ସେଇ ସାଦା ବହି
ମୂଳ ଲେଖା : ହାନ କ୍ୟାଂ || ଅନୁବାଦ : ଜ୍ୟୋତି ନନ୍ଦ ହାନ କ୍ୟାଂ ଙ୍କ ଉପନ୍ୟାସର ପ୍ରଥମାଂଶ : ୧. ମୁଁ ବସନ୍ତ କାଳ,ଯେବେ ମୁଁ ସ୍ଥିର କରିଥିଲି ସାଦା ରଂଗର ପଦାର୍ଥ ଉପରେ କିଛି ଲେଖିବି, ପ୍ରଥମରେ …
ସେଇ ସାଦା ବହି Read Moreମୂଳ ଲେଖା : ହାନ କ୍ୟାଂ || ଅନୁବାଦ : ଜ୍ୟୋତି ନନ୍ଦ ହାନ କ୍ୟାଂ ଙ୍କ ଉପନ୍ୟାସର ପ୍ରଥମାଂଶ : ୧. ମୁଁ ବସନ୍ତ କାଳ,ଯେବେ ମୁଁ ସ୍ଥିର କରିଥିଲି ସାଦା ରଂଗର ପଦାର୍ଥ ଉପରେ କିଛି ଲେଖିବି, ପ୍ରଥମରେ …
ସେଇ ସାଦା ବହି Read Moreମୂଳ ଲେଖା : କ୍ରିସ୍ ଲି || ଅନୁବାଦ : ଜ୍ୟୋତି ନନ୍ଦ ପୃଥିବୀର ଅନ୍ୟତମ ବିଶିଷ୍ଟ ସାହିତ୍ୟ ପତ୍ରିକା “ଦି ୱାର୍ଡ ଲିଟେରେଚର ଟୁଡେ” ତରଫରୁ ଜାନୁଆରୀ ମାସ ୨୦୧୬ ସଂଖ୍ୟାରେ ସଂପ୍ରତି ୨୦୨୪ ରେ ସାହିତ୍ୟ ରେ ନୋବେଲ …
ସାହିତ୍ୟରେ ନୋବେଲ ବିଜୟିନୀ ହାନ କ୍ୟାଂ ଙ୍କର ଏକ ବିଶେଷ ସାକ୍ଷାତକାର Read Moreମୂଳ ଲେଖା : ଜୟନ୍ତ ମହାପାତ୍ର || ଅନୁବାଦ : ଜ୍ୟୋତି ନନ୍ଦ ଆଉ ଦିନକର ଅପେକ୍ଷା, ଆମରକବିମାନଙ୍କୁ ଖୋଜି ଲୋଡି ଆଉ ସେମାନେ ସଭିଏଁଅବିକା କ’ଣ କହିବେ ଆମ ସଂପର୍କରେ। ବଡ କଷ୍ଟ ବୋଲି ହୁଏତସେମାନେ ରହିଥିବେ ଭିତର ଘରେ …
ଶୋଭାଯାତ୍ରା Read Moreମୂଳ ଲେଖା : ହାନ କ୍ୟାଂ || ଅନୁବାଦ : ଜ୍ୟୋତି ନନ୍ଦ -ଏକ-ଗାଢ କଳା ଆଲୁଅର ଘର ସେଇ ଯେଉଁଦିନ ଉଇ-ଡଙ୍ଗ୍ ରେବରଫ ବର୍ଷା ହୋଇଥିଲାସେଦିନ ମୋର ଶରୀର,ଆତ୍ମାର ସହଚରପ୍ରତିଟି ଝରିପଡୁଥିବା ଅଶ୍ରୁବିନ୍ଦୁର ସହକମ୍ପି ଉଠୁଥିଲା ଥରକୁ ଥର। ଯାଅ,ଆଗେଇ …
ହାନ କ୍ୟାଂ ଙ୍କ ଚାରୋଟି କବିତା Read Moreପ୍ରଥମରେ ଆରାଧନା ଆଉ ତାହାପରେ ସଂଲଗ୍ନ ଛବିଟି ସଂପର୍କରେ କିଛି ଇତିହାସ ଆଉ ବିଚାରର କଥା। ଶ୍ରୀଶ୍ରୀ ଚଣ୍ଡୀ ହେ ଭକ୍ତ ଦୁଃଖହାରିଣୀ ଦେବୀ,ତମେ ପ୍ରସନ୍ନା ହୁଅହେ ଅଖିଳ ବିଶ୍ୱଜନନୀତମେ ପ୍ରସନ୍ନା ହୁଅ।ହେ ବିଶ୍ୱେଶ୍ୱରୀ,ତମେ ପ୍ରସନ୍ନା ହୋଇଏଇ ଜଗତକୁ ପାଳନ କର।ହେ …
ଦଶରା’ର ଛବି – ଦୁଇ Read Moreଛବିଟି ଏକ ବିରଳ ଛବି। ଏହି ଛବିରେ ମା ଦୁର୍ଗା ସାଧାରଣତଃ ଯେମିତି ଆମ ଆଗରେ ମହିଷମର୍ଦ୍ଦିନୀ ରୂପରେ ରହିଥାନ୍ତି,ସେମିତି ନାହାଁନ୍ତି।ଏଠାରେ ସମସ୍ତ ଦେବତାଙ୍କ ମେଳରେ ମାଆ ପ୍ରମୁଖତାର ସହ ଦଶଭୂଜା ଓ ସିଂହବାହିନୀ ଏବଂ ତାଙ୍କର କୋଳରେ ଅଛନ୍ତି ଶିଶୁକୃଷ୍ଣ। …
ଦଶରା’ର ଛବି – ଏକ Read Moreଆମର ଏହି ମହାପାର୍ବଣର ସାଂସ୍କୃତିକ ପ୍ରେକ୍ଷାପଟ ର ବିବର୍ତ୍ତନକୁ ବୁଝିବା ପାଇଁ ଏଇ ଲେଖାଟି ହେଉଛି ଗୋଟିଏ କ୍ଷୁଦ୍ର ପ୍ରୟାସ । ଏହାକୁ ସେହିଭଳି ସଦୟ ଦୃଷ୍ଟିରେ ଦେଖିବା ପାଇଁ ଅନୁରୋଧ । ଏହି ମହାପାର୍ବଣର ପ୍ରେକ୍ଷାପଟକୁ ଚର୍ଚ୍ଚା କଲାବେଳେ ପ୍ରଖ୍ୟାତ …
ଦେବୀକଥା: ଅକାଳ ବୋଧନ ଓ ଅନ୍ୟ ଅନ୍ୟ Read Moreମୂଳ ଲେଖା : କେକି ଏନ୍ ଦାରୁୱାଲା || ଅନୁବାଦ : ଜ୍ୟୋତି ନନ୍ଦ ପ୍ରବାସକାଳ ସବୁବେଳେ ବଡ କଷ୍ଟରପଚାର ଯେ କୌଣସି ମରୁଡିକୁ,କୌଣସି ମଡକକୁ;ପଚାର ସନ ଊଣେଇଶ ସତଚାଳିଶକୁ।ପଚାର ସେଇ କ୍ରମାନ୍ୱୟରେ ଲିପିବଦ୍ଧ ବିବରଣୀକୁ;ଯଦି ନଥାନ୍ତା କୌଣସି ପ୍ରବାସର କାଳତାହେଲେ …
ପ୍ରବାସକାଳ Read Moreମୂଳ ଲେଖା : ଆଲବେର୍ତୋ ଫୁଗୁଏତ || ଅନୁବାଦ : ଜ୍ୟୋତି ନନ୍ଦ ଯେଉଁ ଦେଶଟି ନିରୁଦ୍ଦିଷ୍ଟରେ ଭରା ସେଇଠି ଆଉ ଯାହା କିଛି ହେଉନା କାହିକି ହଜିଯିବା ଭାରି ସହଜ। ଯେତେକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ସବୁ କିଛି ରହିଥିବ ମୃତକଙ୍କ ଉପରେ,ତେଣୁ …
ଯିଏ ହଜିଯାଏ Read Moreଦେବତାର ସବୁବେଳେ ଥାଏ ଆରମ୍ଭ ଅର୍ଥାତ୍ ଜନ୍ମ, କେବଳ ବିସ୍ତାରିତ ଜନ୍ମ; ଆଉ ଯଦି ତାହାର ଶେଷ ଅଛି ଅଥବା ଅସ୍ତ ହୋଇଯାଏ ସେ ତାହାହେଲେ ସେ ଆଉ ଦେବତା ହୋଇ ରହିବ ନାହିଁ । ମଣିଷ ପାଲଟିଯିବ ଘଡ଼ିକରେ। ତେଣୁ …
ଦେବତାର ଜନ୍ମବୃତ୍ତାନ୍ତ ଓ ଜଣେ ଗଣଦେବତା Read More