
ତ୍ରିମୂର୍ତ୍ତି : ଏକ ସଂକ୍ଷିପ୍ତ କୃଷ୍ଣ-କଥା
ପ୍ରଥମରୁ ଏତିକି ନିବେଦନ ଯେ ଏଇ ଆଲେଖଟି ଅଧ୍ୟାତ୍ମର ଏକ ଐତିହାସିକ ବିଚାର। ଏଥିରେ କାହାର ଈଶ୍ୱର-ବିଶ୍ୱାସକୁ ଆହତ କରିବା ଭଳି କୌଣସି ଅଭିପ୍ରାୟ ଉପସ୍ଥିତ ଲେଖକ ଆଦୌ ରହିନାହିଁ। ଆମେ ପ୍ରଥମେ ଆମର ଦେବତତ୍ତ୍ୱର ତ୍ରିମୂର୍ତ୍ତି ଧାରଣାକୁ ଟିକିଏ ଅନୁଧ୍ୟାନ …
ତ୍ରିମୂର୍ତ୍ତି : ଏକ ସଂକ୍ଷିପ୍ତ କୃଷ୍ଣ-କଥା Read More