ଶେହେରଜାଦ’ର ମୃତ୍ୟୁ

ମୂଳ ଲେଖା : ଇନ୍ତିଜାର ହୁସେନ୍ || ଅନୁବାଦ : ଜ୍ୟୋତି ନନ୍ଦ ଏକ ହଜାରରୁ ଅଳ୍ପ କିଛି ଅଧିକ ଗପ କହିଥିଲା ଶେହେରଜାଦ ଏକ ହଜାର ଏକ ରାତିରେ । ଆଉ ଏଇ ସମୟ ଭିତରେ ତାହାର ତିନୋଟି ପୁଅ …

ଶେହେରଜାଦ’ର ମୃତ୍ୟୁ Read More

କାରିଗର

ବିଶେଷ କରି ଆମ ଓଡ଼ିଆ ଚିତ୍ରଶିଳ୍ପୀମାନେ ସାକ୍ଷାତକାର ସମୟରେ, କିମ୍ବା ନିଜ ନିଜର ଚିତ୍ର ଜୀବନର ପ୍ରାରମ୍ଭିକ ବିନ୍ଦୁ ସମ୍ପର୍କରେ କୁହନ୍ତି, ସେମାନେ ତାଙ୍କ ମାଆଙ୍କ ଝୋଟିଚିତାରୁ ହିଁ ତାଙ୍କ ଚିତ୍ର ଅଙ୍କାର ପ୍ରଥମ ପ୍ରେରଣା ପାଇଥିଲେ । ମୁଁ କିନ୍ତୁ …

କାରିଗର Read More

ପୋଲର ଧାରେ ବସିଥିବା ବୁଢାଲୋକ ଜଣେ

ମୂଳ ଲେଖା : ଆର୍ଣ୍ଣେଷ୍ଟ ହେମିଙ୍ଗଓୟେ || ଅନୁବାଦ : ଜ୍ୟୋତି ନନ୍ଦ (ଯୁଦ୍ଧକାଳରେ କାର୍ଯ୍ୟତଃ ଶତ୍ରୁର ସଂଧାନରେ ନିୟୋଜିତ ଥିବା ଚରିତ୍ରଟିଏ କେମିତି  ସଂବେଦନଶୀଳ ମଣିଷ ପାଲଟିଯାଏ, ତାହାର ସୂକ୍ଷ୍ମ ବିବର୍ତ୍ତନର ଏଇଟି ଗୋଟିଏ ସୂକ୍ଷ୍ମ କାହାଣୀ। ଆର୍ଣ୍ଣେଷ୍ଟ ହେମିଙ୍ଗଓୟେଙ୍କ …

ପୋଲର ଧାରେ ବସିଥିବା ବୁଢାଲୋକ ଜଣେ Read More

ଜୋସେଫ୍ : ବର୍ଣ୍ଣ ଇନ୍‌ ଗ୍ରେସ୍‌

ବନ୍ଧୁ ଜାକିର ଖାନ୍‌ଙ୍କ ହଠାତ୍ ଫୋନ୍ ପାଇଲି । ତିନିଟା କୋଡିଏରେ ସିନେପଲିସ୍ ଆସ । ‘ଜୋସେଫ୍’ ଦେଖିବା । ଜୋସେଫ୍ ବିଷୟରେ ଆଗରୁ ଜାଣିଥିଲି । ଚଣ୍ଡି ଭାଇ (ଚଣ୍ଡି ଦାସ ମିଶ୍ର ) ଯୋଶେଫ୍ ର ସବ୍ ଟାଇଟଲ୍ …

ଜୋସେଫ୍ : ବର୍ଣ୍ଣ ଇନ୍‌ ଗ୍ରେସ୍‌ Read More

ପିକାଶୋଙ୍କ ଗର୍ନିକା

ଯୁଦ୍ଧର ପ୍ରତିବାଦରେ ଯୁଦ୍ଧର ଭୟଙ୍କର ପରିବେଶ ଓ ପରିସ୍ଥିତିକୁ ନେଇ ଏକ ବିଶ୍ୱବିଖ୍ୟାତ ଛବି କଥା ଆଜି ମନେପଡୁଛି । ସେ ଛବି ଦେଖିଲେ ରୁଷୀୟ କ୍ଷେପଣାସ୍ତ୍ର ମାଡ଼ରେ ଧ୍ୱଂସ ବିଧ୍ୱସ୍ଥ ୟୁକ୍ରେନ୍‌ର ଯେକୌଣସି ସହର ନିଶ୍ଚୟ ଆପଣଙ୍କୁ ଦିଶିଯିବ । …

ପିକାଶୋଙ୍କ ଗର୍ନିକା Read More

ନିଷ୍ଠା

ସ୍ବୟଂ ଭଗବତ କଣ୍ଠ ନିସୃତ ପବିତ୍ର ଗ୍ରନ୍ଥ “ଗୀତା “କହେ ମନ ରୂପକ ସାରଥୀର ଶରୀର ରୂପକ ରଥରେ ଆତ୍ମା ରୂପକ ସବାରି ବସିଥାଏ । ସେଇ ରଥରେ ବନ୍ଧା ହୋଇଥାନ୍ତି ପାଞ୍ଚଟି ଦୁର୍ଦ୍ଦାନ୍ତ ଘୋଟକ, ଯୋଉମାନଙ୍କୁ ସମ୍ଭାଳିବା ନିହାତି ଅସମ୍ଭବ ପାଖାପାଖି …

ନିଷ୍ଠା Read More

ଆନି ଏର୍ନୋଙ୍କ ଫିଲିପ୍ପାକୁ ନେଇ କିଛି ଅଳ୍ପ ସ୍ମୃତି

ଆନି ଏର୍ନୋ ହେଉଛନ୍ତି ଚଳିତ ବର୍ଷ ଅର୍ଥାତ୍ ୨୦୨୨ ରେ ସାହିତ୍ୟରେ ନୋବେଲ୍ ପୁରସ୍କାର ର ପ୍ରାପକ । ଏଇ କ୍ଷୁଦ୍ର ଲେଖାରୁ ଆମେ ଆନି ଏର୍ନୋଙ୍କ କାହାଣୀ ନିର୍ମାଣ ଏବଂ ଲେଖନ ର ବିଶେଷତ୍ୱ କୁ କିଛି ପରିମାଣରେ ବୁଝିପାରିବା …

ଆନି ଏର୍ନୋଙ୍କ ଫିଲିପ୍ପାକୁ ନେଇ କିଛି ଅଳ୍ପ ସ୍ମୃତି Read More

ସାପ  

ଚାଲି ଚାଲି ଥକି ପଡ଼ିଲିଣି ବଡ ଦିକ୍ ଦାର ଲାଗିଲାଣି ଏଣିକି ଏସବୁ କାମ । କାହାକୁ ଗୋଟେ ଚୋଟ ମାରିବ ବୋଲି ଏତେ ଅପେକ୍ଷା ଛ୍ୟା ମୋତେ ଏସବୁ ଜମାରୁ ପସନ୍ଦ ନୁହେଁ ଚୋଟ ମାରିବ ତ ଫଣା ଟେକିବ …

ସାପ   Read More

ହ୍ୟାରୋଲ୍ଡ ରୋଜେନବର୍ଗ ଓ ତାଙ୍କ ବହି  “ଦି ଟ୍ରାଡିଶନ ଅଫ୍ ଦି ନ୍ୟୁ”

ଏହି ପୁସ୍ତକରେ ସ୍ଥାନିତ ପ୍ରବନ୍ଧଗୁଡ଼ିକ କେବଳ କଳା ଜଗତକୁ ନେଇ ସୀମିତ ନୁହେଁ, ବରଂ: ଲେଖକ ରୋଜେନବର୍ଗ କବିତା, ରାଜନୈତିକ ଏବଂ ସାଂସ୍କୃତିକ ମତବାଦ ସହ ଲୋକପ୍ରିୟ ସଂସ୍କୃତି (Popular Culture) ଆଦି ବିଷୟରେ ବିସ୍ତୃତଭାବେ ଆଲୋଚନା କରିଛନ୍ତି । ଜର୍ମାନ …

ହ୍ୟାରୋଲ୍ଡ ରୋଜେନବର୍ଗ ଓ ତାଙ୍କ ବହି  “ଦି ଟ୍ରାଡିଶନ ଅଫ୍ ଦି ନ୍ୟୁ” Read More