ଧରିତ୍ରୀ ଦିବସ,ଏପ୍ରିଲ ୨୨

ଏପ୍ରିଲ ୨୨ ତାରିଖ ।ଧରିତ୍ରୀ ଦିବସ। ସର୍ବପ୍ରଥମ ଧରିତ୍ରୀ ଦିବସ,ଏକ ବିଶ୍ୱବ୍ୟାପୀ ସାମ୍ବତ୍ସରିକ ଆୟୋଜନ , ବିଶେଷ ଭାବରେ ପୃଥିବୀର ଜଳବାୟୁ ଆଉ ପାରିପାର୍ଶ୍ୱିକତା ସଂପର୍କିତ ଚିନ୍ତନ ମନନ ନିମନ୍ତେ ୧୯୭୦ ମସିହା ଏପ୍ରିଲ ମାସ ୨୨ ତାରିଖ ଦିନ ଅନୁଷ୍ଠିତ …

ଧରିତ୍ରୀ ଦିବସ,ଏପ୍ରିଲ ୨୨ Read More

ମାରିଓ ଭର୍ଗାସ୍ ୟୋସା ।। ଜେଜେ ବାପା

ପ୍ରତିଥର ଡାଳଟିଏ ଭାଙ୍ଗିଯିବାର ଶବ୍ଦ ହେଲେ ବା ବେଙ୍ଗଟିଏ କେଉଁଠୁ ବୋବାଇବାକୁ ଆରମ୍ଭ କଲେ ଅଥବା ବଗିଚା ପଛପଟରେ ଥିବା ରୋଷେଇଘର ଝରକାର କବାଟମାନ ପିଟି ହେଲେ ଏଇ ବୁଢାଲୋକଟି ବୁଢାଲୋକମାନେ ଯେମିତି ନିଜ ଜାଗାରୁ ସତର୍କତାର ସହ କୌଣସି ଅଘଟଣ …

ମାରିଓ ଭର୍ଗାସ୍ ୟୋସା ।। ଜେଜେ ବାପା Read More

ଏକ ବିଚିତ୍ର ବିଚାରର କ୍ରୁଶବିଦ୍ଧ କଥା

ସେଦିନ ଶୁକ୍ରବାର ଥିଲା । ତାରିଖ ହିସାବରେ ଦେଖିଲେ ଏପ୍ରିଲ୍ ମାସର ତିନି ତାରିଖ । କହିବାକୁ ଗଲେ ସେହି ଦୋଷୀ ଜଣକର ସେଦିନ ପ୍ରାୟ ଅପରାହ୍ନ ତିନିଟା ବେଳକୁ ପ୍ରାଣହାନୀ ହୋଇ ସାରିଥିଲା । ସେଦିନ ଦିନଟି ସାରା ଆକାଶରେ …

ଏକ ବିଚିତ୍ର ବିଚାରର କ୍ରୁଶବିଦ୍ଧ କଥା Read More

ନୀଳିମା ଡାଲମିଆ ଆଧାର : କସ୍ତୁରବାଙ୍କ ଗୋପନ ଡାଏରୀ

୧ ଆଗା ଖାନ୍ ପାଲେସ୍,୨୨ ଫେବ୍ରୁଆରୀ ୧୯୪୪ସଂଧ୍ୟା ଛଅଟା ହାତବୁଣା ଧଳାରଙ୍ଗର ଖଣ୍ଡିଏ ବହଳ ଖଦଡ ଶାଢୀ ,ଥରକୁ ଥର ସଫା ହେଉଛି ବୋଲି ଫିକା ପଡି ଆସିଲାଣି,ମୋର ଅଶକତ ହେବାକୁ ବସିଥିବା ଗୋଡ ଦୁଇଟି ସହ ବାରଂବାର ଘଷି ହେଉଥାଏ। …

ନୀଳିମା ଡାଲମିଆ ଆଧାର : କସ୍ତୁରବାଙ୍କ ଗୋପନ ଡାଏରୀ Read More

ଗଳ୍ପକଳାକୁ ନେଇ ଛୋଟ ଚିଠିଟିଏ

ସବୁଠୁ ବଡ କଥା ହେଉଛି ଏଠାରେ ଉପସ୍ଥାପନ କରାଯାଇଥିବା ଚିଠିଟି ଉପସ୍ଥିତ ଅକିଞ୍ଚନର ନୁହଁ । ଜଣେ ସର୍ବକାଳର ଶ୍ରେଷ୍ଠ କଥାକାର ର କଥା ଇଏ। ସେଇଥିପାଇଁ ଏହାକୁ ପଢିବା ପାଇଁ କାହାର କାହାର ଆଗ୍ରହ ହୁଏତ ରହିପାରେ । ଆଶା …

ଗଳ୍ପକଳାକୁ ନେଇ ଛୋଟ ଚିଠିଟିଏ Read More

ଏକ ରୂପକଥା:ତମେ ଲୋକଙ୍କୁ କିଛି ସମୟ ପାଇଁ ନିର୍ବୋଧ କରିପାର, ହେଲେ..

ମୂଳ ରଚନା : ଜୋମୋ କେନିୟାତା ।। ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ ଥରେ ଗୋଟିଏ ହାତୀ ଜଣେ ମଣିଷ ସହିତ ସାଙ୍ଗ ବସିଥିଲା। ଦିନକରେ ପ୍ରଚଣ୍ଡ ଝଡବର୍ଷା ହେଉଛି।ହାତୀଟି ଆସିଥିଲା ତାହାର ଏଇ ସାଙ୍ଗଟିର ପାଖକୁ। ବଣର ଗୋଟିଏ …

ଏକ ରୂପକଥା:ତମେ ଲୋକଙ୍କୁ କିଛି ସମୟ ପାଇଁ ନିର୍ବୋଧ କରିପାର, ହେଲେ.. Read More

ଦେବୀକଥା : ବୋଧନ ଓ ଅକାଳ ବୋଧନ

“ଅକାଲ ବୋଧନେ ଆମିତୋମାକେ ଚାଇ”–କବୀର ସୁମନ ଦେବୀକଥାରେ କହିବାକୁ ଗଲେ କାଳକ୍ରମରେ ଯୋଡିହୋଇଯାଇଛି ଅକାଳ ବୋଧନ।ଏବଂ ବିଶେଷରେ ଦେବୀପୂଜା କହିଲେ ଆମେ ଦେବୀଙ୍କର ସେହି ଅକାଳ ବୋଧନକୁ ହିଁ ବେଶି ବୁଝୁ ଆଉ ମହା ସମାରୋହରେ ତାହାକୁ ଅନୁଷ୍ଠାନ କରୁ। କିନ୍ତୁ …

ଦେବୀକଥା : ବୋଧନ ଓ ଅକାଳ ବୋଧନ Read More

ଶ୍ରୀରାମ ଜନ୍ମ :ଭାରତୀୟତାର ବିଶ୍ୱାସ ଏବଂ ବିଚାର ପାଠ

ଏକମଙ୍ଗଳାଚରଣ: ରାମଂ,ଲକ୍ଷ୍ମଣପୂର୍ବଜଂ,ରଘୁବରଃ,ସୀତାପତି,ସୁନ୍ଦରଂକାକୁସ୍ଥଂ କରୁଣାକରଂ,ଗୁଣନିଧି,ବିପ୍ରପ୍ରିୟଂ,ଧାର୍ମିକଂରାଜେନ୍ଦ୍ରଂ,ସତ୍ୟସନ୍ଧଂ,ଦଶରଥତନୟଂ,ଶ୍ୟାମଳଂ ଶାନ୍ତମୂର୍ତ୍ତୀ,ବନ୍ଦେ ରାମଂ ରଘୁକୂଳତିଳକଂ,ରାଘବଂ ରାବଣାରୀ। ମଙ୍ଗଳାଚରଣରେ ସାଧାରଣତଃ ଦେବତାଙ୍କୁ ତାଙ୍କର ସମସ୍ତ ବିଶେଷ ଅଣଦୈବୀକ ଅର୍ଥାତ୍ ସେ କାହାର ପୁତ୍ର କାହାର ସ୍ୱାମୀ କାହାର ଭାଇ ଏବଂ ସେ ପୃଥିବୀରେ କେଉଁ କେଉଁ କାର୍ଯ୍ୟର ନିଷ୍ପାଦନ କରିଛନ୍ତି …

ଶ୍ରୀରାମ ଜନ୍ମ :ଭାରତୀୟତାର ବିଶ୍ୱାସ ଏବଂ ବିଚାର ପାଠ Read More

ପ୍ରଥମ ଏପ୍ରିଲ୍ :ସରଳ ମଣିଷର ହସକଥା

ପ୍ରଥମରୁ ଏଇ ‘ଟେଲ୍ ମି ହ୍ୱାଇ’ ଭଳି ଲେଖା ଯାଉଥିବା ବହି-ଶୃଂଖଳାକୁ ଦେଖାଯାଉ। ତୁମେ ଯାହା କହିବାକୁ ଚାହୁଁଚ ଆଉ ଯାହା ବୁଝିବାକୁ ଚାହୁଁଚ ତାହାର ସବୁଠାରୁ ସରଳ ଆଉ ସମସ୍ତଙ୍କର ବୁଝିପାରିବା ଭଳି ପୂଣ୍ଣ ଶୁଦ୍ଧ ରୂପଟି ହେଉଛି ଏଇ …

ପ୍ରଥମ ଏପ୍ରିଲ୍ :ସରଳ ମଣିଷର ହସକଥା Read More

ରମଜାନ୍ :ଏକ ସଂକ୍ଷିପ୍ତ ଦୃଷ୍ଟିପାତ

ପବିତ୍ର ରମଦାନ ବା ରମଜାନ ପୃଥିବୀରେ ସର୍ବପ୍ରଥମେ ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀରେ ପାଳିତ ହୋଇଥିଲା । ଇତିହାସ ଦୃଷ୍ଟିରୁ ଦେଖିଲେ ଏହା ଗୋଟିଏ ପୁରାତନ ସାମୁହିକ ଧାର୍ମିକ ଉତ୍ସବ । ଏବଂ ଏହି ଉତ୍ସବ ବସ୍ତୁତଃ ରମଦାନ ମାସ ବୋଲି ଗୋଟିଏ …

ରମଜାନ୍ :ଏକ ସଂକ୍ଷିପ୍ତ ଦୃଷ୍ଟିପାତ Read More