ରବୀନ୍ଦ୍ରନାଥଙ୍କ ଅଟୋଗ୍ରାଫ୍

ରବିକଥା-୮ ରବୀନ୍ଦ୍ରନାଥ ନୋବେଲ ପୁରସ୍କାର ପା‌ଇବା ପରେ ତାଙ୍କର ଜନପ୍ରିୟତା ଏତେ ବଢ଼ିଯାଇଥିଲା ଯେ କହିହେବନି। ସେଥିପାଇଁ ନିଜର ଅଟୋଗ୍ରାଫ୍ ଦେବା ପାଇଁ ସେ ଟଙ୍କାଏ ଲେଖାଏଁ ନେଉଥିଲେ। ଅଟୋଗ୍ରାଫ୍ ନେବା ପାଇଁ ପ୍ରତିଦିନ ଅସଂଖ୍ୟ ଭକ୍ତ କବିଙ୍କ ପାଖକୁ ଆସୁଥିଲେ‌ …

ରବୀନ୍ଦ୍ରନାଥଙ୍କ ଅଟୋଗ୍ରାଫ୍ Read More

ରବୀନ୍ଦ୍ରନାଥଙ୍କ ଖାଦ୍ୟଦର୍ଶନ

ରବିକଥା-୭ ରବୀନ୍ଦ୍ରନାଥ ଖାଇବାକୁ ଓ ଖୁଆଇବାକୁ ବେଶୀ ଭଲ ପାଉଥିଲେ। ତେଣୁ ତାଙ୍କ ନାମ ସହିତ ଅନେକ ‘ଖାଦ୍ୟରସିକ’ ଶବ୍ଦଟି ଯୋଡ଼ି ଦେଇଥାନ୍ତି। ତେବେ ଏ ସମ୍ପର୍କରେ ରବୀନ୍ଦ୍ରନାଥଙ୍କ ସାହିତ୍ୟରେ କିମ୍ବା ରବୀନ୍ଦ୍ରନାଥଙ୍କୁ ନେଇ ଲେଖା ଥିବା ବିଭିନ୍ନ ଲେଖକଙ୍କର ସ୍ମୃତିରେ, …

ରବୀନ୍ଦ୍ରନାଥଙ୍କ ଖାଦ୍ୟଦର୍ଶନ Read More

ରବୀନ୍ଦ୍ରନାଥଙ୍କ ପ୍ରଥମ ପ୍ରେମ: ନିଶବ୍ଦ ସ୍ବର

ରବିକଥା- ୬ ସେ ରବୀନ୍ଦ୍ରନାଥଙ୍କୁ କହିଥିଲେ ମୁହଁରେ ଦାଢି ନରଖିବା ପାଇଁ । ହୁଏତ ସେ ସ୍ବରରେ ଥିଲା ଅନେକ ଅନୁରାଗ। କିଶୋର ରବୀନ୍ଦ୍ରନାଥଙ୍କ ସହିତ ସେହି ତରୁଣୀ ଆଣି ଦେଇଥିଲେ ପ୍ରଥମ ପ୍ରେମର ଜୁଆର।ସେ ଜୁଆର ଆସିଥିଲା ନିଶବ୍ଦରେ, ତରୁଣ …

ରବୀନ୍ଦ୍ରନାଥଙ୍କ ପ୍ରଥମ ପ୍ରେମ: ନିଶବ୍ଦ ସ୍ବର Read More

ରବିକଥା-୫ ।। ରବୀନ୍ଦ୍ରନାଥ ଓ ଯୁଦ୍ଧ

ରବୀନ୍ଦ୍ରନାଥ ଯୁଦ୍ଧ ସମ୍ପର୍କରେ ଗଭୀର ଭାବେ ଚିନ୍ତା କରି ମାନବବାଦୀ ଦୃଷ୍ଟିକୋଣରୁ ଯୁଦ୍ଧକୁ ନିନ୍ଦା କରୁଥିଲେ। ତାଙ୍କର ଲେଖା ଓ ବକ୍ତବ୍ୟରେ ଯୁଦ୍ଧର ନିର୍ମମତା, ଅମାନବିକତା ଏବଂ ଧ୍ବଂସାତ୍ମକ ଦିଗଗୁଡ଼ିକ ସମ୍ପର୍କରେ ଅବଗତ କରାଇଥିଲେ। ନିମ୍ନରେ ତାଙ୍କର ଯୁଦ୍ଧ ବିଷୟକ କିଛି …

ରବିକଥା-୫ ।। ରବୀନ୍ଦ୍ରନାଥ ଓ ଯୁଦ୍ଧ Read More

ରବୀନ୍ଦ୍ରନାଥଙ୍କ ଜୀବନଧାରା

ରବିକଥା-୪ ମରିତେ ଚାଇନା ଆମି ସୁନ୍ଦର ଭୁବନେମାନବେର ମାଝେ ଆମି ବାଞ୍ଚିବାର ଚାହି। ମୃତ୍ୟୁ ଅପେକ୍ଷା ଏ ସୁନ୍ଦର ପୃଥିବୀର ମଣିଷମାନଙ୍କ ସହ ବଞ୍ଚିବା ପାଇଁ କାମନା କରିଥିବା କବିଗୁରୁ ରବୀନ୍ଦ୍ରନାଥ ଠାକୁର ଜଣେ ହିମାଳୟ ପ୍ରତିମ ବ୍ୟକ୍ତିତ୍ଵ। ବଙ୍ଗଳା ସାହିତ୍ୟର …

ରବୀନ୍ଦ୍ରନାଥଙ୍କ ଜୀବନଧାରା Read More

ରବୀନ୍ଦ୍ରନାଥ ଓ ଭ୍ରମଣ

ରବୀନ୍ଦ୍ରନାଥ ଭ୍ରମଣକୁ କେବଳ ସ୍ଥାନାନ୍ତରଣର ଏକ ମାଧ୍ୟମ ବୋଲି ଭାବିନଥିଲେ, ବରଂ ଏହା ଥିଲା ତାଙ୍କର ସୃଷ୍ଟିଶୀଳତାର ଏକ ବିଶାଳ କ୍ଷେତ୍ର। ଭ୍ରମଣ ତାଙ୍କୁ ନୂଆ ନୂଆଁ ଅଭିଜ୍ଞତା, ସଂସ୍କୃତି ଓ ମଣିଷର ସଂସ୍ପର୍ଶରେ ଆଣୁଥିଲା, ଯାହା ତାଙ୍କ ସାହିତ୍ୟ, ସଂଗୀତ, …

ରବୀନ୍ଦ୍ରନାଥ ଓ ଭ୍ରମଣ Read More

ରବୀନ୍ଦ୍ରନାଥ ଓ ପଦ୍ମାବୋଟ୍

ରବୀନ୍ଦ୍ରନାଥ ଠାକୁରଙ୍କ ଜୀବନ ଓ ସାହିତ୍ୟ ଚର୍ଚ୍ଚାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପର୍ବ ହେଲା ପଦ୍ମାବୋଟରେ କଟିଥିବା ଜୀବନ। ସେ ୧୮୮୯ରୁ ୧୮୯୫ସାଲ୍ ଭିତରେ ପ୍ରାୟ ଛଅ ବର୍ଷ ପଦ୍ମାନଦୀରେ ନୌକାଭ୍ରମଣ କରିଥିଲେ, ଯାହା ତାଙ୍କର ସାହିତ୍ୟ ଚର୍ଚ୍ଚା ଓ ଦାର୍ଶନିକ ଭାବନାର …

ରବୀନ୍ଦ୍ରନାଥ ଓ ପଦ୍ମାବୋଟ୍ Read More

ରବୀନ୍ଦ୍ରନାଥଙ୍କ ଦୁଃଖ

ଦୁଃଖ କାହାକୁ କୁହାଯାଏ ଓ ତାର ଯନ୍ତ୍ରଣା କେତେ ତାକୁ ମର୍ମେ ମର୍ମେ ଅନୁଭବ କରିଥିଲେ ରବୀନ୍ଦ୍ରନାଥ ନିଜ ଜୀବନରେ। କବିଙ୍କୁ ମାତ୍ର ୪୧ବର୍ଷ ହୋଇଥିଲା ବେଳେ ପତ୍ନୀ ମୃଣାଳିନୀ ଦେବୀ ଚାଲିଗଲେ। ସେତେବେଳକୁ କବିଙ୍କର ତିନୋଟି ଝିଅ ଓ ଦୁଇଟି …

ରବୀନ୍ଦ୍ରନାଥଙ୍କ ଦୁଃଖ Read More

ଶାନ୍ତିନିକେତନର ନନ୍ଦନମେଳା

ଶାନ୍ତିନିକେତନରେ ବର୍ଷସାରା ଅନୁଷ୍ଠିତ ହେଉଥିବା ମେଳା ମଉଛବମାନଙ୍କ ମଧ୍ୟରେ ନନ୍ଦନମେଳା ଅନ୍ୟତମ। ଏହା ପ୍ରତ୍ୟେକ ବର୍ଷ ଡିସେମ୍ବର ମାସ ୧ ଓ ୨ ତାରିଖରେ କଳାଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ହୁଏ। | କଳାଭବନର ଛାତ୍ରଛାତ୍ରୀମାନେ ବର୍ଷସାରା ଯେଉଁ ପେଣ୍ଟିଙ୍ଗ୍, ଗ୍ରାଫିକ୍ ଡିଜାଇନ୍, …

ଶାନ୍ତିନିକେତନର ନନ୍ଦନମେଳା Read More

ଶାନ୍ତି ନିକେତନ ଉତ୍ସବ : ମାଘମେଳା

ଶାନ୍ତି ନିକେତନରେ ପାଳିତ ବିଭିନ୍ନ ଉତ୍ସବ ମଧ୍ୟରେ ମାଘୋତ୍ସବ ଅନ୍ୟତମ। ଏହାକୁ ମାଘମେଳା ବୋଲି ମଧ୍ୟ କୁହାଯାଏ। ଶାନ୍ତି ନିକେତନରେ ଥିବା ଦୁଇଟି କ୍ୟାମ୍ପସ ମଧ୍ୟରୁ ଗୋଟିଏ କ୍ୟାମ୍ପସ୍ ଶାନ୍ତି ନିକେତନରେ ପୌଷମେଳା ଅନୁଷ୍ଠିତ ହେଉଥିବା ବେଳେ ଦ୍ବିତୀୟ କ୍ୟାମ୍ପସ ଶ୍ରୀନିକେତନରେ …

ଶାନ୍ତି ନିକେତନ ଉତ୍ସବ : ମାଘମେଳା Read More