ଗଳ୍ପକଳାକୁ ନେଇ ଛୋଟ ଚିଠିଟିଏ

ସବୁଠୁ ବଡ କଥା ହେଉଛି ଏଠାରେ ଉପସ୍ଥାପନ କରାଯାଇଥିବା ଚିଠିଟି ଉପସ୍ଥିତ ଅକିଞ୍ଚନର ନୁହଁ । ଜଣେ ସର୍ବକାଳର ଶ୍ରେଷ୍ଠ କଥାକାର ର କଥା ଇଏ। ସେଇଥିପାଇଁ ଏହାକୁ ପଢିବା ପାଇଁ କାହାର କାହାର ଆଗ୍ରହ ହୁଏତ ରହିପାରେ । ଆଶା …

ଗଳ୍ପକଳାକୁ ନେଇ ଛୋଟ ଚିଠିଟିଏ Read More

ଏକ ରୂପକଥା:ତମେ ଲୋକଙ୍କୁ କିଛି ସମୟ ପାଇଁ ନିର୍ବୋଧ କରିପାର, ହେଲେ..

ମୂଳ ରଚନା : ଜୋମୋ କେନିୟାତା ।। ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ ଥରେ ଗୋଟିଏ ହାତୀ ଜଣେ ମଣିଷ ସହିତ ସାଙ୍ଗ ବସିଥିଲା। ଦିନକରେ ପ୍ରଚଣ୍ଡ ଝଡବର୍ଷା ହେଉଛି।ହାତୀଟି ଆସିଥିଲା ତାହାର ଏଇ ସାଙ୍ଗଟିର ପାଖକୁ। ବଣର ଗୋଟିଏ …

ଏକ ରୂପକଥା:ତମେ ଲୋକଙ୍କୁ କିଛି ସମୟ ପାଇଁ ନିର୍ବୋଧ କରିପାର, ହେଲେ.. Read More

ଛବିର ନାଁ ଆକାଶ

(୧)         ସନ୍ଧ୍ୟା ପାଇଁ ସଳିତା ବଳିବା ବେଳେ ବୋଉ ଡାକ ପକାଉଥିଲା ରୁବିକୁ, “ଘିଅ ଶିଶିଟା ଦେଇଗଲୁ!”         ଘିଅ ଶିଶି ବୋଉ ପାଖରେ ଥୋଇ ଦେଇ, ଗୋଟେ ଖେପାରେ ସେଠୁ ଦଉଡି ଯାଇ ରୁବି ଉଠିଲା ବାରଣ୍ଡାରେ। ଜେଜି …

ଛବିର ନାଁ ଆକାଶ Read More

ଦେବୀକଥା : ବୋଧନ ଓ ଅକାଳ ବୋଧନ

“ଅକାଲ ବୋଧନେ ଆମିତୋମାକେ ଚାଇ”–କବୀର ସୁମନ ଦେବୀକଥାରେ କହିବାକୁ ଗଲେ କାଳକ୍ରମରେ ଯୋଡିହୋଇଯାଇଛି ଅକାଳ ବୋଧନ।ଏବଂ ବିଶେଷରେ ଦେବୀପୂଜା କହିଲେ ଆମେ ଦେବୀଙ୍କର ସେହି ଅକାଳ ବୋଧନକୁ ହିଁ ବେଶି ବୁଝୁ ଆଉ ମହା ସମାରୋହରେ ତାହାକୁ ଅନୁଷ୍ଠାନ କରୁ। କିନ୍ତୁ …

ଦେବୀକଥା : ବୋଧନ ଓ ଅକାଳ ବୋଧନ Read More

ଶ୍ରୀରାମ ଜନ୍ମ :ଭାରତୀୟତାର ବିଶ୍ୱାସ ଏବଂ ବିଚାର ପାଠ

ଏକମଙ୍ଗଳାଚରଣ: ରାମଂ,ଲକ୍ଷ୍ମଣପୂର୍ବଜଂ,ରଘୁବରଃ,ସୀତାପତି,ସୁନ୍ଦରଂକାକୁସ୍ଥଂ କରୁଣାକରଂ,ଗୁଣନିଧି,ବିପ୍ରପ୍ରିୟଂ,ଧାର୍ମିକଂରାଜେନ୍ଦ୍ରଂ,ସତ୍ୟସନ୍ଧଂ,ଦଶରଥତନୟଂ,ଶ୍ୟାମଳଂ ଶାନ୍ତମୂର୍ତ୍ତୀ,ବନ୍ଦେ ରାମଂ ରଘୁକୂଳତିଳକଂ,ରାଘବଂ ରାବଣାରୀ। ମଙ୍ଗଳାଚରଣରେ ସାଧାରଣତଃ ଦେବତାଙ୍କୁ ତାଙ୍କର ସମସ୍ତ ବିଶେଷ ଅଣଦୈବୀକ ଅର୍ଥାତ୍ ସେ କାହାର ପୁତ୍ର କାହାର ସ୍ୱାମୀ କାହାର ଭାଇ ଏବଂ ସେ ପୃଥିବୀରେ କେଉଁ କେଉଁ କାର୍ଯ୍ୟର ନିଷ୍ପାଦନ କରିଛନ୍ତି …

ଶ୍ରୀରାମ ଜନ୍ମ :ଭାରତୀୟତାର ବିଶ୍ୱାସ ଏବଂ ବିଚାର ପାଠ Read More

ଏପ୍ରେଲ୍ ପହିଲା

ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜ ୧୯୩୬ ସାଲ ଏପ୍ରେଲ ମାସ ପହିଲା ତାରିଖ ଓଡିଆ ଜାତି ପକ୍ଷରେ ଶୁଭଦିନ । ମୋର ମନେ ଅଛି ଆଜକୁ ୩୩, ୩୪ ବର୍ଷ ତଳେ ସ୍ୱର୍ଗୀୟ ମଧୁସୁଦନ ଦାସ, ସ୍ୱର୍ଗୀୟ ବିଶ୍ୱନାଥ କର, ସ୍ୱର୍ଗୀୟ ରାଜା …

ଏପ୍ରେଲ୍ ପହିଲା Read More

ରବୀନ୍ଦ୍ରନାଥଙ୍କ ଦୁଃଖ

ଦୁଃଖ କାହାକୁ କୁହାଯାଏ ଓ ତାର ଯନ୍ତ୍ରଣା କେତେ ତାକୁ ମର୍ମେ ମର୍ମେ ଅନୁଭବ କରିଥିଲେ ରବୀନ୍ଦ୍ରନାଥ ନିଜ ଜୀବନରେ। କବିଙ୍କୁ ମାତ୍ର ୪୧ବର୍ଷ ହୋଇଥିଲା ବେଳେ ପତ୍ନୀ ମୃଣାଳିନୀ ଦେବୀ ଚାଲିଗଲେ। ସେତେବେଳକୁ କବିଙ୍କର ତିନୋଟି ଝିଅ ଓ ଦୁଇଟି …

ରବୀନ୍ଦ୍ରନାଥଙ୍କ ଦୁଃଖ Read More

ଚିତ୍ର ପରମ୍ପରା ଓ ଚିତ୍ରକାରର ଗାଁ ରଘୁରାଜପୁର

ଗାଁର ନାମ ରଘୁରାଜପୁର ଭୁବନେଶ୍ୱରରେ କଳା ମହାବିଦ୍ୟାଳୟରେ ନାମ ଲେଖାଇବା ପରେ ହିଁ ମୁଁ ପଟଚିତ୍ରର ଗାଁ ରଘୁରାଜପୁରର ନାମ ଜାଣିଲି । ୧୯୯୨ ମସିହାରେ ମୁଁ ପ୍ରଥମଥର ପାଇଁ ରଘୁରାଜପୁର ଯାଇଥିଲି। ତାପରେ ଅବଶ୍ୟ ଅନେକ ଥର ଯାଇଛି । …

ଚିତ୍ର ପରମ୍ପରା ଓ ଚିତ୍ରକାରର ଗାଁ ରଘୁରାଜପୁର Read More