ଅ’ ରୁ ଅ’ ଯାଏଁ: ଅସ୍ମିତା ଓ ଅଭାବ

ଅସ୍ମିତା ବୋଇଲେ ଯଦି ଗର୍ବ,ଅହଙ୍କାର; ତେବେ କ’ଣ ପାଇଁ,କୋଉଥିପାଇଁ ସେ ଗର୍ବ,ଅହଙ୍କାର? ଯଦି ଅସ୍ମିତା ବୋଇଲେ ଗୌରବ ତେବେ କାହାକୁ, କ’ଣ ନେଇ ସେ ଗୌରବ ? ଯଦି ଆତ୍ମ ପରିଚୟ ତେବେ ସେଇଟା କେମିତି, କୋଉ ବାଗରେ ଜଣାଯାଏ ? …

ଅ’ ରୁ ଅ’ ଯାଏଁ: ଅସ୍ମିତା ଓ ଅଭାବ Read More

କବିତାର ସତ୍ତା

ମୂଳ ରଚନା : ଶ୍ରୀ ଅରବିନ୍ଦ ।। ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ କବିତାର ସତ୍ତା କହିଲେ କ’ଣ ? କବିତା ନିକଟରୁ ଆମେ ସର୍ବୋଚ୍ଚ କେଉଁ ପ୍ରତ୍ୟାଶା କରିପାରିବୁ ? କାବ୍ୟସୃଷ୍ଟି ଭଳି ଗଭୀର ଆଉ ଜଟିଳ ବିଷୟକୁ …

କବିତାର ସତ୍ତା Read More

ପଖାଳ କଂସା ଓ ଆମର ଯାବତୀୟ ହଂସାମାନ

ପ୍ରଥମେ ଗୋଟିଏ ଦୀର୍ଘ ଉଦ୍ଧୃତି। ପ୍ରସଙ୍ଗଟି ସେଇଠୁ ଆରମ୍ଭ।ଦୟାକରି ଏଇ ଉଦ୍ଧୃତିଟିକୁ ଟିକିଏ ମନୋଯୋଗ ଦେଇ ଦେଖନ୍ତୁ । ” ଖ୍ରୀଅ ୬୦୦ ଠାରୁ ୧୨୦୦ ପର୍ଯ୍ୟନ୍ତ ଓଡିଶାରେ ମୂଖ୍ୟ ଖାଦ୍ୟ ଧାରାରେ ଥିଲା ଧାନ,ଗହମ ଓ ବାର୍ଲି । କଳିଙ୍ଗର …

ପଖାଳ କଂସା ଓ ଆମର ଯାବତୀୟ ହଂସାମାନ Read More

ଓସାମା ଆଲୋମାରଙ୍କଏକୋଇଶଟି ଗଳ୍ପ

ଏକଶାନ୍ତି ବୁଝାମଣା ସବଳ ଆଉ ଦୁର୍ବଳ ଗୋଟିଏ ଶାନ୍ତି ବୁଝାମଣାରେ ସନ୍ତକ କରିଥିଲେ; ଦୁର୍ବଳ ସେଇ ଦଲିଲଟିକୁ ଖୁବ୍ ସୁନ୍ଦର ଗୋଟିଏ ସୁନେଲି ଫ୍ରେମ୍ ରେ ବନ୍ଧେଇକରି ରଖିଥିଲା ଆଉ ସେଇଟିକୁ ସେ ନିଜର ବୈଠକଖାନାରେ ଏମିତି ଜାଗାରେ ରଖିଥିଲାଯେଉଁଠି କି …

ଓସାମା ଆଲୋମାରଙ୍କଏକୋଇଶଟି ଗଳ୍ପ Read More

ଜେନୀର ପ୍ରେମିକ

ଏକ ଜେନୀ ର କଥା ଟିକିଏ ପରେ । ଜେନୀ କୁ ନେଇ ରଚିତ ଏଇ ପ୍ରେମ ଛଳଛଳ କବିତାଟିକୁ ଆଗ ପଢାଯାଉ । ଜେନୀ କୁ ଜେନୀ ! ତମେ ଯତ୍ନର ସହ ଟିକିଏ ଖୋଜି ଦେଖକାହିଁକି ମୁଁ ମୋର …

ଜେନୀର ପ୍ରେମିକ Read More

ରମାକାନ୍ତ ରଥ :ଶୁଭେଚ୍ଛା ଓ ଶ୍ରଦ୍ଧାଞ୍ଜଳୀ

ରମାକାନ୍ତ ରଥ ଜହ୍ନରାତି ପଚାରିଲାମୋର ଅସରନ୍ତି ବିସ୍ତାର ର ଆଲିଙ୍ଗନସେଥିରେ ତୁ କେଉଁଠି ଅଛୁ ? କେଉଁ ଏରୁଣ୍ଡିକୁ ଡେଇଁବା ଆଗରୁନିଜର ଲୁଗାପଟାକୁ ସଜାଡି ନେଇବାହାରେ ଅପେକ୍ଷାରତ ବିବେକନାମାପୁଲିସକୁ କହିବା ପାଇଁତୁ ଯେଉଁ ନାଆଁଟି ବାଛିନେଇଥିଲୁମୋତେ ସେକଥା ବି ଜଣା । …

ରମାକାନ୍ତ ରଥ :ଶୁଭେଚ୍ଛା ଓ ଶ୍ରଦ୍ଧାଞ୍ଜଳୀ Read More

ଏକ ରଂଗୋତ୍ସବ ର ସମାଜତତ୍ତ୍ବ

ଏକ ଶ୍ରୀ ଗୌରୀ ଉବାଚ: ଅଥଃ କୈଳାଶଶିଖରାସୀନ ଗୌରୀ ପୃଚ୍ଛତି ଶଙ୍କରଅଧୁନା ବୃହି ମେ ନାଥ ନବପଂଜି ଶୁଭାଶୁଭମ୍। ଶ୍ରୀ ଶଙ୍କର ଉବାଚ: ଶୃଣୁ ଦେବୀ ପ୍ରବକ୍ଷାମି ନବପଂଜି ଶୁଭାଶୁଭମ୍ଯସ୍ଯ ଶ୍ରବଣ ମାତ୍ରେଣ ଦିବ୍ଯଜ୍ଞାନ ଭବେନ୍ନର। ଦୋଳପୂର୍ଣ୍ଣମୀ । ଦୋଳପୂର୍ଣ୍ଣମୀର ସଂଜରେ …

ଏକ ରଂଗୋତ୍ସବ ର ସମାଜତତ୍ତ୍ବ Read More

ଶାନ୍ତିନିକେତନର ନନ୍ଦନମେଳା

ଶାନ୍ତିନିକେତନରେ ବର୍ଷସାରା ଅନୁଷ୍ଠିତ ହେଉଥିବା ମେଳା ମଉଛବମାନଙ୍କ ମଧ୍ୟରେ ନନ୍ଦନମେଳା ଅନ୍ୟତମ। ଏହା ପ୍ରତ୍ୟେକ ବର୍ଷ ଡିସେମ୍ବର ମାସ ୧ ଓ ୨ ତାରିଖରେ କଳାଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ହୁଏ। | କଳାଭବନର ଛାତ୍ରଛାତ୍ରୀମାନେ ବର୍ଷସାରା ଯେଉଁ ପେଣ୍ଟିଙ୍ଗ୍, ଗ୍ରାଫିକ୍ ଡିଜାଇନ୍, …

ଶାନ୍ତିନିକେତନର ନନ୍ଦନମେଳା Read More