେତେବେଳେ ଯିଏ କେହି ନିଜର ଉଦ୍ୟୋଗରେ ଏଇ ଭଳି ଗୋଟିଏ ପ୍ରଦର୍ଶନୀର …

ଜଣେ ଅନଶନ-ଶିଳ୍ପୀ Read More