ଶେଷ ଦୃଶ୍ୟ (ଭାଗ-୪)
।। ୪ ।। ‘ମହାପୁରୁ !! ମୋ ପାଇଁ କାହିଁକି ତମ କୁର୍ପା କମେଇ ଦେଲ କୁହ । କୁକୁଡା ଦେଲି, ଛେଳି ଦେଲି, ମେଣ୍ଢା ଦେଲି, ବୋଦା ଦେଲି, ପୋଢ ଦେଲି, ଶେଷରେ ଅକ୍ଷତ ଯୋନି କନ୍ୟାଶିଶୁ ଦେଲି । …
ଶେଷ ଦୃଶ୍ୟ (ଭାଗ-୪) Read More।। ୪ ।। ‘ମହାପୁରୁ !! ମୋ ପାଇଁ କାହିଁକି ତମ କୁର୍ପା କମେଇ ଦେଲ କୁହ । କୁକୁଡା ଦେଲି, ଛେଳି ଦେଲି, ମେଣ୍ଢା ଦେଲି, ବୋଦା ଦେଲି, ପୋଢ ଦେଲି, ଶେଷରେ ଅକ୍ଷତ ଯୋନି କନ୍ୟାଶିଶୁ ଦେଲି । …
ଶେଷ ଦୃଶ୍ୟ (ଭାଗ-୪) Read More।। ୩ ।। ଅପରାହ୍ଣ ଆକାଶରେ ଉଡି ଯାଉଥିବା ଗେଣ୍ଡାଳିଆଙ୍କୁ ଗୋଟି ଗୋଟି କରି ଗଣୁଥିଲେ ଇଂଜିନିୟର ବିନୋଦ ଚୌଧୁରୀ । ଭାବୁଥିଲେ, ସବୁ ମଣିଷ ଯଦି ଗେଣ୍ଡାଳିଆ ହୋଇଯାଆନ୍ତେ, ତେବେ କ’ଣ ପୃଥିବୀରୁ ଏତେ ଦୁଃଖ ଏତେ କ୍ରୁରପଣିଆ ସବୁ …
ଶେଷ ଦୃଶ୍ୟ (ଭାଗ-୩) Read More।। ୨ ।। ଏକ ଛୋଟିଆ ସହର ପରି ପ୍ରତୀୟମାନ ହେଉଥିବା ସିଂହପୁର ଗାଁର ଯେଉଁ କୋଣରେ ମନ୍ତ୍ରୀଙ୍କ ବଙ୍ଗଳା ସଦୃଶ ଘରଟି ଅବସ୍ଥିତ, ସେଠି କାଳେ କିଛିବର୍ଷ ତଳେ ଥିଲା ଅନାବନା ଗଛବୃଚ୍ଛରେ ଭର୍ତ୍ତି ଏକ ସୁନ୍ଦର ଶ୍ମଶାନ । …
ଶେଷ ଦୃଶ୍ୟ (ଭାଗ-୨) Read More।। ୧ ।। ବହି ଥାକରୁ ଫୋନ୍ ନମ୍ବରଟା ଖୋଜୁଥିଲା ପ୍ରଲିସା । ସେ ଗଲାପରେ ବୋଧହୁଏ ଥାକଟାର କେହି ଯତ୍ନ ନେଉନଥିଲେ । ପୂରା ଗୋଟିଏ ବର୍ଷର ପରସ୍ତ ପରସ୍ତ ଧୂଳି ଗଛର ବକଳ ପରି ଆସର ଜମେଇଥିଲେ, ସେ …
ଶେଷ ଦୃଶ୍ୟ (ଭାଗ -୧) Read Moreଅନ୍ଧବର!ନାଁ ଟା ଶୁଣି କନି ଆଗରୁ ଯେମିତି କଳ୍ପନା କରିଥିଲା – ଜାଗାଟା ତାର ବିପରୀତ। ବରଗଛର କେଉଁଠି ଚିହ୍ନବର୍ଣ୍ଣ ନଥିଲା। ତାଳ, ନଡ଼ିଆ ଗଛ ଭର୍ତ୍ତି ପଡିଆ ମଝିରେ ରାଧାକୃଷ୍ଣଙ୍କ ମନ୍ଦିର। ଚାରି ଛ’ଟା ବାଲି ଢିପ ମଝିରେ ଉତ୍ତିକଣ …
ଦାହ (ଏଗାର) Read Moreଗୋଠ ମେଲଣରୁ ଫେରି ଦେହ ହାତ ଦରଜରେ କନି ବିଛଣାରୁ ଉଠି ପାରିଲାନି। ଢେଲା ଆଉ କୋଇଲିଖିଆ କଣ୍ଟା ବାଜି ଗୋଡ଼ ସାରା ଖଣ୍ଡିଆ। ମାଳ କେତେଥର ତେଲ ଗରମ କରି ଘଷି ସାରିଲାଣି। କନିର ପାଦ ଦୁଇଟିକୁ କୋଳକୁ ଟାଣି …
ଦାହ (ଦଶ) Read Moreପାହାନ୍ତା ପହରୁ ଡାଳିବୁଡାଠାରୁ ଆରମ୍ଭ କରି ସଞ୍ଜ ଯାଏ ପର୍ବ ଆୟୋଜନରେ ଲାଗି ପଡି ଥିଲେ ପୁନି ଓ ମାଳ। କାମକୁ ପୁନି ସତରେ ଗୋଟିଏ ଲୋଟଣି ପାରା। ସଞ୍ଜ ବୁଡୁ ବୁଡୁ ନଣନ୍ଦ ଭାଉଜ ଦୁହେଁ ଛାତ ଉପରେ ବସି …
ଦାହ (ନଅ) Read Moreବିନ ଗଲାପରେ ପୁଣି ସେଇ ଅବସାଦ!ପୁଣି ସେଇ ଅକଳନ୍ତି ଶୂନ୍ୟତା!ଅତନୁ ଆଜିଯାଏ ଫେରିନି। ସମୟ କାଟିବାକୁ କନି ବେଶୀ ବେଶୀ ଅଫିସ କାମ କରେ। ଅଫିସରୁ ଡେରିରେ ଫେରେ। ହେଲେ ସନ୍ଧ୍ୟାବେଳଟା ତା’ ଉପରେ ବୋଝ ଭଳି ନଦି ହୋଇପଡେ। ରୋଷେଇ …
ଦାହ (ଆଠ) Read Moreସକାଳୁ କାଉର କା’- କା’- ଡାକରେ କନିର ନିଦ ଭାଙ୍ଗିଲା। କୂଅମୂଳେ ଢୁ’ ଢୁ’ ପାଣି ଢାଳି ହୋଇ ମାଳ ଗାଧୋଉଛି। ତା’ ଗାଧେଇବା ଦୃଶ୍ୟ ଦେଖିଲେ କନିର ଆଖି ଲାଜରେ ବୁଜି ହୋଇ ଯାଏ। ଶୀତଦିନେ ବି ମାଳ ତିନିଥର …
ଦାହ(ସାତ) Read Moreଚିଠି ପାଇ ଅତନୁ ରାଉରକେଲା ଯାଇଛି। ସେଠି ଭାଇଭାଉଜଙ୍କ ପାଖରେ ତା’ ବାପା ରୁହନ୍ତି। କନି କେବେ ରାଉରକେଲା ଦେଖିନି। ସାହି ଲେଖାରେ ଜଣେ ବଡ଼ବାପା ଚାକିରୀ କରୁଥିଲେ ସେଠି କୋଡିଏ ବର୍ଷ କି ତାଠାରୁ ଅଧିକ ହେବ ରିର୍ଟାୟର୍ଡ କଲେଣି। …
ଦାହ (ଛଅ) Read More