ଦକ୍ଷିଣ ଓଡ଼ିଶାର ପଶୁମୁଖା ନାଚ

ଦକ୍ଷିଣ ଓଡ଼ିଶା ବିଶେଷକରି ଓଡ଼ିଶାର ଦକ୍ଷିଣରେ ଥିବା ଗଞ୍ଜାମ,ଗଜପତି, ଫୁଲବାଣୀ ଓ କୋରାପୁଟ ଜିଲ୍ଲାକୁ ନେଇ ଗଠିତ । ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିଲେ, ଉପକୂଳ, ସମତଳ ଓ ପାର୍ବତ୍ୟାଞ୍ଚଳର ସମାହାରକୁ ନେଇ ଏ ଅଞ୍ଚଳ ଗଠିତ । ତେଣୁ ଏହାର ସଂସ୍କୃତି …

ଦକ୍ଷିଣ ଓଡ଼ିଶାର ପଶୁମୁଖା ନାଚ Read More

ପାମ୍ପଡ଼ ଗପ

ପିଲଦିନେ ପାମ୍ପଡ଼ ସବୁଦିନ ଖାଇବା ଚିଜ ବୋଲି ଆମର ଧାରଣା ନଥିଲା । ଖରାବେଳ ଖିଆ ସହ ପାମ୍ପଡ଼କୁ ଖିଆଯିବା କଥାଟି ବହୁତ ପରେ ମୁଁ ଜାଣିଲି । ପାମ୍ପଡ଼ କଦବା କ୍ୱଚିତ୍ ଆମେ ଖାଉଥିଲୁ । ଗାଁରେ ଯାତ୍ରା, ଦୋଳ …

ପାମ୍ପଡ଼ ଗପ Read More

ଭାରତୀୟ ଆନିମେସନ୍ ଓ ରାମମୋହନ

ଆନିମେସନ୍ ଫିଲ୍ମକୁ ଅନେକ କାର୍ଟୁନ୍ ଫିଲ୍ମ ବୋଲି କୁହନ୍ତି । ଆମେ ସବୁ ପିଲାଦିନେ ଏ କାର୍ଟୁନ୍ ଫିଲ୍ମ କ’ଣ ଓ କେମିତିକା କିନ୍ତୁ ଜାଣିନଥିଲୁ । ବହୁତ ପରେ ଏସବୁ ବିଷୟରେ ଜାଣିଲୁ । ବିଭୂତି କାନୁନଗୋ କଳା ମହାବିଦ୍ୟାଳୟରେ …

ଭାରତୀୟ ଆନିମେସନ୍ ଓ ରାମମୋହନ Read More

ମହିଷାସୁରର ସହରରେ ପାର୍ବଣ ଋତୁ

       ପାହାଡ଼ ମୁଣ୍ଡିଆ ଉପରେ ଗୋଟିଏ ଖୋଲା ସ୍ଥାନ, ସେଠି ଗୋଲ୍ ହୋଇ ଘେରେଇ ହୋଇଥିବ ଗୋଟିଏ ଫାଙ୍କାଫାଙ୍କା ଓ ଅନୁଚ୍ଚ ଗ୍ରୀଲ୍। ସେ ଗ୍ରୀଲ୍ ଭିତରେ ଡାହାଣ ହାତରେ ଖଣ୍ଡା ଏବଂ ବାମ ହାତରେ ଗୋଟିଏ ଲହଲହ ଜିଭ କାଢିଥିବା …

ମହିଷାସୁରର ସହରରେ ପାର୍ବଣ ଋତୁ Read More

ଦଶରା’ର ଛବି – ଦୁଇ

ପ୍ରଥମରେ ଆରାଧନା ଆଉ ତାହାପରେ ସଂଲଗ୍ନ ଛବିଟି ସଂପର୍କରେ କିଛି ଇତିହାସ ଆଉ ବିଚାରର କଥା। ଶ୍ରୀଶ୍ରୀ ଚଣ୍ଡୀ ହେ ଭକ୍ତ ଦୁଃଖହାରିଣୀ ଦେବୀ,ତମେ ପ୍ରସନ୍ନା ହୁଅହେ ଅଖିଳ ବିଶ୍ୱଜନନୀତମେ ପ୍ରସନ୍ନା ହୁଅ।ହେ ବିଶ୍ୱେଶ୍ୱରୀ,ତମେ ପ୍ରସନ୍ନା ହୋଇଏଇ ଜଗତକୁ ପାଳନ କର।ହେ …

ଦଶରା’ର ଛବି – ଦୁଇ Read More

ଦେବୀକଥା: ଅକାଳ ବୋଧନ ଓ ଅନ୍ୟ ଅନ୍ୟ

ଆମର ଏହି ମହାପାର୍ବଣର ସାଂସ୍କୃତିକ ପ୍ରେକ୍ଷାପଟ ର ବିବର୍ତ୍ତନକୁ ବୁଝିବା ପାଇଁ ଏଇ ଲେଖାଟି ହେଉଛି ଗୋଟିଏ କ୍ଷୁଦ୍ର ପ୍ରୟାସ । ଏହାକୁ ସେହିଭଳି ସଦୟ ଦୃଷ୍ଟିରେ ଦେଖିବା ପାଇଁ ଅନୁରୋଧ । ଏହି ମହାପାର୍ବଣର ପ୍ରେକ୍ଷାପଟକୁ ଚର୍ଚ୍ଚା କଲାବେଳେ ପ୍ରଖ୍ୟାତ …

ଦେବୀକଥା: ଅକାଳ ବୋଧନ ଓ ଅନ୍ୟ ଅନ୍ୟ Read More

ଭାରତର ଶକ୍ତି ପିଠ

        କୁହନ୍ତି ‘ଶକ୍ତି’ ବିନା ‘ଶିବ’ ହେଉଛି ‘ଶବ’। ଅର୍ଥାତ ବ୍ରହ୍ମାଣ୍ଡରେ ଉଭୟ ତତ୍ତ୍ୱର ସମାନ ମହତ୍ତ୍ଵ ଓ ଆବଶ୍ୟକତା ରହିଛି। ଶକ୍ତି ତତ୍ତ୍ୱକୁ ସବୁବେଳେ ନାରୀ ଶକ୍ତି ବା ମାତୃଶକ୍ତି ସହ ଯୋଡା ଯାଇଛି। ଯେମିତି ମା’ ସବୁବେଳେ ତା’ …

ଭାରତର ଶକ୍ତି ପିଠ Read More

ଦେବତାର ଜନ୍ମବୃତ୍ତାନ୍ତ ଓ ଜଣେ ଗଣଦେବତା

ଦେବତାର ସବୁବେଳେ ଥାଏ ଆରମ୍ଭ ଅର୍ଥାତ୍ ଜନ୍ମ, କେବଳ ବିସ୍ତାରିତ ଜନ୍ମ; ଆଉ ଯଦି ତାହାର ଶେଷ ଅଛି ଅଥବା ଅସ୍ତ ହୋଇଯାଏ ସେ ତାହାହେଲେ ସେ ଆଉ ଦେବତା ହୋଇ ରହିବ ନାହିଁ । ମଣିଷ ପାଲଟିଯିବ ଘଡ଼ିକରେ। ତେଣୁ …

ଦେବତାର ଜନ୍ମବୃତ୍ତାନ୍ତ ଓ ଜଣେ ଗଣଦେବତା Read More