ମୁଁ କେମିତି ଲେଖିବା ଆରମ୍ଭ କରିଥିଲି
ମୂଳ ଲେଖା : ଗାବ୍ରିଏଲ୍ ଗାର୍ସିଆ ମାର୍କେଜ୍ II ଅନୁବାଦ: ଜ୍ୟୋତି ନନ୍ଦ ସବୁଠୁ ଆଗେ ମୁଁ କ୍ଷମା ମାଗି ନେଉଛି ଆପଣମାନଙ୍କର ସାମ୍ନାରେ ବସି କଥା କହିବା ପାଇଁ, କିନ୍ତୁ ସତ ଏୟା ଯେ, ଯଦି ମୁଁ ଠିଆ ହୋଇକି …
ମୁଁ କେମିତି ଲେଖିବା ଆରମ୍ଭ କରିଥିଲି Read Moreମୂଳ ଲେଖା : ଗାବ୍ରିଏଲ୍ ଗାର୍ସିଆ ମାର୍କେଜ୍ II ଅନୁବାଦ: ଜ୍ୟୋତି ନନ୍ଦ ସବୁଠୁ ଆଗେ ମୁଁ କ୍ଷମା ମାଗି ନେଉଛି ଆପଣମାନଙ୍କର ସାମ୍ନାରେ ବସି କଥା କହିବା ପାଇଁ, କିନ୍ତୁ ସତ ଏୟା ଯେ, ଯଦି ମୁଁ ଠିଆ ହୋଇକି …
ମୁଁ କେମିତି ଲେଖିବା ଆରମ୍ଭ କରିଥିଲି Read Moreଚୁପ୍ ପୃଥିବୀର ସବୁଠାରୁ ଉଚ୍ଚକଣ୍ଠରେ ଉଚ୍ଚାରିତ ହୋଇଥିବା ଶବ୍ଦଟି ହେଉଛି, ଚୁପ୍। ଆମେ ମଣିଷମାନେ ଆମର ସାଧାରଣ ଗଳାରେ ଯେଉଁପରି କଥାବାର୍ତ୍ତା କରିଥାଉ ତାହାଠାରୁ ଯଥେଷ୍ଟ ଅଧିକ ଶକ୍ତିର ପ୍ରୟୋଗ କରି ନିଜକୁ ସାବ୍ୟସ୍ତ କରିବା ଲକ୍ଷ୍ୟରେ ଆମେ ଆମର ପ୍ରତିପକ୍ଷର …
ପ୍ରଜାପତିର ଦେଶ : ୩ Read Moreରାଜା ଓ ଖେଳ ଏଇଠି ଯେଉଁ ରାଜା ଜଣକ ଏଇଟି ପ୍ରମୁଖ ଭାଗରେ ରହିଛନ୍ତି ତାଙ୍କର ନାଆଁ ସେଟେୱାୟୋ ଆଉ ଯେଉଁ ଖେଳର କଥା ଏଇଠି ଅବତାରଣା କରାଯିବ ତାହା ହେଉଛି ଆମ ସମସ୍ତଙ୍କର ଅତ୍ୟନ୍ତ ପ୍ରିୟ ଫୁଟବଲ । ଏଇ …
ପ୍ରଜାପତିର ଦେଶ : ୨ Read Moreମନୋଜ ମିତ୍ରଙ୍କ ଏକାଙ୍କ: ସାହେବବାଗାନର ସୁନ୍ଦରୀ ଅନୁବାଦ: ଜ୍ୟୋତି ନନ୍ଦ ଚରିତ୍ର: ଉପସ୍ଥାପକ/କୁଆ/ ମେମସାହେବ । ଆରମ୍ଭ । ଉପସ୍ଥାପକ : ପୁଷ୍କରିଣୀର ଜଳରେ ଗାଧୁଆ ସାରି ସିକ୍ତ ଆଲୁଳାୟିତ କେଶରାଜି ଶିଥିଳବସନା ମେମସାହେବ ଜଣେ ଏଇମାତ୍ର ଘାଟ ଉପରକୁ ଉଠିଆସି …
ସାହେବବାଗାନର ସୁନ୍ଦରୀ Read Moreପୋଷାକ ଚୋରି ଏବଂ ମୃତ୍ୟୁଦଣ୍ଡ ପ୍ରଥମରେ, ପୋଷାକ ଚୋରି ଭଳି ଘଟଣାଟିଏ ଘଟିବା ଆଉ ଦ୍ୱିତୀୟରେ, ଜଣେ ବିଶେଷରେ ଗୋଟିଏ ପୋଷାକମାଲିକକୁ ଖୁନ୍ କରିବା ଭଳି ନିଷ୍ପତ୍ତି ନେଇ ତାହାକୁ କାର୍ଯ୍ୟକାରୀ କରିବା ଏବଂ ତୃତୀୟରେ,କୌଣସି ହତ୍ୟାକାଣ୍ଡର ଯାହା ଯାହା ମୋଟିଭ୍ …
ପ୍ରଜାପତିର ଦେଶ ୧ Read More” ଅଲ୍ ସୋଲସ୍ ଡେ” ବୋଲି ଗୋଟିଏ ଦିବସ ରହିଛି। ପ୍ରତି ବର୍ଷ ନଭେମ୍ବର ମାସ ୨ ତାରିଖ ଦିନ ଏହା ପାଳିତ ହୋଇଥାଏ । “ଅଲ୍ ସୋଲସ୍ ଡେ” କୁ ଆମ ଭାଷାରେ ତର୍ଜମା କଲେ ଏହା ହେବ “ସମସ୍ତ …
ଅଲ୍ ସୋଲସ୍ ଡେ Read Moreଓଂ ନମୋ ଆଦ୍ୟାୟୈ।ହେ ଆଦ୍ୟରୂପା ମୁଁ ତମକୁ ପ୍ରଣିପାତ କରୁଅଛି । ପ୍ରଖ୍ୟାତ ସଂସ୍କୃତ ବିଦ୍ୱାନ ଖ୍ରୀଷ୍ଟୀୟ ସପ୍ତଦଶ ଶତାବ୍ଦୀର ଆଦ୍ୟ ଭାଗର ତନ୍ତ୍ର ସାଧକ ଶ୍ରୀଶ୍ରୀ କୃଷ୍ଣାନନ୍ଦ ଆଗମବାଗୀଶ ଙ୍କ ରଚିତ ଏକ ବିଖ୍ୟାତ ପୁସ୍ତକ ହେଉଛି ” ତନ୍ତ୍ରସାର” …
ଓଂ ନମୋ ଆଦ୍ୟାୟୈ Read Moreମୂଳ ଲେଖା : ହାନ କ୍ୟାଂ || ଅନୁବାଦ : ଜ୍ୟୋତି ନନ୍ଦ ହାନ କ୍ୟାଂ ଙ୍କ ଉପନ୍ୟାସର ପ୍ରଥମାଂଶ : ୧. ମୁଁ ବସନ୍ତ କାଳ,ଯେବେ ମୁଁ ସ୍ଥିର କରିଥିଲି ସାଦା ରଂଗର ପଦାର୍ଥ ଉପରେ କିଛି ଲେଖିବି, ପ୍ରଥମରେ …
ସେଇ ସାଦା ବହି Read Moreମୂଳ ଲେଖା : କ୍ରିସ୍ ଲି || ଅନୁବାଦ : ଜ୍ୟୋତି ନନ୍ଦ ପୃଥିବୀର ଅନ୍ୟତମ ବିଶିଷ୍ଟ ସାହିତ୍ୟ ପତ୍ରିକା “ଦି ୱାର୍ଡ ଲିଟେରେଚର ଟୁଡେ” ତରଫରୁ ଜାନୁଆରୀ ମାସ ୨୦୧୬ ସଂଖ୍ୟାରେ ସଂପ୍ରତି ୨୦୨୪ ରେ ସାହିତ୍ୟ ରେ ନୋବେଲ …
ସାହିତ୍ୟରେ ନୋବେଲ ବିଜୟିନୀ ହାନ କ୍ୟାଂ ଙ୍କର ଏକ ବିଶେଷ ସାକ୍ଷାତକାର Read Moreମୂଳ ଲେଖା : ଜୟନ୍ତ ମହାପାତ୍ର || ଅନୁବାଦ : ଜ୍ୟୋତି ନନ୍ଦ ଆଉ ଦିନକର ଅପେକ୍ଷା, ଆମରକବିମାନଙ୍କୁ ଖୋଜି ଲୋଡି ଆଉ ସେମାନେ ସଭିଏଁଅବିକା କ’ଣ କହିବେ ଆମ ସଂପର୍କରେ। ବଡ କଷ୍ଟ ବୋଲି ହୁଏତସେମାନେ ରହିଥିବେ ଭିତର ଘରେ …
ଶୋଭାଯାତ୍ରା Read More