ସ୍ବପ୍ନଯାନୀ
ସ୍ବପ୍ନ ଦେଖେନି ମୁଁ କେବେ ଦେଖିଥିବି ବା ଥରେଅଧେ !ସେ,କହଂତେ, ଦେବାଶିଷ ସାମନ୍ତରାୟ ଦେଖେ ଦେଖିଲା ଭଳିଆ ସ୍ବପ୍ନ’ ଗଢ଼ିବାର ଜିଦ୍ ଧରି ଯୋଜନା ବି ପକ୍କା, ଝକାସ୍ ପ୍ରକାଶକ ହବ ଏକ ନଂ ଓଡ଼ିଶାର, ସମସ୍ତଂକୁ ଟପି ! ଉଚ୍ଚତା …
ସ୍ବପ୍ନଯାନୀ Read More
ସ୍ବପ୍ନ ଦେଖେନି ମୁଁ କେବେ ଦେଖିଥିବି ବା ଥରେଅଧେ !ସେ,କହଂତେ, ଦେବାଶିଷ ସାମନ୍ତରାୟ ଦେଖେ ଦେଖିଲା ଭଳିଆ ସ୍ବପ୍ନ’ ଗଢ଼ିବାର ଜିଦ୍ ଧରି ଯୋଜନା ବି ପକ୍କା, ଝକାସ୍ ପ୍ରକାଶକ ହବ ଏକ ନଂ ଓଡ଼ିଶାର, ସମସ୍ତଂକୁ ଟପି ! ଉଚ୍ଚତା …
ସ୍ବପ୍ନଯାନୀ Read More
କିଛି ମୁହଁ ଏମିତି ଲାଗନ୍ତି ଯେମିତି ବହୁଦିନରପୁରୁଣା ରାସ୍ତା ପୁରୁଣା ପୋଲ,କଟିଚି ପଚାଶ ବର୍ଷ କି ତାଠୁ ଅଧିକ କାଳ ! ସେମାନେ ଦେଖନ୍ତି ଅନ୍ଯ କେତେ ମୁହଁ, ଗୋଟିଗୋଟିଦେଖନ୍ତିନି କେହି ଅଥଚ ସେମାନଙ୍କୁ ଥରେ!ବନ୍ଧକ ପଡ଼ିଚନ୍ତି ସମସ୍ତେ କେମିତି ନା …
ପୁରୁଣା ଫଟୋ Read More
ଅରକ୍ଷିତ ସାହାଣୀର ଜୀବନ ଅଲିଖିତ ଇତିହାସର ଫର୍ଦ୍ଦେ ଛିଣ୍ଡା କାଗଜ ସାମାନ୍ୟ ସୁଲୁକାସୁଲୁକା ପବନରେ ତା’ ଚାରିପାଖେ ଘାଉଁରୀ ଖାଉଥାଏ ଦିନ ତମାମ l ତା’ ଜୀବନ ପଞ୍ଜିକାରେ କିଏ ଲଟକେଇ ଦେଇଛି ଏକ ପ୍ରଶ୍ନ ଚିହ୍ନ ହାତର ଆୟୁରେଖା ଗାଢ …
ଅରକ୍ଷିତ ସାହାଣୀ Read More
ଯୋଉଠି ସେ ଥିଲେ ଏବେ ସେଇଠି ଆମେ ତାଙ୍କ ପିଲାବେଳକୁ ପାର୍ ହେଇ ଯୌବନ ସମୟରେ ଏବେ ମୋ ପୁଅ ତାଙ୍କ କୈଶୋର ସମୟରେ ଝିଅ,ମୋ ଆଖିଆଗରେ ଅମାନିଆ ଜିଦଖୋର କୈଶୋର ଯୌବନଙ୍କ ନାଲି ଆଖିରେ ବନ୍ଦୀ ଯାଉଛି ଭେଟିବାକୁ ତାଙ୍କ …
ବାପାଙ୍କ ପରି Read More
ଦିଗବଳୟକୁ ଲମ୍ୱିଥିବାବାଟର ବି ଅଛି କିଛି ଇତିହାସ କିଏ ଜାଣେ ଏ ଇତିହାସରକିଏ ନାୟକ !ବାଟର ପ୍ରଥମ ବାଟୋଇନା’ନିଜେ ବାଟ !!ବାଟ ଫିଟିବା ପାଇଁକିଏ କେତେ ସଂଘର୍ଷ କରିଥିବ,କିଏ ନିଜ ଜୀବନକୁଲଗେଇ ଦେଇଥିବ ବାଜିସଂପ୍ରସାରିତ ହେବା ପୂର୍ବରୁଦେଖିଥିବ କେତେ ଚୋରା ପ୍ରେମକାହାଣୀଶୁଣିଥିବ …
ବାଟ Read More
ଦୃଶ୍ୟ-୧: ସ୍ତ୍ରୀ ମୋର ଆଠ ମାସର ଗର୍ଭବତୀ, ଆଗରୁ ଅଛନ୍ତି ଆଉ ଦୁଇଟା କୁନି କୁନି ଛୁଆ। ସେମାନଙ୍କ ଦୌଡ଼କୁଦରେ ଦିନେ ହସୁଥିଲା ଆମ ଘର-ଦୁଆର, ଛୋଟିଆ ମୋ’ ସୁଖୀ ସଂସାରକୁ ଦେଖି ମା’ ମୋର ଭଗବାନଙ୍କ ପାଖରେ ନିଇତି ମୁଣ୍ଡ …
ମଣିପୁର: ଗୋଟାଏ ଅଭାଗିନୀ ମା’ Read More
ଆମର ପ୍ରିୟ ବନ୍ଧୁ ପ୍ରିୟ ଚିତ୍ରକର ଆଉ ନାହାଁନ୍ତି ତାଙ୍କର ଯିବା ଚାରିଦିନ ହେଲାଣି । ରବିବାର ଥିଲା ସେଦିନ ସବୁଦିନ ଭଳି ସେ ସେଇଉଆସ ଆଗର ପାଳଗଦା ନିକଟକୁ ଯାଇଥିଲେ ତାହା ଉପରେ ଡେରି ଦେଇଥିଲେ ନିଜର ପ୍ରିୟ ପରିଚିତ …
ତାରକା ଖଚିତ ରାତି Read More
ଯେତେବେଳେ ସେ ଫସିଥିବା ବଗି ଭିତରୁ ମୁଁ ତା’ ହାତ ଧରି ବାହାରକୁ ଟାଣି ଆଣୁଥିଲି, ଯେତେବେଳେ ତା’ ମୁଣ୍ତରୁ ବୋହୁଥିବା ରକ୍ତଧାରକୁ ବନ୍ଦ କରିବା ପାଇଁ ତା’ ମୁଣ୍ଡରେ ମୋ’ ରୁମାଲ୍ କି ମୋ’ ସାର୍ଟ ଖୋଲି ପଟି ବାନ୍ଧୁଥିଲି, …
କାହା ଭୁଲ୍ ପାଇଁ! Read More