ମହାଦେବୀ ଜ୍ଞାନଦା
ଅଗନା ଅଗନି ବନସ୍ତ ଘଞ୍ଚ ପାଦପ ଭରା ଛନ୍ଦିୟିତ ପ୍ରକୃତିର ଲହରୀ ପର୍ବତ ଦେହରେ । ନେଳି ବୋଳିହେଇଯାଇଛି ଆକାଶର ଶେଷ ମୁଣ୍ଡ ଯାଏଁ । ଓହ୍ଲେଇ ଆସିଛି ଆକାଶର ନୀଳପଣ ପ୍ରିୟତମା ନଈ କୋଳକୁ । ଅଙ୍କା ବଙ୍କା ହେଇ …
ମହାଦେବୀ ଜ୍ଞାନଦା Read Moreଅଗନା ଅଗନି ବନସ୍ତ ଘଞ୍ଚ ପାଦପ ଭରା ଛନ୍ଦିୟିତ ପ୍ରକୃତିର ଲହରୀ ପର୍ବତ ଦେହରେ । ନେଳି ବୋଳିହେଇଯାଇଛି ଆକାଶର ଶେଷ ମୁଣ୍ଡ ଯାଏଁ । ଓହ୍ଲେଇ ଆସିଛି ଆକାଶର ନୀଳପଣ ପ୍ରିୟତମା ନଈ କୋଳକୁ । ଅଙ୍କା ବଙ୍କା ହେଇ …
ମହାଦେବୀ ଜ୍ଞାନଦା Read Moreଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଠାରୁ ଚାରିଦିନ ଯାଏଁ ମହାପ୍ରଭୁଙ୍କର ଗୋପଲୀଳା ଓ ବିଭିନ୍ନ ବେଶ ସମ୍ପାଦନ ନୀତି ଅନୁଷ୍ଠିତ ହୋଇଥାନ୍ତି । ଗୋବିନ୍ଦ ଲୀଳା ର ପ୍ରତ୍ୟକ୍ଷ ସାନିଧ୍ଯ ପ୍ରାପ୍ତି ହେବା ସହ ନିଜକୁ ଗୋପୀ ଭାବରେ ମଜ୍ଜେଇ ଦବାର ଏହା ଏକ …
ବଡଦେଉଳେ ଶ୍ରୀ କୃଷ୍ଣ ଜନ୍ମ : ଲୀଳା ଓ ବେଶ ସମୂହ (ଭାଗ ୩ ) Read Moreକିଛି ଅନୁଭୂତିରୁ ଚେନାଏ ଶ୍ରୀକୃଷ୍ଣଙ୍କର ଜନ୍ମାଷ୍ଟମୀ ନୀତି ବର୍ଣ୍ଣନାରେ କେତୋଟି କଥା ରହିଯାଇଥିଲେ ଯାହା ମୋର ପରେ ସ୍ମରଣରେ ଆସିଲା । ୧ . ମହାପ୍ରଭୁଙ୍କର ମା ଦେବକୀ ରୂପେ ପ୍ରସବ ବେଦନା ପ୍ରସମଣ ନିମନ୍ତେ ମୋଦକ (ଆୟୁର୍ବେଦିୟ ପଥ୍ଯ ଗୋଲି …
ବଡଦେଉଳେ ଶ୍ରୀକୃଷ୍ଣ ଜନ୍ମ : ଲୀଳା ଓ ବେଶସମୂହ (ଭାଗ ୨) Read Moreହରିବୋଲ, ହରିବୋଲ ।। ଆଜି ଗୋପିକା ବଲ୍ଲଭ ଶ୍ରୀ ଗୋବିନ୍ଦ ଓ ମା ଜଗଦମ୍ବା ଜଗତ ଜନନୀ ମହାମାୟାଙ୍କର ଜନ୍ମ ତିଥି । ଭାଗ୍ୟ ରେ ଥିଲେ, ହରି କୃପା ହେଲେ ହରି କଥା କଥନ, ଶ୍ରବଣ, ବର୍ଣ୍ଣିନ, ସେବା, ମନନ, …
ବଡଦେଉଳେ କୃଷ୍ଣ ଜନ୍ମ ପାଳନ ( ୧ ) Read Moreପ୍ରଭାତେ ଭୋର ଭୟୋ ଯମୁନା କିନାରେ ଅତିବ ଦିବ୍ୟ ମନୋରମ ମୂହୁର୍ତ୍ତର ଛୁଆଁରେ ମହ ମହ ମହକିତ ସ୍ବପ୍ନ ଠୁ ସାଗର ଯାଏଁ । ପ୍ରସ୍ଫୁଟିତ ପ୍ରସୂନର କଳି କଳି । ତଥାପି ନୀଳିମା ଚାଦର ତଳେ ବିଛ୍ଛୁରିତ ଜୋସ୍ନାୟୀତ ଜହ୍ନ …
ଶ୍ରୀ ରାଧା Read More“ତବକର କମଳବରେ ନଖମଦ୍ଭୁତ ଶୃଙ୍ଗମ୍ ଦଳିତ ହିରଣ୍ୟ କଶିପୁ ତନୁଭୃଙ୍ଗମ୍ ।। କେଶବ ଧୃତ ନରହରି ରୂପ ଜୟ ଜଗଦୀଶ ହରେ । ସ୍ବାମୀ ଜୟ ଜଗଦୀଶ ହରେ ।।” ନମୋ ନମୋ ନୃସିଂହ ନାରାୟଣାୟ ତୁଭ୍ଯମ୍ ନମାମି ।।ତୁଭ୍ଯମ୍ ନମାମି …
ଶ୍ରୀ ମନ୍ଦିରେ ଶ୍ରୀ ନୃସିଂହନାଥ Read Moreମହାପ୍ରଭୁ ସୋମନାଥଙ୍କର ସୁନ୍ଦର ଦର୍ଶନ ହେଲା । ମନ୍ଦିର ଏତେ ଗହଳି ବି ନଥିଲା ।ଆମ ପଟର ଶିବ ମନ୍ଦିର ପରି ଏଠି ଜଳାଭିଷେକ ଆଦିର ବ୍ଯବସ୍ଥା କାଇଁ ଦେଖିଲିନି । ଭିତରେ ପ୍ରଭୁଙ୍କ ସାଜସଜ୍ଜା ଖୁବ୍ ସୁନ୍ଦର ଥିଲା । …
ଭ୍ରମଣ କାହାଣୀ ୧୩ (ଦ୍ୱାରକା) Read Moreସୋମନାଥ ମହାଦେବ ବାହାରିଲୁ ପ୍ରସିଦ୍ଧ ସୋମନାଥ ମନ୍ଦିର ଦର୍ଶନ ନିମନ୍ତେ । ଯାହା ବିଷୟ ରେ ଆମେ ଅଳ୍ପ ବହୁତେ ସମସ୍ତେ ଜାଣୁ । ଆମେ ରହୁଥିବା ଥାନଠୁ ଦଶ ମିନିଟର ରାସ୍ତା ଥିଲା ମନ୍ଦିର ।ନୂତନ ମନ୍ଦିର ର ସାମ୍ନାରେ …
ଭ୍ରମଣ କାହାଣୀ ୧୨ (ଦ୍ୱାରକା) Read Moreଭଲ ଲାଗୁଥିଲା କଳାନାଗ ପରି ଛାଟ ବେଣୀ, କଳା ଗୋଲ ଟିପା, ଆଖି ରେ କାଜଲ, ଓଠ ତଳେ ତିନୋଟି ଅତଏବ ପରି କଳାଟିପା, ଆହୁରି ଭଲ ଲାଗୁଥିଲେ କହରା ନୀଳ ଦିଟି ଆଖି । ବୋଧହୁଏ ନୀଳଟି ମିଶା ଥିଲା …
ଭ୍ରମଣ କାହାଣୀ ୧୧ (ଦ୍ୱାରକା) Read Moreସକାଳୁ, ନା ନା ଭୋରୁ କହିଲେ ଠିକ୍ ହେବ …..ନିତ୍ଯକର୍ମ ସାରି ବାହାରିଲୁ ଆମେ ।ଦୂର ଦିଗବଳୟର ସେପାଖେ ଦିଶୁଥିଲା ନୂତନ ସୂର୍ଯ୍ୟ ର ଆହ୍ୱାନ ।ହାତ ଠାରି ଡାକୁଥିଲା ନୂଆ ସକାଳ ।ସରକାରୀ ବସରେ ଚଢିଲୁ ସମସ୍ତେ ।ସବୁଠି ଲୋକାଲ୍ …
ଭ୍ରମଣ କାହାଣୀ ୧୦ (ଦ୍ୱାରକା) Read More