ଭ୍ରମଣ କାହାଣୀ ୮ (ଦ୍ୱାରକା)

ମୋ ଶଶୁର ବାପା ରାଜି ହେଲେନି ସମୁଦ୍ର ପାରି ହେଇ  ସେପଟକୁ ଯିବାକୁ, ଆଉ ମୋ ବାପା ଶାରୀରିକ ବାଧା ଯୋଗୁଁ ଯାଇପାରିଲେନି ।ତେଣୁ ଦୁଇ ସମୁଦିଙ୍କୁ ଡେକ୍ ଉପରେ ପର୍ଯ୍ୟଟକ ମାନଙ୍କ ଲାଗି ରଖାଯାଇଥିବା ବେଞ୍ଚ ରେ ବସେଇ ଆମେ …

ଭ୍ରମଣ କାହାଣୀ ୮ (ଦ୍ୱାରକା) Read More

ଭ୍ରମଣ କାହାଣୀ – ୭ (ଦ୍ୱାରକା)

ମନ୍ଦିର ଅଗଣା ମଝିରେ ଏକ କୁଟିର ଥାଏ ।ସେଇ କୁଟୀର ଭିତରେ ଏକ ଯଜ୍ଞକୁଣ୍ଡ ଯୋଉଠି ଲେଲିହାନ ଶିଖା ରେ ଘୃତାହୁତି ଦେଉଥାନ୍ତି ମହତସାଧୁଗଣ ।ଲୋକେ ଯାଉଥାନ୍ତି ଦୁରରୁ ପ୍ରଣାମକରି ଯୋଡହସ୍ତରେ ପ୍ରତ୍ଯାବର୍ତ୍ତନ କରୁଥାନ୍ତି ଅଗଣା କୁ ଓ ମେଲାରେ ଖୁସି …

ଭ୍ରମଣ କାହାଣୀ – ୭ (ଦ୍ୱାରକା) Read More

ଭ୍ରମଣ କାହାଣୀ – ୬ (ଦ୍ୱାରକା)

ରଙ୍ଗିଲା ର ସ୍ବପ୍ନ ଓ ବର୍ତ୍ତମାନ ର ଆମ ଦୁନିଆର ମଝିରେ ଗାଡି ର ଚକ ତିନୋଟି ଗଡି ଚାଲିଥାଏ।ସହର ଠୁ ବହୁତ ଦୂର ।ଗହଳି କି  ଚହଲପହଲ ପ୍ରାୟ ନାହିଁ କହିଲେ ଚଳିବ । ଆମରି ଗାଡି ପରି ଆହୁରି …

ଭ୍ରମଣ କାହାଣୀ – ୬ (ଦ୍ୱାରକା) Read More

ଭ୍ରମଣ କାହାଣୀ – ୫ (ଦ୍ୱାରକା)

” ରଙ୍ଗିଲା ଅଟୋ ବାଲା ” ତାକୁ ନେଇ ମୋ ମନ ମନକୁ ମିଠା ଲାଗିଲା ପରି ନାଁଟେ ମୁଁ ତାର ଦେଲି ମୋ ଭବନା ଖିଅରେ ଡେଣା ଖଞ୍ଜି ।ଦିଲ୍ ଖୁସ୍ ପିଲାଟି । ପକ୍କା ଦିଲଦାର୍ । ସପ୍ତରଙ୍ଗୀ …

ଭ୍ରମଣ କାହାଣୀ – ୫ (ଦ୍ୱାରକା) Read More

ଭ୍ରମଣ କାହାଣୀ – ୪ (ଦ୍ୱାରକା)

ଧଳାରଙ୍ଗଦିଆ କମକୂଟ ଲଟା କାମହେଇଥିବା ଏହି ବିରାଟ କବାଟ ପଛରେ ଅପେକ୍ଷା କରିଥିଲା ମୋ ଆଖି ପାଇଁ କିଛି ଆଶ୍ଚର୍ଯ୍ୟ । ଆଶ୍ଚର୍ଯ୍ୟ ଓ ଐଶ୍ୱର୍ଯ୍ୟ ଏକାଠି। ଚମତ୍କାର ପ୍ରତି ମୁହୂର୍ତ୍ତରେ ହେଉଥାଏ, ଈଶ୍ୱରଙ୍କ ସୃଷ୍ଟି ହିଁ କ୍ଷଣେ କ୍ଷଣେ ପ୍ରତି …

ଭ୍ରମଣ କାହାଣୀ – ୪ (ଦ୍ୱାରକା) Read More

ଭ୍ରମଣ କାହାଣୀ – ୩ (ଦ୍ୱାରକା)

ମୋ ସାମ୍ନାରେ ଥାଏ ବିରାଟ ପାଞ୍ଚ ତାଲା ବିଶିଷ୍ଟ ମନ୍ଦିର । ଆମ ପଟେ ସାଧାରଣତଃ ଏମିତି ଗଢଣ ଶୈଳୀର ମନ୍ଦିର ଦେଖିବାକୁ ମିଳେ ନାହିଁ ।ପଚିଶ ଶହ ବର୍ଷ ତଳର ମନ୍ଦିର । ଚାଲୁକ୍ୟ ବାସ୍ତୁକଳା ବା ଶିଳ୍ପ ରେ …

ଭ୍ରମଣ କାହାଣୀ – ୩ (ଦ୍ୱାରକା) Read More

ଭ୍ରମଣ କାହାଣୀ – ୨ (ଦ୍ୱାରକା)

ଏବେ ଟ୍ରେନ୍ କଇଁଚ କି ଗେଣ୍ଡା ଠୁ ବି ଥିରେ ଚାଲୁଥାଏ । କେତେ ପ୍ରକାର କଥା ଶୁଣିବାକୁ ମିଳୁଥାଏ । ଟ୍ରେନ୍ ଲାଇନ୍ ଖରାପ ଅଛି, ଆଗରେ ଆଉ ଗୋଟେ ଟ୍ରେନ୍ ଲେଉଟିପଡିଛି, ଲାଇନ୍ ସଫା ନାହିଁ ଆହୁରି ଆହୁରି …

ଭ୍ରମଣ କାହାଣୀ – ୨ (ଦ୍ୱାରକା) Read More

ଭ୍ରମଣ କାହାଣୀ – ୧ (ଦ୍ୱାରକା)

ଏଥର ଆସନ୍ତୁ ବୁଲି ଯିବେ ମୋ ସହ କେତୋଟି ସୁନ୍ଦର ଯାଗା । ଏକାଠି ଭେଟିବା ଭାରତର ମହନୀୟ ସଂସ୍କୃତି, ଉତ୍କୃଷ୍ଟ ପରମ୍ପରା, ଗପ ଓ କାହାଣୀ, ତଥ୍ୟ ତଥା ସତ୍ୟତା ଭରା ବିଶ୍ୱାସ ଭରା କିମ୍ବଦନ୍ତୀ ସହ ନିଜସ୍ୱ ସ୍ୱତନ୍ତ୍ର ସୌନ୍ଦର୍ଯ୍ୟ …

ଭ୍ରମଣ କାହାଣୀ – ୧ (ଦ୍ୱାରକା) Read More

ବାର୍ବି

ମୁଁ ସ୍ମୟଙ୍କ୍ । ସ୍ମୟଙ୍କ୍ ଦାସଚୌଧୁରୀ । ଶ୍ରେଣୀ : ପଞ୍ଚମ ମନସ୍ଥିତି : ଅନେକ କଥା ନ ବୁଝିପାରିବା ଆଉ ବୁଝିବାର ଚେଷ୍ଟା ମଝିରେ ଝୁଲିବା…… ଦୋଳକ ଘଣ୍ଟାର ଗୋଲ ଝୁଲା ପରି …. ଥରେ ବାଁ ଆଉ ଥରକୁ …

ବାର୍ବି Read More

ନିଷ୍ଠା

ସ୍ବୟଂ ଭଗବତ କଣ୍ଠ ନିସୃତ ପବିତ୍ର ଗ୍ରନ୍ଥ “ଗୀତା “କହେ ମନ ରୂପକ ସାରଥୀର ଶରୀର ରୂପକ ରଥରେ ଆତ୍ମା ରୂପକ ସବାରି ବସିଥାଏ । ସେଇ ରଥରେ ବନ୍ଧା ହୋଇଥାନ୍ତି ପାଞ୍ଚଟି ଦୁର୍ଦ୍ଦାନ୍ତ ଘୋଟକ, ଯୋଉମାନଙ୍କୁ ସମ୍ଭାଳିବା ନିହାତି ଅସମ୍ଭବ ପାଖାପାଖି …

ନିଷ୍ଠା Read More