
ବିଧବା
ମୂଳ ଲେଖା : ଜନ ଅପଡାଇକ || ଅନୁବାଦ : ଜ୍ୟୋତି ନନ୍ଦ ପ୍ରଶ୍ନ: ଜାଗାଟିକୁ ଭାରି ସୁନ୍ଦର କରି ସଜାଇ ରଖିଛନ୍ତି । ଉତ୍ତର: ରଖିବାକୁ ଚେଷ୍ଟା କରେ ଆଉ କ’ଣ ! ତେବେ ଏସବୁକୁ ଧରି ରଖିବା କଠିନ, …
ବିଧବା Read Moreମୂଳ ଲେଖା : ଜନ ଅପଡାଇକ || ଅନୁବାଦ : ଜ୍ୟୋତି ନନ୍ଦ ପ୍ରଶ୍ନ: ଜାଗାଟିକୁ ଭାରି ସୁନ୍ଦର କରି ସଜାଇ ରଖିଛନ୍ତି । ଉତ୍ତର: ରଖିବାକୁ ଚେଷ୍ଟା କରେ ଆଉ କ’ଣ ! ତେବେ ଏସବୁକୁ ଧରି ରଖିବା କଠିନ, …
ବିଧବା Read Moreମୂଳ ଲେଖା : ଇସମାଇଲ କାଦାରେ || ଅନୁବାଦ : ଜ୍ୟୋତି ନନ୍ଦ ପୁରୁଣା ସିନେମା,ପରିତ୍ୟକ୍ତ ସିନେମାଯେଉଁଠି ଛବି ନାହିଁ,ଛିଣ୍ଡା ରିଲ୍ କୁ ଯୋଡି ଆଉଥରେ ଚଲାଇବାର ନାହିଁ ,ଅନେକ ଦିନ ଧରି ଯାହାର ପ୍ରଦର୍ଶନ କରାଯାଇନାହିଁ,ଯେଉଁଠି ଦର୍ଶକମାନେ ଆଉ ହୁଇସିଲ୍ …
ପୁରୁଣା ସିନେମା Read Moreମୂଳ ଲେଖା : ଶିରାନି ରାଜପକ୍ଷ || ଅନୁବାଦ : ଜ୍ୟୋତି ନନ୍ଦ ସେ ରାସ୍ତାରେ ଯାଉଥିଲା ମଥାରେ ନିଜର ବେପାରକୁ ନେଇ ରାଜ୍ୟ ଯାକର ଚିନ୍ତା,ସେତିକିବେଳେ ଠିକ୍ ତାହାର ଆଗରେ ବିଷ୍ଫୋରଣଟି ଘଟେ। ଶବ୍ଦକୁ ନେଇ ଯେତେ ବାଧକ ଥିଲା …
ବିଧ୍ୱସ୍ତ Read Moreମୂଳ ଲେଖା : ଏଟଗାର କେରେଟ || ଅନୁବାଦ : ଜ୍ୟୋତି ନନ୍ଦ ଏଇ କାହାଣୀଟି କହିବାକୁ ଗଲେ ଏଇ ବହିର ସବୁଠାରୁ ଭଲ କାହାଣୀ। ଖାଲି ସେତିକି ନୁହଁ ଏଇଟି ପୃଥିବୀର ସବୁଠୁ ଭଲ କାହାଣୀ। ଆଉ ସବୁଠୁ ବଡକଥା …
କାହାଣୀ, ସବୁବେଳେବିଜୟୀ Read Moreମୂଳ ଲେଖା : ଇସମତ ଚୁଗତାଇ || ଅନୁବାଦ : ଜ୍ୟୋତି ନନ୍ଦ ସାଦା ଜ୍ୟୋତ୍ସ୍ନା ବିଛାଡିପଡିଥିବା ଚୌକିରେ ବଗ ପର ଠାରୁ ଆହୁରି ସାଦା କେଶରେ ଦାଦୀକୁ ଏକାବାରେକେ ପଥରର ସ୍ତୂପ ବୋଲି ମନେ ହେଉଥିଲା,ଯେମିତି ତାହାର ଦେହରେ ଟୋପାଏ …
ଓଢ଼ଣା Read Moreମୂଳ ଲେଖା : ମୁନା ଫାଦହିଲ || ଅନୁବାଦ : ଜ୍ୟୋତି ନନ୍ଦ ସାହିରା ଚୌକାଠ ନିକଟରେ ଛିଡା ହୋଇଥାଏ,ରୋଷେଇ ଘରର ଉଜ୍ଜଳ ସୂର୍ଯ୍ୟାଲୋକରେ ଘଷିମାଜି ହୋଇ ବେଶ୍ ତୋଫା ଦିଶୁଥାଏ ସେ,ସେ ସେଇଠୁ ଦେଖୁଥାଏ ତାହାର ଆବ୍ବାଜାନ କେମିତି ଏପରି …
ଯୁଦ୍ଧବନ୍ଦୀ Read Moreମୂଳଲେଖା : ହର୍ହେ ଲୁଇ ବର୍ହେସ || ଅନୁବାଦ : ଜ୍ୟୋତିନନ୍ଦ ଦେବଦୂତମାନେ ମୋତେ କହିଥିଲେ, ମେଲାଙ୍କଥନ୍ ଯେତେବେଳେ ପ୍ରାଣତ୍ୟାଗ କଲେ, ପୃଥିବୀରେ ବସବାସ କଲା ବେଳେ ସେ ଯେମିତି ଘରେ ରହୁଥିଲେ, ତାହାର ଅନୁରୂପ ଠିକ୍ ସେମିତି ଗୋଟିଏ ଘର …
ଜଣେ ଈଶ୍ୱରବାଦୀର ମୃତ୍ୟୁରେ Read Moreମୂଳ ଲେଖା : ସୁନୀଲ ଗଙ୍ଗୋପାଧ୍ୟାୟ || ଅନୁବାଦ : ଜ୍ୟୋତି ନନ୍ଦ ମା, ତୁ କେମିତି ଅଛୁ ?ମୋ ପୋଷା ବିରାଡି ଖୁଞ୍ଚୁ ସେ କେମିତି ଅଛି ?ସେ ରାତିରେ କାହାର ପାଖରେ ଶୋଉଛି?ଦିପହରରେ ସେ ଯେମିତି ଅଲ୍ଲୀ ସାହେବଙ୍କ …
ନ ପଠାଯାଇଥିବା ଚିଠି Read Moreଶ୍ରମ ଭଳି ଗମ୍ଭୀର କଥାରେ କାବ୍ୟ କି ପ୍ରେମ ଘଟଣା ଦିଶେନାହିଁ। ଅଥଚ କବି ଅବା ପ୍ରେମାସକ୍ତ ମାନେ ବେଶ୍ ଭଲଭାବରେ ଜାଣନ୍ତି ସେମାନଙ୍କୁ କେତେକେତେ ଶ୍ରମ କରିବାକୁ ପଡିଥାଏ । ନିଜ ପ୍ରେମକୁ ସଫଳ କରିବାପାଇଁ ଆମେ ନିଜକୁ ଗୌରୀକେଦାର …
ମଇ ଏକ: ପ୍ରେମ ଆଉ ଶ୍ରମର ଏକ କ୍ଷୁଦ୍ର ପ୍ରେମ କଥା Read Moreମୂଳ ଲେଖା : ଚାର୍ଲି ଚାପଲିନ୍ || ଅନୁବାଦ : ଜ୍ୟୋତି ନନ୍ଦ ସ୍ପେନ୍ ର ଗୋଟିଏ ଜେଲଖାନା । ସେହି ଜେଲଖାନାର ପଛପଟରେ ଅଛି ଗୋଟିଏ ଲମ୍ବା ବାରନ୍ଦା, ଉଚ୍ଚ ପାଚେରୀ ଘେରା ସେଇ ଗୋଟିକ ବଧ୍ୟଭୂମୀ । ସେହି …
ଛନ୍ଦ Read More