ଚିରନ୍ତନ ପ୍ରେମର ପ୍ରତୀକ: କରବୀର

     ଅନେକ ବର୍ଷ ତଳର କଥା, ଗ୍ରୀକରେ ଲେଣ୍ଡରନାମକ ଜଣେ ଖୁବ୍ ପରିଶ୍ରମି ଏବଂ ସଚ୍ଚୋଟ ଯୁବକ ଜଣେ ଖୁବ୍ ସୁନ୍ଦର ତରୁଣୀକୁ ପ୍ରେମ କରୁଥାଏ। ଦିନସାରା ଯେତେ କାମ ଖଟଣି ପଡିଥିଲେ ବି, ପ୍ରତି ରାତିରେ ସେ Hellespont ବା …

ଚିରନ୍ତନ ପ୍ରେମର ପ୍ରତୀକ: କରବୀର Read More

ସମର୍ପଣ ଓ ନିବିଡ ପ୍ରେମର ପ୍ରତୀକ: କାଠଚମ୍ପା

ଏ ଲୋକକଥାଟି କାମ୍ବୋଡିଆର। ଅନେକ ବର୍ଷ ତଳର କଥା, ପରସ୍ପରକୁ ଖୁବ୍ ଭଲ ପାଉଥିବା ଦୁଇ ପ୍ରେମୀଙ୍କ କାହାଣୀ। ଦୁଇଜଣ ଘଡିଏ ପରସ୍ପରକୁ ଛାଡି ରହି ପାରନ୍ତିନି। ହେଲେ ଭାଗ୍ୟ ବେଳେବେଳେ ବଇରୀ ସାଜେ। କୌଣସି ଏକ କାରଣରୁ ପୁଅଟିର ଅକାଳ …

ସମର୍ପଣ ଓ ନିବିଡ ପ୍ରେମର ପ୍ରତୀକ: କାଠଚମ୍ପା Read More

ଶାଢ଼ୀ

ପ୍ରତିଥର ସୁଲଗ୍ନା ମେଳାକୁ ଆସେ। ମେଳା ପରିସରରେ ଘେରାଏ ବୁଲି ସାରିବା ପରେ ଚାଲିବା ଚାଲିବା ହୋଇ ଯାଏ ସେଇ ଚିହ୍ନା ଦୋକାନୀଙ୍କ ଷ୍ଟଲ୍ କୁ। ଆଉ ପଚାରେ, “ମୋ’ର ଶାଢ଼ୀଟା ଆଣିଛନ୍ତି?” ଦୋକାନୀ ହଁ କହି ବଡ଼ ଆଗ୍ରହରେ ଶାଢ଼ୀଟିକୁ …

ଶାଢ଼ୀ Read More

୨୭୫ଟି ଫେରି ନଥିବା ସ୍ୱପ୍ନ

ନା’!ଆଉ ଖୋଲିବାକୁ ପଡିବନିନୂଆ ନୀଳ ଶାଢ଼ୀର ଜରି -ପିନ୍ଧି ଝଲସିଥିଲେ,ଦେଖି ବିଭୋର ହେବା ଲୋକଟା-ଆଉ ଫେରିବନି ଯେ!ଭାକ୍!ବେକାରେ, ବୋଉ ବସିବିରି-ଚାଉଳ ଭେଦଉଛି,ତା’ ସରୁ ଚକୁଳିରେ -କଣା ଗଣି ହିସାବ କରିବା ମଣିଷଟା ବାଆଜି ହିସାବ ରଖି ପାରିନି,ନିଜ ଦେହର ଛିଣ୍ଡି ଯାଇଥିବା …

୨୭୫ଟି ଫେରି ନଥିବା ସ୍ୱପ୍ନ Read More

କାହା ଭୁଲ୍ ପାଇଁ!

ଯେତେବେଳେ ସେ ଫସିଥିବା ବଗି ଭିତରୁ ମୁଁ ତା’ ହାତ ଧରି ବାହାରକୁ ଟାଣି ଆଣୁଥିଲି, ଯେତେବେଳେ ତା’ ମୁଣ୍ତରୁ ବୋହୁଥିବା ରକ୍ତଧାରକୁ ବନ୍ଦ କରିବା ପାଇଁ ତା’ ମୁଣ୍ଡରେ ମୋ’ ରୁମାଲ୍ କି ମୋ’ ସାର୍ଟ ଖୋଲି ପଟି ବାନ୍ଧୁଥିଲି, …

କାହା ଭୁଲ୍ ପାଇଁ! Read More

ପ୍ରେମ ଓ ପ୍ରତୀକ୍ଷାର ଚିହ୍ନ : ବ୍ଲଡ୍ ଲିଲି

ଅନେକ ବର୍ଷ ତଳର କଥା। ଜଣେ ବଣିକ ବେପାର କରିବାକୁ ବାହାରିଲେ। ଘରୁ ବାହାରିବା ପୂର୍ବରୁ ସେ ନିଜ ତିନି ଝିଅଙ୍କୁ ଡାକି ପଚାରିଲେ ଫେରିଲା ବେଳେ କାହା ପାଇଁ କ’ଣ ଆଣିବେ। ବଡ ଝିଅ ଗୋଟିଏ ଧଳା ଘୋଡା ପାଇଁ …

ପ୍ରେମ ଓ ପ୍ରତୀକ୍ଷାର ଚିହ୍ନ : ବ୍ଲଡ୍ ଲିଲି Read More

୫୦୩ ଫୁଟିଆ ଗଛ , ଫାଳେ ସ୍ୱପ୍ନ ଓ ଚଉଠେ ବିଜ୍ଞାନ (୨)

ଆଉ ଦିନେ ଦି ଭାଇ ବସି କଥା ହେଉଥାନ୍ତି କୁଟୁକୁଟା ପଚାରିଲା ତୁ ମତେ ଦେଖି ପାରୁଚୁ ? ଛେଚାକୁଟା କହିଲା- ନା  । କୁଟୁକୁଟା ରାଗିଯାଇ ପଚାରିଲା ତୁ ମତେ ଦେଖିପାରୁନୁ ? ଛେଚାକୁଟା କହିଲା- ନାରେ ଭାଈ  । …

୫୦୩ ଫୁଟିଆ ଗଛ , ଫାଳେ ସ୍ୱପ୍ନ ଓ ଚଉଠେ ବିଜ୍ଞାନ (୨) Read More

ପିସ୍ ଲିଲି

ଭୁବନେଶ୍ୱରର ଶାସ୍ତ୍ରୀ ନଗରରୁ ଯେଉଁ ରାସ୍ତା ଆସି ସଚିବାଳୟ ମାର୍ଗରେ ଯୋଡିହୁଏ,  ରେଡକ୍ରସ ଛକ ସିଧା, ଠିକ୍ ସେଇ ଯୋଡା ଜାଗାର ବାମ ପଟ କଣରେ ୨୦୦୩ ମସିହାରେ ଫେବୃଆରୀରୁ ଏପ୍ରିଲ ଭିତରେ ମୁଁ ପ୍ରଥମ ଥର ପାଇଁ ଏ ସୁନ୍ଦର …

ପିସ୍ ଲିଲି Read More