ଏଡୱାର୍ଡ ଓ ଈଶ୍ୱର-୨

ମୂଳଲେଖା: ମିଲାନ କୁନ୍ଦେରା || ଅନୁବାଦ: ଜ୍ୟୋତି ନନ୍ଦ ୬ ଏଡୱାର୍ଡ ତାହାର ସବୁଠାରୁ ଚାପଜନିତ ବିପଦକୁ ଏହିପରି ଏଡାଇ ଦେଇ ପାରିଥିଲା। ଜଣେ ଶିକ୍ଷକ ଭାବରେ ତାହାର ଭାଗ୍ୟ ଏଇଲେ ମହାପରିଚାଳିକାଙ୍କ ଉପରେ  ସଂପୂର୍ଣ୍ଣ ଭାବରେ ନିର୍ଭର କରୁଛି ,ଏଇଟି …

ଏଡୱାର୍ଡ ଓ ଈଶ୍ୱର-୨ Read More

ଦାହ (ଚାରି)

ସେଦିନ ବି କନି ସେମିତି ଅଖିଆ ଅପିଆ କେତେବେଳ ପର୍ଯ୍ୟନ୍ତ ଶୋଇଥାନ୍ତା। କିନ୍ତୁ ଅତନୁ ଡାକରେ ତା’ ନିଦ ଭାଙ୍ଗିଲା। କନିର ଗୋଟିଏ ହାତକୁ ପରୀକ୍ଷା କଲା ପରି ଉଠେଇ ଧରି ଅତନୁ ମନକୁ ମନ ପଚାରିଲା, “ଦେହ କ’ଣ ଖରାପ …

ଦାହ (ଚାରି) Read More

ଏଡୱାର୍ଡ ଓ ଈଶ୍ୱର

ମୂଳଲେଖା: ମିଲାନ କୁନ୍ଦେରା || ଅନୁବାଦ: ଜ୍ୟୋତି ନନ୍ଦ ଏଡୱାର୍ଡ ର ଗଳ୍ପଟା ତାହାର ବଡଭାଇର ଛୋଟ ଘରଟି ଠାରୁ ସାହସ କରି ଆରମ୍ଭ କରି ପାରେ।ତା’ର ବଡଭାଇ କାଉଚ୍ ରେ ଶୋଇ ଏଡୱାର୍ଡକୁ କହେ, “ବୁଢୀଟାକୁ ପଚାରେ,ଏଥିରେ ଭାବିବାର କିଛି …

ଏଡୱାର୍ଡ ଓ ଈଶ୍ୱର Read More

ଭ୍ରମଣ କାହାଣୀ – ୪ (ଦ୍ୱାରକା)

ଧଳାରଙ୍ଗଦିଆ କମକୂଟ ଲଟା କାମହେଇଥିବା ଏହି ବିରାଟ କବାଟ ପଛରେ ଅପେକ୍ଷା କରିଥିଲା ମୋ ଆଖି ପାଇଁ କିଛି ଆଶ୍ଚର୍ଯ୍ୟ । ଆଶ୍ଚର୍ଯ୍ୟ ଓ ଐଶ୍ୱର୍ଯ୍ୟ ଏକାଠି। ଚମତ୍କାର ପ୍ରତି ମୁହୂର୍ତ୍ତରେ ହେଉଥାଏ, ଈଶ୍ୱରଙ୍କ ସୃଷ୍ଟି ହିଁ କ୍ଷଣେ କ୍ଷଣେ ପ୍ରତି …

ଭ୍ରମଣ କାହାଣୀ – ୪ (ଦ୍ୱାରକା) Read More

ଦାହ(ତିନି)

ତା’ ପରଦିନ ଅଫିସରୁ ଫେରି କନି ଦେଖିଲା ମଲ୍ଲୀ ଅପା କେତେବେଳୁ ଆସି ମାଳ ସାଙ୍ଗରେ ଗପ ଯୋଡ଼ି ଦେଇଛି। ହାଟ ପାଳିଦିନ ମୁଢି ମୁଆଁର ପସରା ନେଇ ସେ ବଜାରକୁ ଆସେ। ଶାଶୂ ଘରଠାରୁ ମୋଟେ ଦି ଖଞ୍ଜା ଛାଡି …

ଦାହ(ତିନି) Read More

କ୍ଷୁଦ୍ରତମା ନାରୀ

ମୂଳଲେଖା: କ୍ଲାରିସ୍ ଲିସପେକ୍ଟର || ଅନୁବାଦ: ଜ୍ୟୋତିନନ୍ଦ ଆଫ୍ରିକାର ବିଷୁବମଣ୍ଡଳୀୟ ଅରଣ୍ୟର ଗଭୀରରେ ଫରାସୀ ଆବିଷ୍କାରକ ମାର୍ସାଲ୍ ପ୍ରିତର,ଜଣେ ଶିକାରୀ ଆଉ ଏଇ ପୃଥିବୀର ଜଣେ ମଣିଷ ,ହଠାତ ଗୋଟିଏ ଆଦିମ ଅଧିବାସୀଙ୍କ ସଂପର୍କରେ ଆସିଥିଲେ ଯେଉଁମାନେ କ୍ଷୁଦ୍ରକାୟ ପିଗମି। ସେଇଠି …

କ୍ଷୁଦ୍ରତମା ନାରୀ Read More

ଭ୍ରମଣ କାହାଣୀ – ୩ (ଦ୍ୱାରକା)

ମୋ ସାମ୍ନାରେ ଥାଏ ବିରାଟ ପାଞ୍ଚ ତାଲା ବିଶିଷ୍ଟ ମନ୍ଦିର । ଆମ ପଟେ ସାଧାରଣତଃ ଏମିତି ଗଢଣ ଶୈଳୀର ମନ୍ଦିର ଦେଖିବାକୁ ମିଳେ ନାହିଁ ।ପଚିଶ ଶହ ବର୍ଷ ତଳର ମନ୍ଦିର । ଚାଲୁକ୍ୟ ବାସ୍ତୁକଳା ବା ଶିଳ୍ପ ରେ …

ଭ୍ରମଣ କାହାଣୀ – ୩ (ଦ୍ୱାରକା) Read More

ଏକଦା ହଜିଯାଇଥିବା ଗୋଟେ ଲମ୍ବା ଛବି

ପାଖାପାଖି ପ୍ରାୟ ଶହେ ବର୍ଷ ତଳେ ଚିତ୍ରଶିଳ୍ପୀ ବିନୋଦ ବିହାରୀ ମୁଖାର୍ଜୀ ୪୪ ଫୁଟ ଲମ୍ବା ଓ ଛଅ ଇଞ୍ଚ ଚଉଡାର ଜାପାନୀ ଶୈଳୀରେ ଏକ ସ୍କ୍ରୋଲ୍ ଛବି ଆଙ୍କିଥିଲେ । କିଛି କାରଣରୁ ତାହା ଅନେକ ବର୍ଷ ଧରି ଲୋକଲୋଚନର …

ଏକଦା ହଜିଯାଇଥିବା ଗୋଟେ ଲମ୍ବା ଛବି Read More

କାଫକାଙ୍କ ଛବି ଦେଖା

ତାଙ୍କର ଡାଏରୀରେ ଏଇଭଳି ଗୋଟିଏ ଛବିକୁ ନେଇ ଲେଖା ଏମିତି ରହିଛି। ଡାଏରୀରେ ଲେଖାଥିବା ତାରିଖଟି ହେଉଛି ୧୯୨୦ ସାଲ ଫେବ୍ରୁଆରୀମାସର ଦୁଇ ତାରିଖ। ନିଜର ଡାଏରୀରେ ଫ୍ରାଞ୍ଜ କାଫକା ସେଦିନ ଲେଖିଥିଲେ : ” ଛବିଟି ଉପରେ ସେ ଦୃଷ୍ଟି …

କାଫକାଙ୍କ ଛବି ଦେଖା Read More

ଦାହ (ଦୁଇ)

ସକାଳୁ ଶୋଇ ଶୋଇ କନି ଗଲା ରାତିର କଥା ମନେ ପକାଉଥିଲା। ଅତନୁ ତାକୁ ଜୋର କରି ମିଠାଟାଏ ଖୋଇ ଦେଲାବେଳେ, ସେଥିରୁ ଖଣ୍ଡେ ଭାଙ୍ଗି ଶାଢ଼ୀ ଉପରେ ଖସି ପଡିଲା। ଅତନୁ ତରତରରେ ସେତକ ପୋଛି ଫିଙ୍ଗି ଦେଲାବେଳେ କନି …

ଦାହ (ଦୁଇ) Read More