ସିକ୍ରେଟ୍ ଡିଜାୟାର୍ସ

ସନ୍ଧ୍ୟାବେଳୁ ବର୍ଷାଟା ଲାଗି ରହିଛି। ମଝିରେ ମଝିରେ ଅଟକି ଯାଇ, ପୁଣି ବହେ ଗାଳି ପକାଉଛି। ଡିନର୍ ପରେ ଯେତେ ଚେଷ୍ଟା କଲେ ବି ଘଡ଼ଘଡି ଆଉ ଛାତ ଉପରୁ ବର୍ଷାର ଛପର ଛପର ଶବ୍ଦରେ ବିଲକୁଲ୍ ନିଦ ହେଉନି। ଚାଦର …

ସିକ୍ରେଟ୍ ଡିଜାୟାର୍ସ Read More

ପାହାଡ ଅଛି ଯେତେ ଧଳାହାତୀସମ

ମୂଳ ଲେଖା : ଆର୍ଣ୍ଣେଷ୍ଟ ହେମିଙ୍ଗଓୟେ || ଅନୁବାଦ : ଜ୍ୟୋତି ନନ୍ଦ ଏବ୍ରୋର ଉପତ୍ୟକା ନିକଟରେ ସାଦା ପାହାଡ ଗୁଡିକ ଧାଡିବାନ୍ଧି ଛିଡା ହୋଇଛନ୍ତି।ଏଇ ପଟରେ କୌଣସି ଛାଇ ନାହିଁ,ଗଛ ନାହିଁ, ଅଛି ଦୀର୍ଘ ରେଳଲାଇନ୍ ଆଉ ରେଳଲାଇନ୍ ମଝିରେ …

ପାହାଡ ଅଛି ଯେତେ ଧଳାହାତୀସମ Read More

ମୃତକର ପାଦଚଲା ରାସ୍ତା

ମୂଳ ଲେଖା: ଚିନୁଆ ଆଚିବି || ଅନୁବାଦ: ଜ୍ୟୋତି ନନ୍ଦ ଏହାକୁ ଅନେକ ପରିମାଣରେ ଅକସ୍ମାତ ବୋଲି କହିହେବ ଯେ ପ୍ରତ୍ୟାଶିତ ସମୟଠାରୁ ବେଶ୍ ଆଗରୁ ମାଇକେଲ୍ ଅବି ର ସ୍ୱପ୍ନଟି ଯେମିତି ପୂରଣ ହୋଇଗଲା।୧୯୪୯ ସାଲରେ ସେ ନିଯୁକ୍ତ ହୋଇଗଲା …

ମୃତକର ପାଦଚଲା ରାସ୍ତା Read More

ଇହୁଦୀପକ୍ଷୀ

ମୂଳ ଲେଖା: ବର୍ଣ୍ଣାଡ଼ ମାଲାମଡ୍ || ଅନୁବାଦ: ଜ୍ୟୋତି ନନ୍ଦ ଝରକାଟି ଖୋଲା ଥିଲା ତେଣୁ ସେହି ଅନାକର୍ଷଣୀୟ ଚେମେଣିଆ ପକ୍ଷୀଟି ଭିତରକୁ ଉଡ଼ିଆସିଲା। ତାହାର ଉଡ଼ାଣ କୃଷ୍ଣକାୟ ଡେଣାରୁ ଫଡ଼ଫଡ଼  ଶୁଭୁଥାଏ । ଏଇ ଘଟଣାଟି ଏଇଭଳି । ଖୋଲା …

ଇହୁଦୀପକ୍ଷୀ Read More

ଦ୍ରୌପଦୀ

ମୂଳଲେଖା: ମହାଶ୍ୱେତା ଦେବୀ || ଅନୁବାଦ: ଜ୍ୟୋତି ନନ୍ଦ ନାମ ଦୋପଦୀ ମେଝେନ୍,ବୟସ ସତେଇଶ,ସ୍ୱାମୀ ଦୁଲନ ମାଝି(ନିହତ),ନିବାସ ଚେରାଖାନ,ଥାନା ବାଁକଡାଝାଡ,କାନ୍ଧରେ କ୍ଷତ ଚିହ୍ନ (ଦୋପଦୀ ଗୁଳି ଖାଇଥିଲା),ଜୀବିତ ବା ମୃତ ସନ୍ଧାନ ଦେଇ ପାରିଲେ ଏବଂ ଜୀବିତ ହେଲେ ଗ୍ରେପ୍ତାର ସହାୟତାରେ …

ଦ୍ରୌପଦୀ Read More

ଏଡୱାର୍ଡ ଓ ଈଶ୍ୱର -୪

ମୂଳଲେଖା: ମିଲାନ କୁନ୍ଦେରା || ଅନୁବାଦ: ଜ୍ୟୋତି ନନ୍ଦ ୯ ସେଦିନ ଥିଲା ଗୁରୁବାର,ଏବଂ ଶନିବାର ଦିନ ଏଡୱାର୍ଡ ଆଉ ଆଲିସ୍ ଉଭୟେ ଏଡୱାର୍ଡ ର ବଡଭାଇ ର ଗାଆଁକୁ ବୁଲିବାକୁ ଯାଇଥିଲେ ,ସେ ସେମାନଙ୍କୁ ସ୍ୱାଗତ କରି ପାଖ  ଭଲ …

ଏଡୱାର୍ଡ ଓ ଈଶ୍ୱର -୪ Read More

ଏଡୱାର୍ଡ ଓ ଈଶ୍ୱର-୩

ମୂଳଲେଖା: ମିଲାନ କୁନ୍ଦେରା || ଅନୁବାଦ: ଜ୍ୟୋତି ନନ୍ଦ ୮ ସେଦିନ ଥିଲା ମଙ୍ଗଳବାର,ଆଉ ଯେତେବେଳେ ସେ ଗୁରୁବାର ଦିନ ମହାପରିଚାଳିକାଙ୍କ ଷ୍ଟୁଡିଓ ଆପାର୍ଟମେଣ୍ଟରୁ ଡକରା ପାଏ, ନିଜକୁ ଭରସା ଦେଉଥିବା ଭଳି ଗୋଟିଏ ଉଲ୍ଲାସ ସହ ସେ ସେଠିକୁ ଯାଇଥିଲା,କାରଣ …

ଏଡୱାର୍ଡ ଓ ଈଶ୍ୱର-୩ Read More

ଏଡୱାର୍ଡ ଓ ଈଶ୍ୱର-୨

ମୂଳଲେଖା: ମିଲାନ କୁନ୍ଦେରା || ଅନୁବାଦ: ଜ୍ୟୋତି ନନ୍ଦ ୬ ଏଡୱାର୍ଡ ତାହାର ସବୁଠାରୁ ଚାପଜନିତ ବିପଦକୁ ଏହିପରି ଏଡାଇ ଦେଇ ପାରିଥିଲା। ଜଣେ ଶିକ୍ଷକ ଭାବରେ ତାହାର ଭାଗ୍ୟ ଏଇଲେ ମହାପରିଚାଳିକାଙ୍କ ଉପରେ  ସଂପୂର୍ଣ୍ଣ ଭାବରେ ନିର୍ଭର କରୁଛି ,ଏଇଟି …

ଏଡୱାର୍ଡ ଓ ଈଶ୍ୱର-୨ Read More

ଏଡୱାର୍ଡ ଓ ଈଶ୍ୱର

ମୂଳଲେଖା: ମିଲାନ କୁନ୍ଦେରା || ଅନୁବାଦ: ଜ୍ୟୋତି ନନ୍ଦ ଏଡୱାର୍ଡ ର ଗଳ୍ପଟା ତାହାର ବଡଭାଇର ଛୋଟ ଘରଟି ଠାରୁ ସାହସ କରି ଆରମ୍ଭ କରି ପାରେ।ତା’ର ବଡଭାଇ କାଉଚ୍ ରେ ଶୋଇ ଏଡୱାର୍ଡକୁ କହେ, “ବୁଢୀଟାକୁ ପଚାରେ,ଏଥିରେ ଭାବିବାର କିଛି …

ଏଡୱାର୍ଡ ଓ ଈଶ୍ୱର Read More

କ୍ଷୁଦ୍ରତମା ନାରୀ

ମୂଳଲେଖା: କ୍ଲାରିସ୍ ଲିସପେକ୍ଟର || ଅନୁବାଦ: ଜ୍ୟୋତିନନ୍ଦ ଆଫ୍ରିକାର ବିଷୁବମଣ୍ଡଳୀୟ ଅରଣ୍ୟର ଗଭୀରରେ ଫରାସୀ ଆବିଷ୍କାରକ ମାର୍ସାଲ୍ ପ୍ରିତର,ଜଣେ ଶିକାରୀ ଆଉ ଏଇ ପୃଥିବୀର ଜଣେ ମଣିଷ ,ହଠାତ ଗୋଟିଏ ଆଦିମ ଅଧିବାସୀଙ୍କ ସଂପର୍କରେ ଆସିଥିଲେ ଯେଉଁମାନେ କ୍ଷୁଦ୍ରକାୟ ପିଗମି। ସେଇଠି …

କ୍ଷୁଦ୍ରତମା ନାରୀ Read More