ସ୍ବର୍ଗରୁ ଓହ୍ଲାଇ ଆସିଥିବା ନୈଶ୍ୟ ସୁନ୍ଦରୀ: ଗଙ୍ଗଶିଉଳି

“କେଉଁ ଦେବତାର କ୍ଷଣିକ ଆଶିଷ, ଶୁଭ୍ର ପାଖୁଡା ଧରି, ସୁନ୍ଦର ଏହି ଶରତ ସକାଳେ, ଭୂତଳେ ପଡିଲୁ ଝରି!”…….ଶେଫାଳିକୁ ନେଇ ବିଦ୍ବୁତପ୍ରଭା ଦେବୀଙ୍କ ଏଇ ଚାରି ଧାଡି କାହାର ମନେ ନଥିବ ଯେ? ଆଜିର ଆଲୋଚନା ସେଇ ଧଳା ଟିକି ଟିକି …

ସ୍ବର୍ଗରୁ ଓହ୍ଲାଇ ଆସିଥିବା ନୈଶ୍ୟ ସୁନ୍ଦରୀ: ଗଙ୍ଗଶିଉଳି Read More

ଭ୍ରମଣ କାହାଣୀ ୧୨ (ଦ୍ୱାରକା)

ସୋମନାଥ ମହାଦେବ ବାହାରିଲୁ ପ୍ରସିଦ୍ଧ ସୋମନାଥ ମନ୍ଦିର ଦର୍ଶନ ନିମନ୍ତେ । ଯାହା ବିଷୟ ରେ ଆମେ ଅଳ୍ପ ବହୁତେ ସମସ୍ତେ ଜାଣୁ । ଆମେ ରହୁଥିବା ଥାନଠୁ ଦଶ ମିନିଟର ରାସ୍ତା ଥିଲା ମନ୍ଦିର ।ନୂତନ ମନ୍ଦିର ର ସାମ୍ନାରେ …

ଭ୍ରମଣ କାହାଣୀ ୧୨ (ଦ୍ୱାରକା) Read More

ସ୍ୱାଧୀନତା

ମୂଳ ଲେଖା : ଇୟୋନ ଫସସେ || ଅନୁବାଦ : ଜ୍ୟୋତି ନନ୍ଦ ଚରିତ୍ର: ଜଣେ ମହିଳାଜଣେ ପୁରୁଷଓଆଉ ଜଣେ ମହିଳା [ ଅନ୍ଧାର। ଆଲୁଅ ହେଉଛି। ଜଣେ ମହିଳା ଛିଡା ହୋଇଛି, ତଳକୁ ଦେଖୁଛି । ଲମ୍ବା ପଜ୍। ଜଣେ …

ସ୍ୱାଧୀନତା Read More

ଜେଣ୍ଟାଙ୍ଗଲ୍ ଆର୍ଟ: ଚିତ୍ରକଳା ମାଧ୍ୟମରେ ମେଡିଟେସନ୍

         ବେଳେବେଳେ ଲକ୍ଷ୍ୟ କରିଥିବେ – ମନ ଅଶାନ୍ତ ଥିଲେ, ଭାରାକ୍ରାନ୍ତ ଥିଲେ, ବିରକ୍ତି ଲାଗୁଥିଲେ, କୌଣସି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତ ବା ସମାଧାନରେ ନପହଞ୍ଚି ପାରୁଥିଲେ ଆମେ ହାତରେ ଥିବା କାଗଜ ଉପରେ କଲମ ଧରି ମନ ଇଚ୍ଛା, ଲଗାତାର ଗାରେଇ …

ଜେଣ୍ଟାଙ୍ଗଲ୍ ଆର୍ଟ: ଚିତ୍ରକଳା ମାଧ୍ୟମରେ ମେଡିଟେସନ୍ Read More

ତା’ ନଦୀ ପାଲଟିବାର ଅପେକ୍ଷାରେ ମୁଁ!

ସେ ବାରମ୍ବାର ବନ୍ଦ କରିଦିଏ ନିଜକୁ ନିଜ ଭିତରେ! ତା’ ମନର ସାତ ତାଳ ଗଭୀରରେ, କେଉଁ ଗୋଟେ କୋଣରେ ଚୁପ୍ କିନି ବସିଯାଏ ଯେ ବସିଥାଏ ସେମିତି! ଆଦୌ ହଲଚଲ ନ ହେଇ, ବିଲକୁଲ ପାଟି ନ ଫିଟେଇ! ବାହାରେ …

ତା’ ନଦୀ ପାଲଟିବାର ଅପେକ୍ଷାରେ ମୁଁ! Read More

ପଥରରେ  ସ୍ୱପ୍ନ

ମୂଳ ଲେଖା : ଇୟୋନ ଫସସେ || ଅନୁବାଦ : ଜ୍ୟୋତି ନନ୍ଦ ୧ କେହି ସେ ତୁଷାରପାତ କୁ ଦେଖିନାହାଁନ୍ତି କାରଣ ଏହାର ଅବପାତ ଖୁବ୍ ଆସ୍ତେ ଏପରି ହେଉଥିଲା ଯେ,ଦିନ ପରେ ଦିନ ନୁହଁ,ଏପରିକି ଘଣ୍ଟା ପରେ ଘଣ୍ଟା …

ପଥରରେ  ସ୍ୱପ୍ନ Read More

ଭ୍ରମଣ କାହାଣୀ ୧୧ (ଦ୍ୱାରକା)

ଭଲ ଲାଗୁଥିଲା କଳାନାଗ ପରି ଛାଟ ବେଣୀ, କଳା ଗୋଲ ଟିପା, ଆଖି ରେ କାଜଲ, ଓଠ ତଳେ ତିନୋଟି ଅତଏବ ପରି କଳାଟିପା, ଆହୁରି ଭଲ ଲାଗୁଥିଲେ କହରା ନୀଳ ଦିଟି ଆଖି । ବୋଧହୁଏ ନୀଳଟି  ମିଶା ଥିଲା …

ଭ୍ରମଣ କାହାଣୀ ୧୧ (ଦ୍ୱାରକା) Read More

ଦାହ (ଏଗାର)

ଅନ୍ଧବର!ନାଁ ଟା ଶୁଣି କନି ଆଗରୁ ଯେମିତି କଳ୍ପନା କରିଥିଲା – ଜାଗାଟା ତାର ବିପରୀତ। ବରଗଛର କେଉଁଠି ଚିହ୍ନବର୍ଣ୍ଣ ନଥିଲା। ତାଳ, ନଡ଼ିଆ ଗଛ ଭର୍ତ୍ତି ପଡିଆ ମଝିରେ ରାଧାକୃଷ୍ଣଙ୍କ ମନ୍ଦିର। ଚାରି ଛ’ଟା ବାଲି ଢିପ ମଝିରେ ଉତ୍ତିକଣ …

ଦାହ (ଏଗାର) Read More

ଜେ ଡି ସାଲିଞ୍ଜର ହସକୁଳା ଲୋକ

୧୯୨୮ ମସିହାର କଥା,ମୋତେ ସେତେବେଳକୁ ନଅ ବର୍ଷ,ମୁଁ ଏମିତି ଆନୁଗତ୍ୟ ଆଉ ଗର୍ବ କରିବା ଭଳି ଗୋଟିଏ ସଂସ୍ଥାରେ ଥିଲି ତାହାକୁ ସମସ୍ତେ କୋମାଞ୍ଚି କ୍ଲବ ବୋଲି ଜାଣନ୍ତି । ପ୍ରତି ସ୍କୁଲଦିନ ଅପରାହ୍ନ ତିନିଟା ବେଳେ ଆମେ ପଚିଶ ଜଣ …

ଜେ ଡି ସାଲିଞ୍ଜର ହସକୁଳା ଲୋକ Read More

ଭ୍ରମଣ କାହାଣୀ ୧୦ (ଦ୍ୱାରକା)

ସକାଳୁ, ନା ନା ଭୋରୁ କହିଲେ ଠିକ୍ ହେବ …..ନିତ୍ଯକର୍ମ ସାରି ବାହାରିଲୁ ଆମେ ।ଦୂର ଦିଗବଳୟର ସେପାଖେ ଦିଶୁଥିଲା ନୂତନ ସୂର୍ଯ୍ୟ ର ଆହ୍ୱାନ ।ହାତ ଠାରି ଡାକୁଥିଲା ନୂଆ ସକାଳ ।ସରକାରୀ ବସରେ ଚଢିଲୁ ସମସ୍ତେ ।ସବୁଠି ଲୋକାଲ୍ …

ଭ୍ରମଣ କାହାଣୀ ୧୦ (ଦ୍ୱାରକା) Read More