କବିସୂର୍ଯ୍ୟବାଣୀ: ଜନ୍ମକାହାଣୀ

ସମ୍ପାଦନା ଅନୁଭୂତି-୨ ମୋର ପ୍ରଥମ ସମ୍ପାଦନା ହାତଲେଖା ପତ୍ରିକା “ତଥାପି” ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ମ଼ହାବିଦ୍ୟାଳୟ, ଓଡିଆ ବିଭାଗରୁ ପ୍ରକାଶ ପାଉଥିଲା। ତାହା କେବଳ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ ମହଲରେ ସୀମିତ ଥିଲା। ତେବେ ହଠାତ୍ ୧୯୯୩ ମସିହାରେ ଏହାର …

କବିସୂର୍ଯ୍ୟବାଣୀ: ଜନ୍ମକାହାଣୀ Read More

ପତ୍ରିକା ସମ୍ପାଦନାର ପ୍ରଥମ ପ୍ରେରଣା ଓ ପାଢୀ ସାର୍

ସମ୍ପାଦନା ଅନୁଭୂତି-୧ ସାହିତ୍ୟ ପ୍ରତି ଶ୍ରଦ୍ଧା ଓ ଅନ୍ତରଙ୍ଗତା ସ୍ଥାପନ କରିବାରେ ଯେଉ ଦୁଇଟି ଅଞ୍ଚଳ ମୋ ଜୀବନରେ ଗୁରୁତ୍ବ ବହନ କରି ଆସିଛି, ସେ ଦୁଇଟି ହେଲା, ଭଞ୍ଜନଗର ଓ ଭଞ୍ଜବିହାର।  ଭଞ୍ଜନଗରରେ ପଢିବା ମୋ ସାହିତ୍ୟିକ ଜୀବନ ପାଇ …

ପତ୍ରିକା ସମ୍ପାଦନାର ପ୍ରଥମ ପ୍ରେରଣା ଓ ପାଢୀ ସାର୍ Read More

ଚଟିବହିର ଚମକ-୩

ରାଧାକାନ୍ତ ଜଣାଣ: ଚନ୍ଦ୍ରଚୂଡାମଣି ହରିଚନ୍ଦନ ଜଗଦ୍ଦେବ ଯୁଗେ ଯୁଗେ ଓଡିଶାର ଲୋକମାନେ ଭକ୍ତି ଓ ଅଧ୍ୟାତ୍ମ ଭାବନାରେ ନିଜକୁ ଦୀକ୍ଷିତ କରି ଆସିଛନ୍ତି। ସେଥିରୁ ରାଜାରାଜୁଡାମାନେ ମଧ୍ୟ ବାଦ୍ ଯାଇନାହାନ୍ତି। ଓଡିଆ ସାହିତ୍ୟ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଥିବା ରାଜାମାନଙ୍କ ମଧ୍ୟରେ …

ଚଟିବହିର ଚମକ-୩ Read More

ଶାରଦ ସୁମନ – ବୈଷ୍ଣବ କବିଚନ୍ଦ୍ର ରାଜଗୁରୁ

ଚଟିବହିର ଚମକ : ୨ (ଶାରଦ ସୁମନ ବୈଷ୍ଣବ କବିଚନ୍ଦ୍ର ରାଜଗୁରୁ) ବୈଷ୍ଣବ କବିଚନ୍ଦ୍ର ରାଜଗୁରୁଙ୍କ ଦ୍ବାରା ରଚିତ ଶାରଦ ସୁମନ ପୁସ୍ତକଟି ୧୯୧୧ ମସିହାରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବଡଖେମୁଣ୍ଡିର ଗଜପତି ଭୀମଦେବ ପ୍ରେସରେ ନୀଳମଣି ବିଦ୍ୟାରତ୍ନଙ୍କ ଦ୍ବାରା ପ୍ରକାଶିତ।ପୁସ୍ତକଟି …

ଶାରଦ ସୁମନ – ବୈଷ୍ଣବ କବିଚନ୍ଦ୍ର ରାଜଗୁରୁ Read More

କବିତା କଳାପ : ଗୋବିନ୍ଦ ରଥ

ଚଟିବହିର ଚମକ : ୧ (କବିତା କଳାପ–ଗୋବିନ୍ଦ ରଥ) ପଣ୍ଡିତ ଗୋବିନ୍ଦ ରଥଙ୍କ ‘କବିତା କଳାପ'(ପ୍ରଥମ ଭାଗ) ପୁସ୍ତକଟି ୧୮୮୫ ମସିହାରେ କଟକ ପ୍ରିଣ୍ଟିଙ୍ଗ କମ୍ପାନୀ ତରଫରୁ ପ୍ରକାଶିତ। ୪୬ ପୃଷ୍ଠା କଳେବର ବିଶିଷ୍ଟ ଏହି ପୁସ୍ତକରେ ମାତ୍ର ୧୨ଟି କବିତା …

କବିତା କଳାପ : ଗୋବିନ୍ଦ ରଥ Read More