
Love Game!
Every night he crept beside herin bed and playedthe wild game of ‘love’ with her!And every morningon her body she foundthe scars and bruises of ‘love.’He played with hereven when …
Love Game! Read MoreEvery night he crept beside herin bed and playedthe wild game of ‘love’ with her!And every morningon her body she foundthe scars and bruises of ‘love.’He played with hereven when …
Love Game! Read Moreମୂଳ ରଚନା : ଏନଗୁଗି ୱା ଥିଆଙ୍ଗୋ।। ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ ଗାଆଁର ପୁରୋହିତ ଜଶୁଆ ଆକାଶରେ ଖଣ୍ଡଖଣ୍ଡ କଳା ବଉଦ ଜମିଗଲାଣି ବୋଲି ଦେଖିଲା ବେଳକୁ ତା’ମନରେ ଆପେ ଆପେ ଗୁଣୁଗୁଣୁ ହୋଇ ଶବ୍ଦଟିଏ ଆସିଗଲା,ବୃଷ୍ଟି।ସେଖୁବ୍ ଧିରେ …
ଗାଆଁ ପୁରୋହିତ Read Moreମୂଳ ରଚନା : ବାନୁ ମୁଶତାକ ।। ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ ଅଧା ଆଉଜା କବାଟ ଆଡକୁ ମେହରୁନ ପାଦ ବଢେଇଛି କି ନାହିଁ,ହୁଏତ ଭିତରକୁ ଗୋଟିଏ ପାଦ ପକାଇଛି ତ , ତାହାର ଅବ୍ବୁ ଯିଏ କି …
ହୃଦୟ ପ୍ରଦୀପ Read Moreପରମବ୍ରତା ସେ।ସେ ସାବିତ୍ରୀ।ପିତାମାତାର ଏକମାତ୍ର ଅଲିଅଳି ରାଜକୁମାରୀ।ସାବିତ୍ରୀ ଯିଏ ବ୍ରହ୍ଣାଣୀ,ବେଦମାତା ଆଉ ଗାୟତ୍ରୀ,ଯିଏ ନାରୀ ଆଉ ପୁରୁଷରେ ଦିଫାଳ ହୋଇ ସମସ୍ତ ସମ୍ଭାବିତ ଉଜ୍ଜଳତାରେ ପ୍ରସରି ଯାଇଛି ମନ୍ୱନ୍ତର ତାହାର ପ୍ରସାଦରୁ ଜନ୍ମ ବୋଲି ସେ ନାମ ବହନ କରିଛି ସାବିତ୍ରୀ।ତେଣୁ …
ଜଣେ ପରମବ୍ରତା : କିଛି କଥା ଆଉ କିଛି କଥାନ୍ତର Read Moreମୂଳ ରଚନା : ବାନୁ ମୁଶତାକ ।। ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ ଖରାଛୁଟି ହେଲେ ମାଆ ମାନେ ଯେଉଁ ସମସ୍ୟାର ସାମ୍ନା କରିଥାନ୍ତି ତାହାର ଅନ୍ତ ବୋଇଲେ କିଛି ନାହିଁ। ସବୁପିଲାଏ ସେତିକିବେଳେ ଘରେ; ଯଦି ସେମାନେ ଟିଭି …
ଲାଲ ଲୁଙ୍ଗି Read MoreHe awoke not to dawn, but to fire. a night ripped open by the shriek of shells. Blood clung to his chest like a second skin, smoke choking the name he wanted to cry: Ma… She lay …
The War that Never Ended Read Moreଦି କାଟୋବ୍ଲେପାସ୍ [The Catoblepas] ମୂଳ ଲେଖା : ମାରିଓ ଭର୍ଗାସ ୟୋସା || ଅନୁବାଦ : ଜ୍ୟୋତି ନନ୍ଦ ପ୍ରିୟ ବନ୍ଧୁ ମୁଁ ଏଇ କିଛି ଦିନ ଧରି ଏତେ ବ୍ୟସ୍ତ ରହିଥିଲି ଯେ,ତମର ଚିଠି ପାଇବାମାତ୍ରକେ ଯେତିକି ଶିଘ୍ର …
ତରୁଣ ଔପନ୍ୟାସିକକୁ ପତ୍ର : ୨ Read Moreଗୋଟିଏ ଫିତାକୃମୀର ରୂପକଥା ମୂଳ ଲେଖା : ମାରିଓ ଭର୍ଗାସ ୟୋସା || ଅନୁବାଦ : ଜ୍ୟୋତି ନନ୍ଦ ପ୍ରିୟ ବନ୍ଧୁ ଆପଣଙ୍କର ଚିଠି ପଡିବାପରେ ନିଜର ଭିତରେ ଆଲୋଡନର ସୁରାକ ପାଇଲି,କାରଣ ଆପଣଙ୍କ ଚିଠି ପଢି ମୁଁ ଲିମାରେ ନିଜର …
ତରୁଣ ଔପନ୍ୟାସିକକୁ ପତ୍ର : ୧ Read Moreभाग – II मैं उसे नहीं जानतीफिर भी ऐसा हैकि मैं उसे ही जानतीकिसी और को नहीं जानती एक नन्हीं बच्ची या बच्चा जब जन्म लेता है तो उसके लिए …
माँ Read Moreभाग – 1 माँ एक ऐसा शब्द है जिसमें संसार की सारी शक्तियाँ समाहित हैं। आम तौर पर ऐसा कहा जाता है। अगर कहा जाता है तो ज़रूर इसके अपने …
माँ Read More