ଦକ୍ଷିଣ ଓଡ଼ିଶାର ପଶୁମୁଖା ନାଚ

ଦକ୍ଷିଣ ଓଡ଼ିଶା ବିଶେଷକରି ଓଡ଼ିଶାର ଦକ୍ଷିଣରେ ଥିବା ଗଞ୍ଜାମ,ଗଜପତି, ଫୁଲବାଣୀ ଓ କୋରାପୁଟ ଜିଲ୍ଲାକୁ ନେଇ ଗଠିତ । ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିଲେ, ଉପକୂଳ, ସମତଳ ଓ ପାର୍ବତ୍ୟାଞ୍ଚଳର ସମାହାରକୁ ନେଇ ଏ ଅଞ୍ଚଳ ଗଠିତ । ତେଣୁ ଏହାର ସଂସ୍କୃତି …

ଦକ୍ଷିଣ ଓଡ଼ିଶାର ପଶୁମୁଖା ନାଚ Read More

ବିସ୍ମୃତ ବିଜୟ

ବନ୍ଧୁମାନେ ଯେ କେବଳ ସମବୟସ୍କ ହେବେ ସେଭଳି କୌଣସି ବାଧ୍ୟବାଧକତା ନାହିଁ | ମୋର ଏଭଳି ଅନେକ ବନ୍ଧୁ ଅଛନ୍ତି ଯେଉଁମାନେ ମୂଳତଃ ମୋ ନନା କିମ୍ବା କକେଇଙ୍କ ବନ୍ଧୁ | ସେଭଳି ଜଣେ ବନ୍ଧୁ ଥିଲେ ଡକ୍ଟର ବିଜୟ ପ୍ରସାଦ …

ବିସ୍ମୃତ ବିଜୟ Read More

ସାହିତ୍ୟରେ ନୋବେଲ ବିଜୟିନୀ ହାନ କ୍ୟାଂ ଙ୍କର ଏକ ବିଶେଷ ସାକ୍ଷାତକାର

ମୂଳ ଲେଖା : କ୍ରିସ୍ ଲି || ଅନୁବାଦ : ଜ୍ୟୋତି  ନନ୍ଦ ପୃଥିବୀର ଅନ୍ୟତମ ବିଶିଷ୍ଟ ସାହିତ୍ୟ ପତ୍ରିକା “ଦି ୱାର୍ଡ ଲିଟେରେଚର ଟୁଡେ” ତରଫରୁ ଜାନୁଆରୀ ମାସ ୨୦୧୬ ସଂଖ୍ୟାରେ ସଂପ୍ରତି  ୨୦୨୪ ରେ ସାହିତ୍ୟ ରେ ନୋବେଲ …

ସାହିତ୍ୟରେ ନୋବେଲ ବିଜୟିନୀ ହାନ କ୍ୟାଂ ଙ୍କର ଏକ ବିଶେଷ ସାକ୍ଷାତକାର Read More

ପାମ୍ପଡ଼ ଗପ

ପିଲଦିନେ ପାମ୍ପଡ଼ ସବୁଦିନ ଖାଇବା ଚିଜ ବୋଲି ଆମର ଧାରଣା ନଥିଲା । ଖରାବେଳ ଖିଆ ସହ ପାମ୍ପଡ଼କୁ ଖିଆଯିବା କଥାଟି ବହୁତ ପରେ ମୁଁ ଜାଣିଲି । ପାମ୍ପଡ଼ କଦବା କ୍ୱଚିତ୍ ଆମେ ଖାଉଥିଲୁ । ଗାଁରେ ଯାତ୍ରା, ଦୋଳ …

ପାମ୍ପଡ଼ ଗପ Read More

ଦଶରା’ର ଛବି – ଦୁଇ

ପ୍ରଥମରେ ଆରାଧନା ଆଉ ତାହାପରେ ସଂଲଗ୍ନ ଛବିଟି ସଂପର୍କରେ କିଛି ଇତିହାସ ଆଉ ବିଚାରର କଥା। ଶ୍ରୀଶ୍ରୀ ଚଣ୍ଡୀ ହେ ଭକ୍ତ ଦୁଃଖହାରିଣୀ ଦେବୀ,ତମେ ପ୍ରସନ୍ନା ହୁଅହେ ଅଖିଳ ବିଶ୍ୱଜନନୀତମେ ପ୍ରସନ୍ନା ହୁଅ।ହେ ବିଶ୍ୱେଶ୍ୱରୀ,ତମେ ପ୍ରସନ୍ନା ହୋଇଏଇ ଜଗତକୁ ପାଳନ କର।ହେ …

ଦଶରା’ର ଛବି – ଦୁଇ Read More

ବସ୍ତାଏ ଚାଉଳ, ପେଟିଏ ବହି

୧୯୯୦ ମସିହାରେ ମୁଁ ନ୍ୟାସନାଲ ବୁକ୍ ଟ୍ରଷ୍ଟ, ଇଣ୍ଡିଆର ଓଡ଼ିଆ ଭାଷା ସମ୍ପାଦକ ଭାବେ ଯୋଗଦେବା ପର୍ଯ୍ୟନ୍ତ ଏହି ସଂସ୍ଥା ଓଡ଼ିଶାରେ ସେଭଳି ଜଣାଶୁଣା ନଥିଲା । ଗୋଟିଏ ସମୟରେ NBT ଏବଂ ମୋର ନାମ ଏକପ୍ରକାର ଅବିଚ୍ଛିନ୍ନ ଥିଲା କହିଲେ …

ବସ୍ତାଏ ଚାଉଳ, ପେଟିଏ ବହି Read More

ଦେବତାର ଜନ୍ମବୃତ୍ତାନ୍ତ ଓ ଜଣେ ଗଣଦେବତା

ଦେବତାର ସବୁବେଳେ ଥାଏ ଆରମ୍ଭ ଅର୍ଥାତ୍ ଜନ୍ମ, କେବଳ ବିସ୍ତାରିତ ଜନ୍ମ; ଆଉ ଯଦି ତାହାର ଶେଷ ଅଛି ଅଥବା ଅସ୍ତ ହୋଇଯାଏ ସେ ତାହାହେଲେ ସେ ଆଉ ଦେବତା ହୋଇ ରହିବ ନାହିଁ । ମଣିଷ ପାଲଟିଯିବ ଘଡ଼ିକରେ। ତେଣୁ …

ଦେବତାର ଜନ୍ମବୃତ୍ତାନ୍ତ ଓ ଜଣେ ଗଣଦେବତା Read More

ସମ୍ବାଦ ପତ୍ରରୁ ରେଭେନ୍ସା : କଲେଜ ଓ ସାହେବ

ବିଭିନ୍ନ ସମ୍ବାଦ ପତ୍ରରୁ ତାରିଖ କ୍ରମରେ ସଂଗୃହିତ କିଛି ସଂବାଦରୁ ଆମେ ରେଭେନ୍ସା କଲେଜ ତଥା ତାହାର ସ୍ଥାପନାରେ  ରେଭେନ୍ସା ସାହେବଙ୍କ ଭୂମୀକା ସଂପର୍କରେ ଏକ ବୃହତ ଢାଞ୍ଚାଗତ ସ୍ୱରୂପକୁ ଦେଖି ପାରିବା। ରେଭେନ୍ସା କଲେଜର ନିର୍ମାଣ ଇତିହାସ ଦୃଷ୍ଟିରୁ ଏତେ …

ସମ୍ବାଦ ପତ୍ରରୁ ରେଭେନ୍ସା : କଲେଜ ଓ ସାହେବ Read More

ନ୍ୟୁରୋଗ୍ରାଫିକ୍ ଆର୍ଟ: ଚିତ୍ରକଳା ମାଧ୍ୟମରେ ମେଡିଟେସନ୍

ଯେତେବେଳେ ମୁଁ ଜେଣ୍ଟାଙ୍ଗଲ୍ ଆର୍ଟ ମାଧ୍ୟମରେ ମେଡିଟେସନ୍ ବିଷୟରେ ଆଲୋଚନା କରିଥିଲି, ଲେଖାଟି ସମ୍ପୂର୍ଣ୍ଣ ପଢିବା ପୂର୍ବରୁ ହିଁ ଜଣେ ଭଦ୍ରବ୍ୟକ୍ତି ମେସେଜ୍ କରିଥିଲେ, “ହଁ ଯେ ମାଡାମ୍, ଏଥିରେ ମେଡିଟେସନ୍ କେମିତି ହେବ?” ସାଧାରଣତଃ ସମସ୍ତେ ଭାବନ୍ତି ଯେ ‘ମେଡିଟେସନ୍’ର  …

ନ୍ୟୁରୋଗ୍ରାଫିକ୍ ଆର୍ଟ: ଚିତ୍ରକଳା ମାଧ୍ୟମରେ ମେଡିଟେସନ୍ Read More