
ଋତୁର ସୀମା ଡେଇଁ ଫୁଟୁଥିବା ଫୁଲ: ସଦାବିହାରୀ
ଅନେକ ବର୍ଷ ତଳର କଥା। ପେରିଓ୍ବିଙ୍କିଲ୍ ନାମକ ବରଫ ପରୀଟେ ଥରେ ନିଜ ଉତ୍ସୁକତା ଚାପି ନରଖି ପାରି, ଶୀତ-ବଣର ସୀମା ଅତିକ୍ରମ କରି ଗ୍ରୀଷ୍ମ ବଣରେ ପହଞ୍ଚି ଗଲା। କିଛି ସମୟ ବୁଲାବୁଲି କରି ପଶୁପକ୍ଷୀଙ୍କ ହାବଭାବ ଦେଖିବା ପରେ …
ଋତୁର ସୀମା ଡେଇଁ ଫୁଟୁଥିବା ଫୁଲ: ସଦାବିହାରୀ Read More