बाबा
बाबा, तुम अक्सर कहते हो कुछ न कर पाए हमारे लिए कुछ न दे पाए अपने बच्चों को सारा जीवन औरों को दे दिया बाबा,तुम अक्सर अपने ख़यालों में अकेले-उदास …
बाबा Read More
बाबा, तुम अक्सर कहते हो कुछ न कर पाए हमारे लिए कुछ न दे पाए अपने बच्चों को सारा जीवन औरों को दे दिया बाबा,तुम अक्सर अपने ख़यालों में अकेले-उदास …
बाबा Read More
Every night he crept beside herin bed and playedthe wild game of ‘love’ with her!And every morningon her body she foundthe scars and bruises of ‘love.’He played with hereven when …
Love Game! Read More
He awoke not to dawn, but to fire. a night ripped open by the shriek of shells. Blood clung to his chest like a second skin, smoke choking the name he wanted to cry: Ma… She lay …
The War that Never Ended Read More
କିଛି ମୁହଁ ଏମିତି ଲାଗନ୍ତି ଯେମିତି ବହୁଦିନରପୁରୁଣା ରାସ୍ତା ପୁରୁଣା ପୋଲ,କଟିଚି ପଚାଶ ବର୍ଷ କି ତାଠୁ ଅଧିକ କାଳ ! ସେମାନେ ଦେଖନ୍ତି ଅନ୍ଯ କେତେ ମୁହଁ, ଗୋଟିଗୋଟିଦେଖନ୍ତିନି କେହି ଅଥଚ ସେମାନଙ୍କୁ ଥରେ!ବନ୍ଧକ ପଡ଼ିଚନ୍ତି ସମସ୍ତେ କେମିତି ନା …
ପୁରୁଣା ଫଟୋ Read More
ଆଜିଠୁ ପାଞ୍ଚବର୍ଷ ତଳେଗୋଟିଏ ସନ୍ଧ୍ୟାରେ-ଗରମ ବାମ୍ଫ ଉଠୁଥିବା କଫି କପ୍ ରଆର ପାଖରୁ ଉଠି ଚାଲି ଯାଇଥିଲା ଫାଲ୍ଗୁନୀ! କାଗଜ କପର ଧାରରେ ତଥାପି ଲାଗି ରହିଥିଲାତା’ ଓଠର ନାଲିଆ ରଙ୍ଗ!କଫି କପର ବାମ୍ଫ ମାନେଥଣ୍ଡା ପଡି ଲଟକି ପଡିଥିଲେଅବିନାଶର ପଲକରେ …
କଫି କପ୍ ଆଉ ତା’ ଓଠର ନାଲି ରଙ୍ଗ Read More
–Morning comesas it always does.I wake to the familiar shuffleof light spilling in through narrow spaces. My day is already decided-a bowl filled with clean water,pellets shaped from nutritious food …
Caged Read More
ଅଲଜ୍ଯା କହ କି ବେଲଜ୍ଯାମୋ ଫ୍ରେଣ୍ଡ୍ ତାଲିକାରେ ରହୁ ତମ ନାଆଁବୋର୍ କରିବିନି, ଲେଖିବିନି,ପଚାରିବିନି କିଛି ବି ତମକୁକ’ଣ କରୁଚ କି ଗାଆଁ। ଏ. ଆଇ-ଫଟୋ ହଉ ପଛେ ସେଇଟା ଇ କାମନା। ମୁଁ ତମକୁ ସିଧା କହିଚି କି ମେସେଞ୍ଜରରେ …
ଲାଜକୁଳା Read More
I’m there –Every time the train whistleAnd even after its echos had faded,I’m there-in the silenceand in the darkness that prevails around!In the rush of thousands of feet,heading home –I’m …
I’m There Read More
–ସେ ଦେଖୁଥିଲା,ଠିକ୍ ଲକ୍ଷ୍ୟ କରୁଥିଲା;କେମିତି ଧୀରେ ଧୀରେ ତା’ ଆଖପାଖର ଅନେକପରିଣତ ହୋଇଯାଉଛନ୍ତି ମେଣ୍ଢାରେ!ସେମାନେ ମେଣ୍ଢା ପାଲଟିବାରେ ହୁଏତତା’ ପାଇଁ ଖୁବ୍ ଗୋଟେ ଅସୁବିଧାଜନକ ନଥିଲା କିଛି! ହେଲେ ସେ ଲକ୍ଷ୍ୟ କରୁଥିଲା,ସେମାନେ କେମିତି କ୍ରମେହରାଇ ଦେଉଛନ୍ତି ନିଜ ନିଜର ଶବ୍ଦ …
ମେଣ୍ଢା Read More
ଏକସବୁଠୁ ଅଧିକ ଉଚ୍ଚ ସବୁଠୁ ଅଧିକ ଉଚ୍ଚତାତାହା କେଉଁଭଳି ମୋତେ ଜଣାନାହିଁ। ଚଢିଲେ ହେବ କ’ଣ ପାହାଡର ସବୁଠୁ ଉଚ୍ଚ ଶୀର୍ଷକୁହାତରେ ଛୁଇଁଲେହିମାଳୟ ସାଗରମଥାଜର ତ ନୁହଁ ।ଏତିକି ଥଣ୍ଡା ସେ ଉଚ୍ଚତାଯେ ଆଉ ସେମିତି ହେବାର ଆଶା ବି ନାହିଁ …
ବିନୋଦ କୁମାର ଶୁକ୍ଳଙ୍କ ସାତୋଟି କବିତା Read More