ମେଣ୍ଢା

–ସେ ଦେଖୁଥିଲା,ଠିକ୍ ଲକ୍ଷ୍ୟ କରୁଥିଲା;କେମିତି ଧୀରେ ଧୀରେ ତା’ ଆଖପାଖର ଅନେକପରିଣତ ହୋଇଯାଉଛନ୍ତି ମେଣ୍ଢାରେ!ସେମାନେ ମେଣ୍ଢା ପାଲଟିବାରେ ହୁଏତତା’ ପାଇଁ ଖୁବ୍ ଗୋଟେ ଅସୁବିଧାଜନକ ନଥିଲା କିଛି! ହେଲେ ସେ ଲକ୍ଷ୍ୟ କରୁଥିଲା,ସେମାନେ କେମିତି କ୍ରମେହରାଇ ଦେଉଛନ୍ତି ନିଜ ନିଜର ଶବ୍ଦ …

ମେଣ୍ଢା Read More

ବିଶ୍ୱାସ

–ସେ ଜାଣିଥିଲା,ତାଙ୍କ ଗାଁ ଡଙ୍ଗରରେ ରହନ୍ତିତା’ ପୂର୍ବପୁରୁଷଙ୍କ ଡୁମା ମାନେ।ସେ ଏକଥା ବି ଜାଣିଥିଲା,ସେ ଦୟାଳୁ ଡୁମାମାନେ ତାକୁ ରକ୍ଷା କରିବେରୋଗ-ଦୁଃଖ-ଶୋକରୁ,ତା’ ଛାତି ଭିତରେ ଭରି ଦେବେ ସାହସସବୁ ବିପଦ ସହ ମୁକାବିଲା କରିବାକୁ ଅଣ୍ଟା ଭିଡ଼ି,ତାକୁ ବତାଇ ଦେବେ ଆଗକୁ …

ବିଶ୍ୱାସ Read More