ନିସ୍ବାର୍ଥ ପ୍ରେମ ଓ ଧୈର୍ଯ୍ୟର ପ୍ରତୀକ: ସୂର୍ଯ୍ୟମୁଖୀ ଫୁଲ

କେବେ କୌଣସି ସୂର୍ଯ୍ୟମୁଖୀ କ୍ଷେତରେ ଠିଆ ହୋଇଛନ୍ତି? ପାଦ ପାଖରୁ ଦିଗବଳୟ ଯାଏଁ ଯେତେ ଦୂର ନଜର ଯାଉଥିବ, ସେ ଯାଏଁ ସତେ ଯେମିତି କିଏ ଉଜ୍ଜ୍ୱଳ ସୁନେଲୀ- ହଳଦିଆ ରଙ୍ଗର ଚାଦରଟିଏ ବିଛେଇ ଦେଇଛି। ନାକରେ ବାଜୁଥିବ ନରମ ନରମ …

ନିସ୍ବାର୍ଥ ପ୍ରେମ ଓ ଧୈର୍ଯ୍ୟର ପ୍ରତୀକ: ସୂର୍ଯ୍ୟମୁଖୀ ଫୁଲ Read More

ବିଶ୍ୱ ନାଟ୍ୟ ଦିବସ

[ପ୍ରତି ବର୍ଷ ଆନ୍ତର୍ଜାତିକ ନାଟ୍ୟ ସଂସ୍ଥା ଇଣ୍ଟରନେସନାଲ ଥିଏଟର ଇନଷ୍ଟିଚ୍ୟୁଟ ତରଫରୁ ମାର୍ଚ୍ଚ ମାସର ୨୭ ତାରିଖ ଦିନଟିକୁ ବିଶ୍ୱ ନାଟ୍ୟ ଦିବସ ହିସାବରେ ପାଳନ କରା ଯାଇଥାଏ। ଏଇ ଅବସରରେ ପ୍ରତିବର୍ଷ ଜଣେ ଆନ୍ତର୍ଜାତିକ ସ୍ୱୀକୃତ ରଙ୍ଗକର୍ମୀଙ୍କୁ ଚୟନ କରାଯାଇ …

ବିଶ୍ୱ ନାଟ୍ୟ ଦିବସ Read More

ଅ’ ରୁ ଅ’ ଯାଏଁ: ଅସ୍ମିତା ଓ ଅଭାବ

ଅସ୍ମିତା ବୋଇଲେ ଯଦି ଗର୍ବ,ଅହଙ୍କାର; ତେବେ କ’ଣ ପାଇଁ,କୋଉଥିପାଇଁ ସେ ଗର୍ବ,ଅହଙ୍କାର? ଯଦି ଅସ୍ମିତା ବୋଇଲେ ଗୌରବ ତେବେ କାହାକୁ, କ’ଣ ନେଇ ସେ ଗୌରବ ? ଯଦି ଆତ୍ମ ପରିଚୟ ତେବେ ସେଇଟା କେମିତି, କୋଉ ବାଗରେ ଜଣାଯାଏ ? …

ଅ’ ରୁ ଅ’ ଯାଏଁ: ଅସ୍ମିତା ଓ ଅଭାବ Read More

କବିତାର ସତ୍ତା

ମୂଳ ରଚନା : ଶ୍ରୀ ଅରବିନ୍ଦ ।। ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ କବିତାର ସତ୍ତା କହିଲେ କ’ଣ ? କବିତା ନିକଟରୁ ଆମେ ସର୍ବୋଚ୍ଚ କେଉଁ ପ୍ରତ୍ୟାଶା କରିପାରିବୁ ? କାବ୍ୟସୃଷ୍ଟି ଭଳି ଗଭୀର ଆଉ ଜଟିଳ ବିଷୟକୁ …

କବିତାର ସତ୍ତା Read More

ପଖାଳ କଂସା ଓ ଆମର ଯାବତୀୟ ହଂସାମାନ

ପ୍ରଥମେ ଗୋଟିଏ ଦୀର୍ଘ ଉଦ୍ଧୃତି। ପ୍ରସଙ୍ଗଟି ସେଇଠୁ ଆରମ୍ଭ।ଦୟାକରି ଏଇ ଉଦ୍ଧୃତିଟିକୁ ଟିକିଏ ମନୋଯୋଗ ଦେଇ ଦେଖନ୍ତୁ । ” ଖ୍ରୀଅ ୬୦୦ ଠାରୁ ୧୨୦୦ ପର୍ଯ୍ୟନ୍ତ ଓଡିଶାରେ ମୂଖ୍ୟ ଖାଦ୍ୟ ଧାରାରେ ଥିଲା ଧାନ,ଗହମ ଓ ବାର୍ଲି । କଳିଙ୍ଗର …

ପଖାଳ କଂସା ଓ ଆମର ଯାବତୀୟ ହଂସାମାନ Read More

ଓସାମା ଆଲୋମାରଙ୍କଏକୋଇଶଟି ଗଳ୍ପ

ଏକଶାନ୍ତି ବୁଝାମଣା ସବଳ ଆଉ ଦୁର୍ବଳ ଗୋଟିଏ ଶାନ୍ତି ବୁଝାମଣାରେ ସନ୍ତକ କରିଥିଲେ; ଦୁର୍ବଳ ସେଇ ଦଲିଲଟିକୁ ଖୁବ୍ ସୁନ୍ଦର ଗୋଟିଏ ସୁନେଲି ଫ୍ରେମ୍ ରେ ବନ୍ଧେଇକରି ରଖିଥିଲା ଆଉ ସେଇଟିକୁ ସେ ନିଜର ବୈଠକଖାନାରେ ଏମିତି ଜାଗାରେ ରଖିଥିଲାଯେଉଁଠି କି …

ଓସାମା ଆଲୋମାରଙ୍କଏକୋଇଶଟି ଗଳ୍ପ Read More

ଜେନୀର ପ୍ରେମିକ

ଏକ ଜେନୀ ର କଥା ଟିକିଏ ପରେ । ଜେନୀ କୁ ନେଇ ରଚିତ ଏଇ ପ୍ରେମ ଛଳଛଳ କବିତାଟିକୁ ଆଗ ପଢାଯାଉ । ଜେନୀ କୁ ଜେନୀ ! ତମେ ଯତ୍ନର ସହ ଟିକିଏ ଖୋଜି ଦେଖକାହିଁକି ମୁଁ ମୋର …

ଜେନୀର ପ୍ରେମିକ Read More

ରମାକାନ୍ତ ରଥ :ଶୁଭେଚ୍ଛା ଓ ଶ୍ରଦ୍ଧାଞ୍ଜଳୀ

ରମାକାନ୍ତ ରଥ ଜହ୍ନରାତି ପଚାରିଲାମୋର ଅସରନ୍ତି ବିସ୍ତାର ର ଆଲିଙ୍ଗନସେଥିରେ ତୁ କେଉଁଠି ଅଛୁ ? କେଉଁ ଏରୁଣ୍ଡିକୁ ଡେଇଁବା ଆଗରୁନିଜର ଲୁଗାପଟାକୁ ସଜାଡି ନେଇବାହାରେ ଅପେକ୍ଷାରତ ବିବେକନାମାପୁଲିସକୁ କହିବା ପାଇଁତୁ ଯେଉଁ ନାଆଁଟି ବାଛିନେଇଥିଲୁମୋତେ ସେକଥା ବି ଜଣା । …

ରମାକାନ୍ତ ରଥ :ଶୁଭେଚ୍ଛା ଓ ଶ୍ରଦ୍ଧାଞ୍ଜଳୀ Read More