ମ୍ୟୁଜିଅମ୍: ସାଇତିବା କଳାର ଅନ୍ୟ ନାମ

ଯେ କୌଣସି ଜାଗା ବୁଲିବାକୁ ଯିବା ପୂର୍ବରୁ ମୋର ଗୋଟିଏ ପୁରୁଣା ଅଭ୍ୟାସ ହେଉଛି, ସେଠି ଥିବା ମ୍ୟୁଜିଅମ୍ ଗୁଡିକର ଲିଷ୍ଟ ପରଖି ନେବା। କାଇଁ କେଜାଣି ମ୍ୟୁଜିଅମ୍ ଭିତରେ ଦିନସାରା ସମୟ ବିତାଇଲେ ବି ବିରକ୍ତ ଲାଗେନି। ଏମତି ମ୍ୟୁଜିଅମ୍ …

ମ୍ୟୁଜିଅମ୍: ସାଇତିବା କଳାର ଅନ୍ୟ ନାମ Read More

ଚିତ୍ରଶିଳ୍ପୀ ଅଜିତ୍ କେଶରୀ ରାୟ

ଅଜିତ୍ କେଶରୀ ରାୟ ଥିଲେ ଓଡ଼ିଶା ମାଟିର ଶେଷ ଅମାୟିକ ଶିଶୁ ପରି ସରଳ, ଏକଦମ୍ ସାଧାସିଧା ବ୍ୟକ୍ତିତ୍ୱଧାରୀ ଜଣେ ପ୍ରମୂଖ ଚିତ୍ରଶିଳ୍ପୀ । ଓଡ଼ିଶାରେ ଆଧୁନିକ ଚିତ୍ରକଳା ଆନ୍ଦୋଳନର ମୂଳଦୁଆ ପକାଇଥିବା ତ୍ରିମୂର୍ତ୍ତି (ଆଚାର୍ଯ୍ୟ ଶରତ ଚନ୍ଦ୍ର ଦେବ, ଅଜିତ୍ …

ଚିତ୍ରଶିଳ୍ପୀ ଅଜିତ୍ କେଶରୀ ରାୟ Read More

ସୁନା ବର୍ଷୁ ଥିବା ସୁନାରୀ: ଅମଲତାସ୍

ଅନେକ ବର୍ଷ ତଳର କଥା। କେରଳର ପଶ୍ଚିମଘାଟ ପର୍ବତମାଳା ଅଞ୍ଚଳରେ ବସବାସ କରୁଥିବା ଅନେକ ଜନଜାତି ଭିତରୁ ଗୋଟିଏ ଜନଜାତିରେ ପ୍ରଚଳିତ ଲୋକକଥାଟିଏ। ସବୁ ଜନଜାତି ପରି ସେମାନେ ମଧ୍ୟ ଜଙ୍ଗଲଜାତ ଦ୍ରବ୍ୟ ଆଉ ଶିକାର କରି ପେଟ ପୋଷନ୍ତି। ଦିନସାରାର …

ସୁନା ବର୍ଷୁ ଥିବା ସୁନାରୀ: ଅମଲତାସ୍ Read More

ଚିତ୍ର ଆଉ ଯେତେକ ଚିତ୍ରକଳ୍ପ

ମୂଳ ଲେଖା: ଭ୍ଲାଦିମିର ନବୋକୋଭ୍ || ଅନୁବାଦ: ଜ୍ୟୋତି ନନ୍ଦ ଚିକିତ୍ସାର ବାହାରକୁ ଚାଲିଯାଇଥିବା ଏଇଭଳି ଜଣେ ପାଗଳ ଯୁବକକୁ ତାହାର ଜନ୍ମଦିନରେ କ’ଣ ଉପହାର ଦିଆଯାଇପାରେ,ଏଇ କଥାକୁ ନେଇ ଏଇ ଚାରିବର୍ଷରେ କହିବାକୁ ଗଲେ ଚାରି ଥର ସେଇ ସମାନ  …

ଚିତ୍ର ଆଉ ଯେତେକ ଚିତ୍ରକଳ୍ପ Read More

ଏ ଲେଖକାର ତେଲୀପିଲା ରଘୁ ପୃଷ୍ଟି

ଉନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ଓ ବିଂଶ ଶତାବ୍ଦୀର ପ୍ରାରମ୍ଭ କାଳର ଓଡ଼ିଶାରେ ମୁଦ୍ରଣ ପଦ୍ଧତିରେ ପରିବର୍ତ୍ତନ ଘଟିଲା । ଓଡ଼ିଶାରେ ଧିରେ ଧିରେ ଆଧୁନିକ ପାଶ୍ଚାତ୍ୟ ମୁଦ୍ରଣ ଯନ୍ତ୍ର ପ୍ରଚଳନକୁ ଆସିଲା । ଅନେକ ପୂର୍ବରୁ କାଗଜ ପ୍ରଚଳନକୁ ଆସିସାରିଥିଲା । …

ଏ ଲେଖକାର ତେଲୀପିଲା ରଘୁ ପୃଷ୍ଟି Read More

ଶାଲ୍

ମୂଳ ଲେଖା: ସିନ୍ଥିଆ ଓଜିକ୍ || ଅନୁବାଦ: ଜ୍ୟୋତି ନନ୍ଦ ଷ୍ଟେଲା, ଶୀତ, ଭାରି ଶୀତ, ନରକଠୁ ବଳି ଶୀତ। କେମିତି ସେଥିରେ ସେ ତିନିହେଁ ରାସ୍ତାରେ ଯାଉଛନ୍ତି ଏକାଠି, ରୋଜା ମାଗଦାର ଫୁଙ୍ଗୁଳା ଛାତିକୁ ଆଙ୍କୁଡି ଧରିଛି ଆଉ ମାଗଦା …

ଶାଲ୍ Read More

କବିତା – ଖାସ୍ ତୁମର ଲାଗି

ବୈଶାଖ୍ ମାସର୍ ତତ୍‌ଲା ଝାଞ୍ଜି ପବନ୍ ଥି ଉଡୁଥିବାର୍  ଧୁଇଲ୍ ଫାକି ଗଲା ଊତାରୁ ଦେଖ୍‌ବ ଜଣେ ଲଢ଼ୁଥିବା , ନିଡର , ନିସଂକୋଚ୍ ହେଇ ସମାଜ୍ ସାଂଗେ , ନିଜର୍ ସାଂଗେ ଖାସ୍ ତୁମର୍ ଲାଗି  ! କଳାବାଦଲ୍ , …

କବିତା – ଖାସ୍ ତୁମର ଲାଗି Read More

୫୦୩ ଫୁଟିଆ ଗଛ , ଫାଳେ ସ୍ୱପ୍ନ ଓ ଚଉଠେ ବିଜ୍ଞାନ (୨)

ଆଉ ଦିନେ ଦି ଭାଇ ବସି କଥା ହେଉଥାନ୍ତି କୁଟୁକୁଟା ପଚାରିଲା ତୁ ମତେ ଦେଖି ପାରୁଚୁ ? ଛେଚାକୁଟା କହିଲା- ନା  । କୁଟୁକୁଟା ରାଗିଯାଇ ପଚାରିଲା ତୁ ମତେ ଦେଖିପାରୁନୁ ? ଛେଚାକୁଟା କହିଲା- ନାରେ ଭାଈ  । …

୫୦୩ ଫୁଟିଆ ଗଛ , ଫାଳେ ସ୍ୱପ୍ନ ଓ ଚଉଠେ ବିଜ୍ଞାନ (୨) Read More

ପିସ୍ ଲିଲି

ଭୁବନେଶ୍ୱରର ଶାସ୍ତ୍ରୀ ନଗରରୁ ଯେଉଁ ରାସ୍ତା ଆସି ସଚିବାଳୟ ମାର୍ଗରେ ଯୋଡିହୁଏ,  ରେଡକ୍ରସ ଛକ ସିଧା, ଠିକ୍ ସେଇ ଯୋଡା ଜାଗାର ବାମ ପଟ କଣରେ ୨୦୦୩ ମସିହାରେ ଫେବୃଆରୀରୁ ଏପ୍ରିଲ ଭିତରେ ମୁଁ ପ୍ରଥମ ଥର ପାଇଁ ଏ ସୁନ୍ଦର …

ପିସ୍ ଲିଲି Read More

ଆଣ୍ଟନ ଚେକଭ୍ ଙ୍କ ଶେଷ କେତୋଟି ଦିନ – ୨

ମୂଳ ଲେଖା – ରେମଣ୍ଡ କାର୍ଭର || ଅନୁବାଦ – ଜ୍ୟୋତି ନନ୍ଦ ଦିନର ପ୍ରଥମ ବିନ୍ଦୁ ଆଲୋକ ଉକୁଟି ଉଠିବା ଯାଏଁ ଓଲଗା ଚେକଭ୍ ଙ୍କ ସହିତ ରହିଥିଲେ, ତଳେ ବଗିଚାରେ ସେତେବେଳେ ଥ୍ରୁସ୍ ପକ୍ଷୀର କଳତାନ। ଥ୍ରୁସ୍ ର …

ଆଣ୍ଟନ ଚେକଭ୍ ଙ୍କ ଶେଷ କେତୋଟି ଦିନ – ୨ Read More