୫୦୩ ଫୁଟିଆ ଗଛ , ଫାଳେ ସ୍ୱପ୍ନ ଓ ଚଉଠେ ବିଜ୍ଞାନ (୨)

ଆଉ ଦିନେ ଦି ଭାଇ ବସି କଥା ହେଉଥାନ୍ତି କୁଟୁକୁଟା ପଚାରିଲା ତୁ ମତେ ଦେଖି ପାରୁଚୁ ? ଛେଚାକୁଟା କହିଲା- ନା  । କୁଟୁକୁଟା ରାଗିଯାଇ ପଚାରିଲା ତୁ ମତେ ଦେଖିପାରୁନୁ ? ଛେଚାକୁଟା କହିଲା- ନାରେ ଭାଈ  । …

୫୦୩ ଫୁଟିଆ ଗଛ , ଫାଳେ ସ୍ୱପ୍ନ ଓ ଚଉଠେ ବିଜ୍ଞାନ (୨) Read More

ପିସ୍ ଲିଲି

ଭୁବନେଶ୍ୱରର ଶାସ୍ତ୍ରୀ ନଗରରୁ ଯେଉଁ ରାସ୍ତା ଆସି ସଚିବାଳୟ ମାର୍ଗରେ ଯୋଡିହୁଏ,  ରେଡକ୍ରସ ଛକ ସିଧା, ଠିକ୍ ସେଇ ଯୋଡା ଜାଗାର ବାମ ପଟ କଣରେ ୨୦୦୩ ମସିହାରେ ଫେବୃଆରୀରୁ ଏପ୍ରିଲ ଭିତରେ ମୁଁ ପ୍ରଥମ ଥର ପାଇଁ ଏ ସୁନ୍ଦର …

ପିସ୍ ଲିଲି Read More

ଦରଜା ସେପଟେ ଆଲୁଅ

ହୁଏତ ମୋ’ କଥା ଆଦୌ ଶୁଭି ନ ପାରେ ତୁମକୁ! କିମ୍ବା ଶୁଣି କି ବି ନ ଶୁଣିବାର ଛଳନା କରିପାର ତୁମେ। ବିଲକୁଲ କିଛି ନ କହି ତୁମେ ପୂରା ନିରବ ରହିପାର, ମୋ’ ପ୍ରଶ୍ନ ମାନଙ୍କୁ ଅନୁତ୍ତରିତ ରଖି …

ଦରଜା ସେପଟେ ଆଲୁଅ Read More

୫୦୩ ଫୁଟିଆ ଗଛ , ଫାଳେ ସ୍ୱପ୍ନ ଓ ଚଉଠେ ବିଜ୍ଞାନ

କୁଟୁକୁଟା ଓ ଛେଚାକୁଟା ଦୁଇ ଭାଇ ।  ଦୁଇ ଭାଇ ଫାଳେ ଫାଳେ ହେଇ ସପ୍ନ ଦେଖନ୍ତି ।  ଆରମ୍ଭରୁ ଅଧା ଯାଏଁ କୁଟୁକୁଟା ସ୍ୱପ୍ନ ଦେଖେ ।  ସ୍ୱପ୍ନ ଦେଖି ଦେଖି ମଝିରେ ସେ ହାଲିଆ ହେଇପଡେ  । ଆଉ …

୫୦୩ ଫୁଟିଆ ଗଛ , ଫାଳେ ସ୍ୱପ୍ନ ଓ ଚଉଠେ ବିଜ୍ଞାନ Read More

ଆମାରିଲିସ୍: ପ୍ରେମ ଓ ପ୍ରତିବଦ୍ଧତାର ପ୍ରତୀକ

ପ୍ରତିବର୍ଷ ମାର୍ଚ୍ଚ-ଅପ୍ରେଲ ସମୟରେ ଆମ ବାଲକୋନୀର ଦୁଇ-ତିନୋଟି କୁଣ୍ଡରେ ବର୍ଷସାରା ପତ୍ରର ପସରା ଧରି ବସିଥିବା ବୁଦା ମୂଳରୁ ଷଣ୍ଢା ଟେକି କଢଧରେ। ସପ୍ତାହେ ଖଣ୍ଡେ ଷଣ୍ଢାଟି କଢ ଦୁଇ-ତିନୋଟିକୁ ହାଲୁକା ସବୁଜ ରଙ୍ଗର ଦୁଇଟି ପତଳା ଆବରଣ ଭିତରେ ସାଇତି …

ଆମାରିଲିସ୍: ପ୍ରେମ ଓ ପ୍ରତିବଦ୍ଧତାର ପ୍ରତୀକ Read More

ମିଲେନିୟାଲର ମର୍ମକଥା

ଯଦିଓ ଆମ ସମାଜରେ ‘ଜେନେରେସନ୍ ଗ୍ୟାପ୍’ ବା ‘ପୀଢ଼ି ଅବୁଝାମଣା’ ଯୁଗଯୁଗ ଧରି ରହି ଆସିଛି, ଏବେ କିନ୍ତୁ ଆମେ ଏମିତି ଏକ ସମୟ ଦେଇ ଗତି କରୁଛନ୍ତି, ଯେଉଁଠି ଏହି ପ୍ରକ୍ରିୟାର ତୀବ୍ରତା  ସହଜରେ ପରିଦୃଷ୍ଟ ହେଉଛି। ତଳ ପୀଢ଼ି- …

ମିଲେନିୟାଲର ମର୍ମକଥା Read More

ଭାଉଜ

ବିଧବା ଭାଉଜଟିଏ ଘରେ ଅଛି ବୋଲି ପ୍ରସ୍ତାବରେ ବୋଉ ଟିକେ ମନ ଉଣା କରୁଥିଲା, କିନ୍ତୁ ସୁନନ୍ଦା ଯେଉଁଦିନ ଶୁଣିଲା ସେ ଘରେ ତା’ର ଶାଶୁ ନାହାନ୍ତି କି ନଣନ୍ଦ ନାହାନ୍ତି, ଯିଏ ତା’ର ବର ହେବ ତା’ର ବିଧବା ଭାଉଜଟିଏ …

ଭାଉଜ Read More

ଆତ୍ମୀୟ

ଗଛଟାରେ ବିଲକୁଲ ଫୁଲ ଫୁଟୁ ନଥିଲା। ଯେତେ ଯତ୍ନ କଲେ ବି। ଯେତେ ସାଇଜ୍ କରି କଟାକଟି କଲେ ବି। ପ୍ରତି ଥର କଟା ଯିବା ପରେ ଛନଛନେଇ ଉଠୁଥିଲା ଗଛଟା। ଇଷତ୍ ନାଲି ମିଶା ଖଇରିଆ ରଙ୍ଗର କଅଁଳିଆ ପତ୍ର …

ଆତ୍ମୀୟ Read More

ଲଣ୍ଠନ

ଖୋଜି ପାଉନି ମୋ ରୂପ, ବୟସ ଓ ଅସ୍ତିତ୍ୱଇତିହାସର କେଉଁ ପୃଷ୍ଠାରେ,ଘନ ଅନ୍ଧାରର ଆଲୁଅ ମୁଣ୍ଡାଏଁଜଳି ଉଠେ ସୂର୍ଯ୍ୟ ଡୁବିଲା ପରେଚାଖଣ୍ଡେ ରେଶମ ଡୋରି ଓ ଦୁଇ ବୁନ୍ଦା ଜାଳେଣିରେ,କାହା କୁଡ଼ିଆ ଘରେ, ନଈ ପଠାରେଆଉ କେବେ ରାଜ ଉଆସରେ !ଆଜି …

ଲଣ୍ଠନ Read More

ତଥାପି

ମୋ ମୁହଁରେ ବ୍ରଣ, ମୋ ଋତୁସ୍ରାରରେ କଷ୍ଟ, ମୋ ଦେହରେ ତତଲା ଚେଙ୍କ, କିମ୍ବା – ମୋ ଛାତିତଳେ ଭଙ୍ଗା ପ୍ରତିଶ୍ରୁତି; ଏ ସବୁ କିଛି ନଥାଇ ବି ମୁଁ ସୁନ୍ଦର ହୋଇପାରେ ଆଉ- ନାରୀଟିଏ ବୋଲାଇପାରେ! ମୁଁ କୌଣସି, ଦୁଃଖ …

ତଥାପି Read More