ଓସାମା ଆଲୋମାରଙ୍କଏକୋଇଶଟି ଗଳ୍ପ

ଏକଶାନ୍ତି ବୁଝାମଣା ସବଳ ଆଉ ଦୁର୍ବଳ ଗୋଟିଏ ଶାନ୍ତି ବୁଝାମଣାରେ ସନ୍ତକ କରିଥିଲେ; ଦୁର୍ବଳ ସେଇ ଦଲିଲଟିକୁ ଖୁବ୍ ସୁନ୍ଦର ଗୋଟିଏ ସୁନେଲି ଫ୍ରେମ୍ ରେ ବନ୍ଧେଇକରି ରଖିଥିଲା ଆଉ ସେଇଟିକୁ ସେ ନିଜର ବୈଠକଖାନାରେ ଏମିତି ଜାଗାରେ ରଖିଥିଲାଯେଉଁଠି କି …

ଓସାମା ଆଲୋମାରଙ୍କଏକୋଇଶଟି ଗଳ୍ପ Read More

ଜେନୀର ପ୍ରେମିକ

ଏକ ଜେନୀ ର କଥା ଟିକିଏ ପରେ । ଜେନୀ କୁ ନେଇ ରଚିତ ଏଇ ପ୍ରେମ ଛଳଛଳ କବିତାଟିକୁ ଆଗ ପଢାଯାଉ । ଜେନୀ କୁ ଜେନୀ ! ତମେ ଯତ୍ନର ସହ ଟିକିଏ ଖୋଜି ଦେଖକାହିଁକି ମୁଁ ମୋର …

ଜେନୀର ପ୍ରେମିକ Read More

ରମାକାନ୍ତ ରଥ :ଶୁଭେଚ୍ଛା ଓ ଶ୍ରଦ୍ଧାଞ୍ଜଳୀ

ରମାକାନ୍ତ ରଥ ଜହ୍ନରାତି ପଚାରିଲାମୋର ଅସରନ୍ତି ବିସ୍ତାର ର ଆଲିଙ୍ଗନସେଥିରେ ତୁ କେଉଁଠି ଅଛୁ ? କେଉଁ ଏରୁଣ୍ଡିକୁ ଡେଇଁବା ଆଗରୁନିଜର ଲୁଗାପଟାକୁ ସଜାଡି ନେଇବାହାରେ ଅପେକ୍ଷାରତ ବିବେକନାମାପୁଲିସକୁ କହିବା ପାଇଁତୁ ଯେଉଁ ନାଆଁଟି ବାଛିନେଇଥିଲୁମୋତେ ସେକଥା ବି ଜଣା । …

ରମାକାନ୍ତ ରଥ :ଶୁଭେଚ୍ଛା ଓ ଶ୍ରଦ୍ଧାଞ୍ଜଳୀ Read More

ଏକ ରଂଗୋତ୍ସବ ର ସମାଜତତ୍ତ୍ବ

ଏକ ଶ୍ରୀ ଗୌରୀ ଉବାଚ: ଅଥଃ କୈଳାଶଶିଖରାସୀନ ଗୌରୀ ପୃଚ୍ଛତି ଶଙ୍କରଅଧୁନା ବୃହି ମେ ନାଥ ନବପଂଜି ଶୁଭାଶୁଭମ୍। ଶ୍ରୀ ଶଙ୍କର ଉବାଚ: ଶୃଣୁ ଦେବୀ ପ୍ରବକ୍ଷାମି ନବପଂଜି ଶୁଭାଶୁଭମ୍ଯସ୍ଯ ଶ୍ରବଣ ମାତ୍ରେଣ ଦିବ୍ଯଜ୍ଞାନ ଭବେନ୍ନର। ଦୋଳପୂର୍ଣ୍ଣମୀ । ଦୋଳପୂର୍ଣ୍ଣମୀର ସଂଜରେ …

ଏକ ରଂଗୋତ୍ସବ ର ସମାଜତତ୍ତ୍ବ Read More

ଏଲିଅଟଙ୍କ ଚିଠି

ମୂଳ ରଚନା : ଟି. ଏସ. ଏଲିଅଟ || ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ ୧୩ ଜୁଲାଇ ୧୯୪୪ ପ୍ରିୟ ଅରୱେଲ୍ ମୁଁ ଜାଣିବାକୁ ପାଉଛି ଯେ ଆପଣ “ଆନିମାଲ୍ ଫାର୍ମ” ଉପରେ ଏକ ତ୍ୱରିତ ନିର୍ଣ୍ଣୟ ଚାହୁଁଛନ୍ତି ; …

ଏଲିଅଟଙ୍କ ଚିଠି Read More

ଆନ୍ତର୍ଜାତିକ ନାରୀ ଦିବସ:ଆବେଗ ଓ ଅଧିକାର

ଏକ ମାର୍ଚ୍ଚମାସ ଆଠ ତାରିଖ ହେଉଛି ଆନ୍ତର୍ଜାତିକ ନାରୀ ଦିବସ। ନାରୀର ମୌଳିକ ଅଧିକାର କୁ ନେଇ ଚର୍ଚ୍ଚା କରିବା ପାଇଁ ଏଇ ଦିବସ ଟିର ପରିକଳ୍ପନା। ନାରୀର ଅଧିକାର ର ସ୍ୱରୂପ କେମିତି ତାହାକୁ ବୁଝିବା ପାଇଁ ତଥା ଆମର …

ଆନ୍ତର୍ଜାତିକ ନାରୀ ଦିବସ:ଆବେଗ ଓ ଅଧିକାର Read More

ମାଆର ତ କେବେ ହେଲେ ମରଣ ନାହିଁ

ଆଇଜାକ୍ ବାସେଭିସ୍ ସିଙ୍ଗର ଜଣେ ପ୍ରସିଦ୍ଧ ପୋଲିସ୍-ଆମେରିକୀୟ କଥାଶିଳ୍ପୀ।ସାହିତ୍ୟ ପାଇଁ ସେ ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର ରେ ସମ୍ମାନିତ ହୋଇଛନ୍ତି ୧୯୭୮ ମସିହାରେ।ସେ ଯେଉଁ ଭାଷାରେ ଲେଖାଲେଖି କରନ୍ତି ତାହାକୁ ୟିଡିସ୍ ବୋଲି କୁହାଯାଏ।ଅନେକଙ୍କ ଧାରଣା ୟିଡିସ୍ ଏକ ମୁମୂର୍ଷୁ …

ମାଆର ତ କେବେ ହେଲେ ମରଣ ନାହିଁ Read More

ମାତୃଭାଷା ଦିବସରରକ୍ତ କଥା

ସ୍ଥାପତ୍ଯ ଟି ପ୍ରଖ୍ୟାତ ଚିତ୍ରକର ଯୋଗେନ ଚୌଧୁରୀ ଙ୍କର । ସଂପ୍ରତି ଏଇ ଶିଳ୍ପକର୍ମ ଟି କଲିକତାର ବିରଲା ପ୍ଲାନେଟୋରିଅମ୍ ର ଅପର ପାର୍ଶ୍ବ ରେ ଅବସ୍ଥିତ।ସେହି ଜାଗାଟିକୁ “ଏକୁଶେ ଉଦ୍ଯାନ” ବା “ଏକୋଇଶ ର ଉଦ୍ଯାନ” ହିସାବରେ ଏକୋଇଶ ଫେବୃଆରୀ …

ମାତୃଭାଷା ଦିବସରରକ୍ତ କଥା Read More

ଶ୍ରୀଗାନ୍ଧୀଦେବ :ଏକ ସ୍ମରଣାଲେଖ

ଆଜି ଗାନ୍ଧୀଦେବଙ୍କର ମହାପ୍ରୟାଣ ଦିବସ। ଏଇ ଦିବସ ସହିତ ଆମର ବେଦନାବୋଧଟି ପ୍ରଖର। ପୃଥିବୀରେ ଏମିତି କିଛି କିଛି ବିରଳ ସମୟ ଆସିଥାଏ ଯେତେବେଳେ ସାକ୍ଷାତ୍ ଦେବତା ମାନେ ଏଠାରେ ଆମ ଗହଣରେ ରହିଥାଆନ୍ତି ଆଉ ଆମମାନଙ୍କୁ ଦେବସ୍ପର୍ଶ ଦେଇଥାନ୍ତି । …

ଶ୍ରୀଗାନ୍ଧୀଦେବ :ଏକ ସ୍ମରଣାଲେଖ Read More

ନବବର୍ଷ: ଏକ ଉତ୍ସବ ବିଚାର (ଦୁଇ)

ଇଏ ଏକ ବିଚିତ୍ର କୋଳାହଳର ସମୟ । ନବବର୍ଷର ପ୍ରାକ୍ କାଳ ହେଉଛି ଏମିତି ଗୋଟିଏ ରାତ୍ରୀ ଯେଉଁ ରାତ୍ରିଟି ହେଉଛି ଆମର ସବୁଠୁ ଶବ୍ଦବହୁଳ ରାତ୍ରୀ । ଆଉ କିଛି ସମୟ ପରେ ଆମେ ଆଉ ଗୋଟିଏ କାଳଖଣ୍ଡକୁ ଭେଟିବୁ। …

ନବବର୍ଷ: ଏକ ଉତ୍ସବ ବିଚାର (ଦୁଇ) Read More